ଆରମ୍ଭହେଲେ ଶିମିଳିପାଳରେ କୁ୍ମ୍ଭୀର ଗଣନା
କରଞ୍ଜିଆ,୬ା୧(ଏସଏସନିଉଜ) ଶିମିଳିପାଳରେ କୁ୍ମ୍ଭୀର ଗଣନା ଆରମ୍ଭ ହୋଇଛି । ୫ଟିନଦୀରେ ସକାଳ ୬ଟାରୁ ଚାଲିଛି କୁମ୍ଭୀର ଗଣନା। ୨ ଦିନ ଧରି କୁମ୍ଭୀର ଗଣନା ଚାଲିବ ବୋଲି ଜଣାପଡିଥବାବେଳେ ଏହି ଗଣନାରେ ୧୬ଟି ଟିମ୍ ନିୟୋଜିତ ହୋଇଛନ୍ତି ।
Browsing category
କରଞ୍ଜିଆ,୬ା୧(ଏସଏସନିଉଜ) ଶିମିଳିପାଳରେ କୁ୍ମ୍ଭୀର ଗଣନା ଆରମ୍ଭ ହୋଇଛି । ୫ଟିନଦୀରେ ସକାଳ ୬ଟାରୁ ଚାଲିଛି କୁମ୍ଭୀର ଗଣନା। ୨ ଦିନ ଧରି କୁମ୍ଭୀର ଗଣନା ଚାଲିବ ବୋଲି ଜଣାପଡିଥବାବେଳେ ଏହି ଗଣନାରେ ୧୬ଟି ଟିମ୍ ନିୟୋଜିତ ହୋଇଛନ୍ତି ।
ବାରଙ୍ଗ,୪ା୧(ଏସଏସନିଉଜ)ବିବାଦ ନନ୍ଦନକାନନର ପଛା ଛାଡୁନାହିଁ ।ପର୍ଯ୍ୟଟକମାନଙ୍କୁ ମାଡମାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁା ତାସାଙ୍ଗକୁ ଟେଣ୍ଡରରେ ଦୁର୍ନିିତିର ଅଭିଯୋଗ ଭଳି ବିବାଦରେ ନନ୍ଦନକାନନ ଛନ୍ଦି ହୋଇପଡିଛିା ଏହାରିଭିତରେ ନନ୍ଦନକାନନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ବଡବଡିଆବାବୁମାନେ ନିଜଘରକାମରେ ଲଗାଇବାଭଳି ବିବାଦ ଏବେ ଦେଖିବାକୁ ମିଳିଛି ।ଏହିଭଳି ଘଟଣାମାନ ଘଟୁଥିଲେବି ନନ୍ଦନକାନନ କର୍ତୁପକ୍ଷ ସବୁନଜାଣିବାଭଳି ନିରବରେ ବସିରହି ବିଶ୍ୱସ୍ତରୀୟ ଚିଡିଆଖାନାର ସ୍ୱପ୍ନଦେଖିବାଭଳି ମନେହେଉଛି । ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡଆଖାନା ହେବାକୁ ଯାଉଛି ।ଏଥିପାଇଁ ସମସ୍ତେ କାମରେ ଲାଗିପଡିଛନ୍ତି ।ନନ୍ଦନକାନନକୁ […]
ଭୁବନେଶ୍ୱର,୫ା୧(ଏସଏସନିଉଜ)୨ବର୍ଷରେ ସାରାଓଡ଼ିଶାରେ ୫ଏ ସେବା ଉପଲବ୍ଧ ହେବ । 5G ଆରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟରେ ଏହା କହିଛନ୍ତି ।ସେକହିଛନ୍ତି ଫାଇବର କେବୁଲ ବିଛାଇବାପାଇଁ ପ୍ରଧାନମନ୍ତ୍ରୀ ୧୧ଶହକୋଟି ଦେଇଛନ୍ତି। ଓଡ଼ିଶାର ପ୍ରତିଗାଁ ଓ ସ୍କୁଲକୁ ହାଇସ୍ପିଡକେବୁଲ ପହଞ୍ଚିବା ରାଜ୍ୟସରକାର ସହଯୋଗ କଲେକାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଭୁବନେଶ୍ୱର,୫ା୧(ଏସଏସନିଉଜ)୨୦୨୪ଜାନୁଆରୀ ୧ସୁଦ୍ଧା ସରିବ ରାମମନ୍ଦିର କାମ। ତ୍ରିପୁରାରେ ତ୍ରିପୁରାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତଶାହା ଦେଇଛନ୍ତି ଏଭଳିମନ୍ତବ୍ୟ। ଏହାସହ ରାମମନ୍ଦିର ନିର୍ମାଣନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହା। ରାମମନ୍ଦିର ନିର୍ମାଣରେ କଂଗ୍ରେସ ପ୍ରତିବନ୍ଧକ ସାଜୁଥିଲା ବୋଲି କହିଛନ୍ତିା ମର୍ୟ୍ୟାଦାପୁରୁଷ ପ୍ରଭୁଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଉତ୍ତପ୍ରଦେଶରେ ନିର୍ମାଣ ହେଉଛି ଏକ ବୃହତ ମନ୍ଦିର ।
