Browsing category

ମନୋରଞ୍ଜନ

ମଣ୍ଡଳସ୍ତରୀୟ ଖେଳକୁଦପ୍ରତିଯୋଗିତା ଉଦଯାପିତା

ବାରଙ୍ଗ,୧୭/୧୨(ଡିଏନଏ) କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଭୁବନେଶ୍ବର ମଣ୍ଡଳସ୍ତରୀୟ ଖେଳକୁଦ ସଂସଦ ପକ୍ଷରୁ ଆୟୋଜିତ ଖେଳକୁଦ ପ୍ରତିଯୋଗିତା-୨୦୨୨ ଶନିବାରଦିନ ଉଦଯାପିତ ହୋଇଯାଇଛି ।ଏହିଅବସରରେ ଆୟୋଜିତ ସଭାରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଉତ୍ତମ ଶିକ୍ଷା ସହ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ସବୁ କ୍ଷେତ୍ରରେ ସଫଳତା ବାଟ ଦେଖାଏ ବୋଲି କହିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟା ବବିତା ରାଉତ ମୁରବି ଭଗବାନ ଜେନା […]

ତମାଣ୍ଡୋ କପ୍ ଫୁଟବଲ- ଗଣ୍ଡରପୁର ୟୁନାଇଟେଡ ବିଜୟୀ

ମେଣ୍ଢାଶାଳ ୧୭ା୧୨ଏସଏସନିଉଜ) ତମାଣ୍ଡୋ ମିନିଷ୍ଟାଡିୟମରେ ଖେଳାଯାଉଥିବା ରାଜ୍ୟସ୍ତରୀୟ ୨୭ତମ ତମାଣ୍ଡୋ କପ ଫୁଟବଲ ଟୁର୍ଣ୍ଣାମେଟଂର ୨ୟ ଦିନର ଖେଳରେ ଗଣ୍ଡରପୁରୁର ୟୁନାଇଟେଡ ୟୁଥ ସ୍ପୋର୍ଟ କ୍ଲବ ବିଜୟୀ ହୋଇଛି । ଏହି ବିଜୟସହ ଦଳ ଟୁର୍ଣ୍ଣାମେଟଂର କ୍ୱାର୍ଟରରେ ପ୍ରବେଶ କରିଛି । ଦଳ ୫-୦ ଗୋଲ ବ୍ୟବଧାନରେ ବୃହତ ବିଜୟ ହାସଲ କରିଛି । ଆଜି ଗଣ୍ଡରପୁରର ୟୁନାଇଟେଡ ଦଳ ଓ ଖୋର୍ଦ୍ଧାର ଡାଇମଣ୍ଡ କ୍ଲବ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏଥିରେ ଗଣ୍ଡରପୁର ଦଳର ଅଭିଶେଖ […]

୧୩ରେ ରାଉରକେଲାରେ ବିଶ୍ବକପ ହକି

ଭୁବନେଶ୍ୱର,୬/୧୨(ଏସଏସନିଉଜ)ଜାନୁଆରୀ ୧୩ରେ ରାଉରକେଲାରେ ବିଶ୍ବକପ ହକିର ଉଦଘାଟନୀ ଉତ୍ସବ ହେବ। ୧୧ରେ ବାରବାଟୀ ଷ୍ଟାଡିୟମରେହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ପ୍ରତି ପଞ୍ଚାୟତରେ ହକିର ମାହୋଲ ସୃଷ୍ଟି କରିବାକୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ବାପଘର ଯାଇଛନ୍ତି ମହାଲକ୍ଷ୍ମୀ!

ପୁରୀ,୧୬/୧୨(ଏସଏସନିଉଜ)ଆଜି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନୀତି ଦୀର୍ଘ ଏକ ମାସ ଧରି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଏକ ମାସ ମା ମହାଲକ୍ଷ୍ମୀ ବାପ ଘରକୁ ଯିବାର ଵିଧି ପରମ୍ପରା ଥିବାରୁ ମାସକ ପର୍ଯ୍ୟନ୍ତ ମାତା ଯଶୋଦା ପହିଲି ଭୋଗରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସକାଳୁ ସକାଳୁ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି!

ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ୍

ଭୁବନେଶ୍ୱର,୧୩/୧୨(ଏସଏସନିଉଜ) ଆଜି ବାରବାଟୀରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ୍ ଆରମ୍ଭ ହେଉଛି ।ବାରବାଟୀଷ୍ଟାଡିୟମରେ ଆଜି ଭାରତ-ବାଂଲାଦେଶ ମଧ୍ୟରେ ଦୃଷ୍ଟିହୀନ ବିଶ୍ବକପ ଟି-ଟ୍ବେଣ୍ଟି ମ୍ୟାଚ ପୂର୍ବାହ୍ନ ୧୦ଟା ୩୦ରେ ଆରମ୍ଭ ହୋଇଛି । ଏଥିପାଇଁ ବାରବାଟୀ ପିଚ୍ ଓ ପଡିଆ ପ୍ରସ୍ତୁତିକାମ ଶେଷହୋଇଛି।

ନନ୍ଦନକାନନରେ ମୁଖ୍ୟ ଶାସନ ସଚିବ

ବାରଙ୍ଗ,୧୦/୧୨(ଏସଏସନିଉଜ) ମୁଖ୍ୟଶାସନସଚିବ ସୁରେଶଚନ୍ଦ୍ରମହାପାତ୍ର ଶନିବାରଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ ଗସ୍ତକରି ସେଠାରେ  ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ପର୍ୟ୍ୟଟକମାନଙ୍କ ନିମନ୍ତେ ଆନୁଷଙ୍ଗିକବ୍ୟବସ୍ଥା ଓ ଉନ୍ନତିମୂଳକ କାର୍ୟକୁ ତ୍ବରାନ୍ବିତକରିବାକୁ ଅଧିକାରୀମାନଙ୍କୁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟଶାସନସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲଅଞ୍ଚଳ ବୁଲିଦେଖିଛନ୍ତି । ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନକୁ  ସଂପ୍ରସାରିତ  ହୋଇ  ଏହି ଅଞ୍ଚଳରେ ନାଇଟ ସଫାରି ଓ ପକ୍ଷୀସରଣୀ ନିର୍ମାଣ ହେବ । ଏହି କାର୍ୟ୍ୟକୁ […]

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ବାରଙ୍ଗ ୯/୧୨(ଡିଏନଏ) ଗଣ୍ଡରପୁର ୟୁନାଇଟେଡ ୟୁଥ୍ ସ୍ପୋର୍ଡସ କ୍ଲବ ଆନୁକୂଲ୍ୟରେ ଗଣ୍ଡରପୁର ଗ୍ରାମ ପାଖ ବିଜୁପଟ୍ଟନାୟକ ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ଆମନ୍ତଣୀୟ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ଥିଲା ଷଷ୍ଠ ଦିବସ।୩ଟି ପର୍ଯ୍ୟାୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି।ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ମୁଖ୍ୟଅତିଥିଭାବେ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଉଦଘାଟିତ କରିଥିଲେ।ଶୁକ୍ରବାର ଗ୍ରାମାଞ୍ଚଳ ବର୍ଗର ଦୁଇଟି ମ୍ୟାଚ୍ ଖେଳା ଯାଇଥିଲା।ଗ୍ରାମାଞ୍ଚଳ ବର୍ଗରେ ପ୍ରଥମ ମ୍ୟାଚ୍ ବରାହୀପୁର ସୁପ୍ରିମଫୁଟବଲ କ୍ଲବ ସହ ଗୋଠପୁର ମା”ମଙ୍ଗଳା କ୍ଲବ […]

ନନ୍ଦନକାନନକୁ ଆସିଲା ଝାରସୁଗଡାରୁ ହିମାଳୟଶାଗୁଣା

ବାରଙ୍ଗ ୯/୧୨(ଡିଏନଏ) ଝାରସୁଗଡା ଡିଭିଜନ୍ ବେଲପାହାର ରେଞରୁ ଉଦ୍ଧାର ହୋଇଥିବା ହିମାଳୟ ଶାଗୁଣା ଶୁକ୍ରବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିଛି।ଶାଗୁଣାଟିର ଲିଙ୍ଗଚିହ୍ନଟ ହୋଇନଥିବାବେଳେ ଦୁଇ ବର୍ଷ ବୟସର ହେବ ବୋଲି ଜଣାପଡିଛି।ଏହି ବିରଳ ପ୍ରଜାତିର ଶାଗୁଣାର ରଙ୍ଗ ଧଳା ହୋଇଥିବାବେଳେ ହିମାଳୟ ଓ ମଧ୍ୟଏସିଆ ପାର୍ବତ୍ୟ ଅଞ୍ଚଳରେ ଏମାନେ ବହୁଳ ଭାବରେ ଦେଖାଯାଆନ୍ତି।ଉଦ୍ଧାର ଶାଗୁଣାକୁ କର୍ତ୍ତୁପକ୍ଷ ବନ୍ୟପ୍ରାଣୀ ଚିକିତ୍ସାଳୟରେ ତାର ଚିକିତ୍ସକଙ୍କ ଦ୍ବାରା ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କଲାପରେ ବନ୍ୟପ୍ରାଣୀ ଚିକିତ୍ସାଳୟର କ୍ବାରେଣ୍ଟାଇନର ପୃଥକୀକରଣ ଖୁଆଡରେ ଚିକିତ୍ସକଙ୍କ […]

