Browsing category

ମନୋରଞ୍ଜନ

ହ୍ୟୁମାନସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର,୧୭।୧(ଏସଏସ ନିଉଜ)ହ୍ୟୁମାନସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆସିଛି।ନିର୍ଯାତନା ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ପତ୍ନ।କଟକ DCPଙ୍କୁ ଭେଟି ଅଭିଯୋଗ କରୁଛନ୍ତି ହ୍ୟୁମାନଙ୍କ ପତ୍ନୀ।ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉଛି।କାଉନସିଲିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି।

ସ୍ଥଗିତହେଲା ବସ୍ ଧର୍ମଘଟ

ଭୁବନେଶ୍ୱର,୧୬।୧(ଏସଏସ ନିଉଜ)ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଆସନ୍ତାକାଲିଠୁ ହେବାକୁ ଥିବା ବସ୍ ଧର୍ମଘଟ ସ୍ଥଗିତ ହୋଇଛି । ଏନେଇ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ୧୦ଟିରୁ ସରକାର ୩ଟି ଦାବି ମାନିଛନ୍ତି । ବାକି ମାର୍ଚ୍ଚ ୩୧ ସୁଦ୍ଧା ପୂରଣ ପାଇଁ ପ୍ରତିଶ୍ରୁତି ମିଳିଛି । ତା’ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଦେବେନ୍ଦ୍ର ।

ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧୬/୧(ଏସଏସ ନିଉଜ) ସାତପଡ଼ାରୁ ଜହ୍ନିକୁଦା ଯିବା ବେଳେ କୁହୁଡ଼ି ଯୋଗୁ ମଝି ଚିଲିକାରେ ଫସିଲା ଭସାପୋଲ। ଭସାପୋଲରେ ୩୦ ଯାତ୍ରୀ, ଗୋଟିଏ ଅଟୋ, ୧୦ ବାଇକ୍ ରହିଥିବାର ଜଣାପଡିଛି।

ବେଦବ୍ୟାସ ପୀଠରେ ୫-ଟି ସଚିବ

ଭୁବନେଶ୍ବର, ୧୪/୧(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଶ୍ରୀ ଭି କେ ପାଣ୍ଡିଆନ୍ ଆଜି ରାଉରକେଲା ନିକଟସ୍ଥ ବେଦବ୍ୟାସ ପୀଠ ପରିଦର୍ଶନ କରି ପୀଠରବିକାଶ ସମ୍ପର୍କରେ ଟ୍ରଷ୍ଟବୋର୍ଡର ସଭ୍ୟ ସେବାୟତ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ପାଣ୍ଡିଆନ୍ ଆଲୋଚନା କରିଥିଲେ । ପନ୍ଦରଦିନ ମଧ୍ୟରେ ଏ ସମ୍ପର୍କରେ ଏକ ବିସ୍ତ୍ରୁତ ଯୋଜନା ପ୍ରସ୍ତୁତକରି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନନିମନ୍ତେ ଉପସ୍ଥାପନକରିବାକୁ ଜିଲ୍ଲାପାଳଙ୍କୁ ଶ୍ରୀ ପାଣ୍ଡିଆନ୍ କହିଥିଲେ । ଏହି ଆଲୋଚନାରେ ମୁଖ୍ୟତଃ ସ୍ଵର୍ଗଦ୍ଵାରର […]

ଆଜିଠୁ ବିଶ୍ବକପ ଲଢ଼େଇ

ଭୁବନେଶ୍ୱର,୧୩ା୧(ଏସଏସନିଉଜ)ଆଜିଠୁ ପୁରୁଷ ହକି ବିଶ୍ବକପ-୨୦୨୩ ଆରମ୍ଭ ହେବାକୁଯାଉଛି । ଆରମ୍ଭ ହେବାକୁଥିବା ହକି ବିଶ୍ୱକପ୍ ମହାସମରେ ବିଶ୍ୱର ବଛାବଛା ୧୬ଟିମ୍ ମଧ୍ୟରେ ହେବ ଟକ୍କରା ବିଶ୍ବକପ ପାଇଁ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକାବିଶ୍ବକପ୍ ଭିଲେଜରେ ରାତ୍ରିଯାପନ କରିବେ ନବୀନ ବୋଲି ଜଣାପଡିଛି ।

ରିଭର କ୍ରୁଜ୍‌ର ନୂଆଯୁଗ!

ଭୁବନେଶ୍ୱର,୧୩ା୧(ଏସଏସନିଉଜ)ଭାରତରେ ରିଭର କ୍ରୁଜ୍‌ର ନୂଆଯୁଗ। ଆଜି ବିଶ୍ବର ଲମ୍ବା ରିଭର କ୍ରୁଜ୍‌ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତର ପ୍ରଥମ ସ୍ବଦେଶୀ କ୍ରୁସ୍ ଗଠ ଗଙ୍ଗା ବିଳାସ। ୫୧ ଦିନରେ ୩୨୦୦ କିମି ଯାତ୍ରା କରିବ ଏହି କ୍ରୁଜ୍ା