ଭୁବନେଶ୍ୱର,୫।୧(ଏସଏସ ନିଉଜ)ବିଶ୍ୱର ସର୍ବବୃହତ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକିଟିମ୍ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ ଏକକୋଟି ଟଙ୍କାର ପୁରସ୍କାର ରାଶି ମିଳିବ।ରାଉରକେଲାରେ ଖେଳାଳିଙ୍କୁ ଭେଟିବା ସମୟରେ ଏହି ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି ।
ଭୁବନେଶ୍ୱର,୫ା୧(ଏସଏସନିଉଜ)ଚିଲିକାରେ ପକ୍ଷୀ ଗଣନାକାର୍ଯ୍ୟ ଶେଷହୋଇଛି। ଚଳିତବର୍ଷ ଚିଲିକାକୁ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ୫୭ ହଜାର ଅଧିକ ପକ୍ଷୀ ଚିଲିକା ଆସିଛନ୍ତି। ଗଣନାରେ ନଳବଣ ରେଞ୍ଜରେ ସର୍ବାଧିକ ୩ ଲକ୍ଷ ୪୨ ହଜାର ପକ୍ଷୀ। ୨୧ଟି ଟିମ୍ରେ ଶତାଧିକ କର୍ମଚାରୀ ଗଣନା କରୁଥିଲୋ
ଭୁବନେଶ୍ୱର,୫ା୧(ଏସଏସନିଉଜ)ଆଜିଠୁ ଓଡ଼ିଶାରେ ଚାଲିବ5G ନେଟୱର୍କ ।ଭୁବନେଶ୍ୱରରୁ ଲଞ୍ଚ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବା୧ମପର୍ଯ୍ୟୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେବ ୫ଏ ସେବା । ରିଲାଏନ୍ସ ଓ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ।
ଭୁବନେଶ୍ୱର,୫ା୧(ଏସଏସନିଉଜ)ଉଦଘାଟିତହେବ ବିଶ୍ବର ସବୁଠୁବଡ଼ ହକିଷ୍ଟାଡିୟମ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ । ଆଜି ରାଉରକେଲାଯାଇ ହକିଷ୍ଟାଡିୟମକୁ ଲୋକାର୍ପିତକରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ନିମିତ ଏହି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ୧୫ ମାସ ମଧ୍ୟରେ ଶେଷ ହୋଇଛି ।
ଆଳି,୪ା୧(ଏସଏସନିଉଜ) କାଲିଠୁ ଓଡିଶାରେ ୫ଜିସେବା ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ଓ କଟକରେ ସେବା ଯୋଗାଇବେ ରିଲାଏନ୍ସ ଜିଓ ଓ ଏୟାରଟେଲ ।ଯାହାଫଳରେ ଇଣ୍ଟରନେଟ ସ୍ପିଡ ହେବ ବୋଲି ଜଣାପଡିଛି ।
ଭୁବନେଶ୍ୱର,୪ା୧(ଏସଏସନିଉଜ)ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମା ପ୍ରଥମ ବିଦେଶୀଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି । ୧୦ତାରିଖରେ ରାଉରକେଲା ଗସ୍ତକରି ୧୪ରେ ମ୍ୟାଚ ଖେଳିବ ।