ଅଣ୍ଡିରା ବାରାଶିଙ୍ଗା ମୃତ,ମଣିପୁର ଜନ୍ମ

ବାରଙ୍ଗ,୮/୧୨(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ବୁଧବାରଦିନ ଏକ ୮ବର୍ଷର ଅଣ୍ଡିରା ବାରାଶିଙ୍ଗାର ମୃତ୍ୟୁ ଘଟିଛି ।ତେବେ ମୃତ୍ୟୁବରଣକରିଥିବାର କାରଣ ଜଣାପଡିନଥିବାବେଳେ ସେ ସମ୍ପୁର୍ଣରୁପେ ସୁସ୍ଥରେରହି ତାର ।୩୮ନଂ ଏନକ୍ଲାଜେରରେ ବିଚରଣ କରୁଥିଲା ।ହଠାତ ବାରାଶିଙ୍ଗାଟି ମରିଯିବାପରେ ଡାକ୍ତରମାନଙ୍କର ଚିନ୍ତାବଢିଯାଇଥିଲା ।ବ୍ୟବଛେଦ ରିପୋର୍ଟଆସିଲେ ମୃତ୍ୟୁର ପକୃତ କାରଣ ଜଣାପଡିବ ବୋଲି କୁହାଯାଉଥିବାବେଳେ ବାରାଶିଙ୍ଗାର ମୃତ୍ୟୁପରେ ଏମାନଙ୍କ ସଂଖ୍ୟାହ୍ରାସପାଇଁ ନନ୍ଦନକାନନରେ ୧୩ରେ ପହଁଚିଥିବାର ଜଣାପଡିଛି । ସେହିଭଳଭାବେ ବୁଧବାର ବିଳମ୍ଭିତ ରାତିରେ ୩୭ନଂ ଏନକ୍ଲୋଜରରେ ରହୁଥିବା ଏକ ମଣିପୁର ହରିଣ ଗୋଟିଏ ଶାବକକୁ […]

ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ

ବାରଙ୍ଗ,୮/୧୨(ଏସଏସନିଉଜ)ଗଣ୍ଡରପୁର ମିନିଷ୍ଟାଡିୟମରେ ଚାଲିଥିବା ୨୦ତମ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗୁରୁବାର ଥିଲା ପଞ୍ଚମ ଦିବସ।ଆଜି ଗ୍ରାମାଞ୍ଚଳରୁ ୨ଟି ଓ ସହରାଞ୍ଚଳରୁ ଗୋଟିଏ ମ୍ୟାଚ୍ ହୋଇଥିଲା।ସହରାରାଞ୍ଚଳ ବର୍ଗର ବରଗଡ ୟୁନାଇଟେଡ ସହ କେମରୁନ ଇଲେଭେନ ମଧ୍ୟରେ ଖେଳ ହୋଇଥିଲା।ଏଥରେ ଉଭୟ ଦଳ ପ୍ରଥମ ଓ ଦ୍ବିତୀୟାର୍ଦରେ ଗୋଟିଏ ଲେଖାଏଁ ଗୋଲ ଦେଇଥିବାରୁ ମ୍ୟାଚ୍ ଡ୍ର ହେବାରୁ ଟ୍ରାଇବ୍ରେକର ପଦ୍ଧତିର ସହାୟତା ନିଆଯାଇଥିଲା।ଏଥିରେ ବରଗଡ ୟୁନାଇଟେଡ ୫-୪ ଗୋଲରେ ବିଜୟୀ ହୋଇ ସେମିଫାଇନାଲକୁ ପ୍ରବେଶ କରିଛି। ସେହିପରି […]