ନନ୍ଦନକାନନରେ ସରିଲା ପକ୍ଷୀଗଣନା

ବାରଙ୍ଗ,୧୨ା୧(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଦିନିକିଆ ପକ୍ଷୀଗଣନା ସରିଛି । ପ୍ରତିବର୍ଷପରି ଏଥର ଜାନୁୟାରୀ ୧୨ତାରିଖରେ ନନ୍ଦନକାନନ ଓ ତାର ଆଖପାଖ ଅଂଚଳ ଆଦ୍ରଭୁମି ଅଂଚଳକୁ ଆସୁଥିବା ଜଳଚରପକ୍ଷୀମାନଙ୍କ ଗଣନା ହୋଇଛି ।ଏହି ଦିନିକିଆ ପକ୍ଷୀଗଣନାରେ ୪୩ପକ୍ଷୀ ବିଶେଷଜ୍ଞ ମାନଙ୍କ ସହ ନନ୍ଦନକାନନଅଧିକାରୀମାନେ ସାମିଲ ହୋଇଥିଲୋ୭ଟିଦଳରେ ବିଭକ୍ତହୋଇ ଏହି ଦଳ କାଞିଆ ଓ କିଆଖଣିହ୍ରଦ, ବଡବାଙ୍କ ଓ କଟୁରୀଘସା ପାଟ,ଚୁଡଙ୍ଗ ଓ କୃଷ୍ନନଗର ଅଂଚଳକୁ ଗ୍ରସ୍ଥ କରି ସେଠାରେ ଥିବା ଜଳାଶୟକୁ ଆସୁଥିବା ଜଳଚରପକ୍ଷୀମାନଙ୍କୁ ଗଣନା କରିଥିଲେ ।ଗତବର୍ଷ ୩୦ପ୍ରଜାତିର […]

ଉଦଘାଟିତହେଲା ବିଦ୍ୟାଳୟ ବାର୍ଷିକକ୍ରୀଡା

ବାରଙ୍ଗ,୧୨/୧(ଏସଏସନିଉଜ)ଉତ୍ତମ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସବୁ କ୍ଷେତ୍ରରେ ସଫଳତାର ବାଟ ଦେଖାଏ ବୋଲି ଭୁବନେଶ୍ବର ବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୪ତମ ବାର୍ଷିକ କ୍ରୀଡା ଉତ୍ସବକୁ ଉଦଘାଟନ କରି ସମାଜସେବୀ ତଥା କେନ୍ଦୁପାଟଣା ଗ୍ରାମ ମୁରବୀ ମାୟାଧର ନାୟକ କହିଛନ୍ତି।ବିଦ୍ୟାଳୟ ପରିଚାଳନା କମିଟିସଭାପତି ଜଗନ୍ନାଥଭଞଙ୍କ ନେତୃତ୍ବରେ ଆୟୋଜିତଉତ୍ସବରେ ପ୍ରଧାନଶିକ୍ଷକ ଯୋଗେନ୍ଦ୍ରସେନାପତିଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ସମାଜସେବୀ ମାୟାଧର ନାୟକ,ଦାଢା ପଞ୍ଚାୟତ ନାଏବ୍ ସରପଞ୍ଚ ରଣଞିତ୍ ଦାସ,ଅକ୍ଷୟ ଦାସ,ପ୍ରଶାନ୍ତ […]

ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆମ୍ୟାଚ

ଭୁବନେଶ୍ୱର,୧୨।୧(ଏସଏସ ନିଉଜ)ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଦିନିକିଆ । ଦିନ ସାଢେ ଗୋଟାଏରୁ କୋଲକାତାର ଇଡେନ ଗାର୍ଡେନରେ ହେବ ଖେଳ । ଆଜି ମ୍ୟାଚ୍ ଜିତି ସିରିଜ ଜିତିବାକୁ ଉଦ୍ୟମ କରିବ ଭାରତ । ୩ ଟିକିଆ ସିରିଜରେ ଏବେ ୧-୦ରେ ଆଗୁଆ ରହିଛି ମେନ ଇନ୍ ବ୍ଲୁ । ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟ ହାସଲ କରିଛି ରୋହିତ ବାହିନୀ । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି।

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭହେଲା ହକିବିଶ୍ବକପ୍

କଟକ,୧୧ା୧(ଏସଏସନିଉଜ) କଟକର ଐତିହାସିକ ବାରବାଟୀଷ୍ଟାଡିୟମରେ ରଙ୍ଗାରଙ୍ଗକାର୍ଯ୍ୟକ୍ରମରେ ପୁରୁଷ ହକି ବିଶ୍ବକପ୍‌-୨୦୨୩ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଆଜି ସନ୍ଧ୍ୟାରେଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ି‌ଶାରେ ହକି ବିଶ୍ବକପ୍‌ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି। ଏଥିନିମନ୍ତେପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାର ସବୁପ୍ରକାରର ସମର୍ଥନ ଯୋଗାଇଥିବାରୁ ଏହି ଅବସରରେ ଉଦ୍‌ବୋଧନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲୋଉଦଘାଟନୀ ସମାରୋହରେ କେନ୍ଦ୍ରକ୍ରୀଡାମନ୍ତ୍ରୀ ଅନୁରାଗଠାକୁର, . ଏଫ୍‌ଆଇଏଚ୍ ସଭାପତି ତଥା ବିକ୍ରମ, ହକି ଇଣ୍ଡିଆ ସଭାପତି […]