ଭାରତର ବିଶାଳ ବିଜୟ

ଭୁବନେଶ୍ୱର,୧୧ା୨(ଏସଏସନିଉଜ) ନାଗପୁରଟେଷ୍ଟରେ ଭାରତର ବିଶାଳ ବିଜୟ ହୋଇଛି ।ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଇନିଂସ ବିଜୟ ହାସଲ କରିଛି ।ଗୋଟେ ଇନିଂସ ଓ ୧୩୨ ରନ୍‌ରେ ଜିତିଛି ଭାରତ । ଦ୍ବିତୀୟ ଇନିଂସରେ ୯୧ ରନ୍‌ରେ ଅଷ୍ଟ୍ରେଲିଆ ଅଲଆଉଟ୍ । ପ୍ରଥମ ଇନିଂସରେ ଜାଡେଜାଙ୍କୁ ଓଦ୍ବିତୀୟ ଇନିଂସରେ ଅଶ୍ବିନୀଙ୍କୁ ୫ଟି ଲେଖାଏଁ ୱିକେଟ୍ ମିଳିଛି ।

 

Comments (0)
Add Comment