Browsing category

ମନୋରଞ୍ଜନ

ସରିଲା ଧନୁଯାତ୍ରା

ଭୁବନେଶ୍ୱର,୭।୧(ଏସଏସ ନିଉଜ)ଅନ୍ତିମ ଦିବସରେ କଂସବଧ ସହ ଧନୁଯାତ୍ରା ଶେଷହୋଇଛି। ମଞ୍ଚ ଉପରେ ଯୁଦ୍ଧରେ ମାମୁକୁ ନିଧନ କରି ବିଜୟୀ ହେଲେ କୃଷ୍ଣ।

ବିଜେଡିର ୨୬ତମପ୍ରତିଷ୍ଠାଦିବସ

ବାରଙ୍ଗ,୬/୧(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଡମଣାଯାତ୍ରାପଡିଆଠାରେ ଶୁକ୍ରବାରଦିନ  ଉତରଭୁବନେଶ୍ୱର ନିର୍ବାଚନମଣ୍ଡଳୀ ତରଫରୁ ବିଜୁଜନତାଦଳର ୨୬ତମପ୍ରତିଷ୍ଠାଦିବସ ପାଳିତ ହୋଇଯାଇଛି ।ଏହିଅବସରରେ ଭୁବନେଶ୍ୱରଉତରବିଧାୟକ ତଥା ଭୁବନେଶ୍ୱର ଜିଲ୍ଲାସଭାପତି ସୁଶାନ୍ତରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ ପୁର୍ବତନମନ୍ତ୍ରୀ ପ୍ରତାପଜେନା ଅତିଥିଭାବେ ଯୋଗଦେଇ ଓଡିଶା ଏକ ଆଂଚଳିକଦଳ ହୋଇ ବହୁବାଧାବିଘ୍ନ ଭିତରେ ୨୫ବର୍ଷଧରି ଓଡିଶାବାସୀଙ୍କୁ ନିରନ୍ତଭାବରେ ସେବା ଯୋଗଇଆସିଛି ବୋଲି କହିଥିଲେ ।ଅନ୍ୟତମଅତିଥିଭାବେ ମୁଖ୍ୟସଚେତକ ପ୍ରଶାନ୍ତମୁଦୁଲି ଯୋଗଦେଇ ଆଜିଶିକ୍ଷାକ୍ଷେତ୍ରରେ ୫-ଟିମାଧ୍ୟମରେ ହାଇସ୍କୁଲଗୁଡିକର ରୁପାନ୍ତିକରଣ ହେଉ କିମ୍ବା କ୍ରିଡାକ୍ଷେତ୍ରରେ ଓଡିଶା ଦୁଇଦୁଇଥର ପୁରୁଷ ୱାଲ୍ଡକପ୍‌ହକି ଆୟୋଜନକରି ସାରାବିଶ୍ୱରେ ଏକ […]

ନନ୍ଦନକାନନକୁ ଭେଟି ଦେଲା ରୁପା

ବାରଙ୍ଗ,୬ା୧(ଏସଏସନିଉଜ) ନୂଆବର୍ଷରେ ପ୍ରଥମେ ବିଲୁଆ ଓ ଲୋରିକିଟ ପକ୍ଷୀ ମୃତ୍ୟୁ ସାଙ୍ଗକୁ ଜିମ୍ପାଜି ଜୁଲୁ ଅସୁସ୍ଥତା କୁ ନେଇ ଚିନ୍ତାରେ ପଡ଼ିଥିବା କର୍ତ୍ତୃପକ୍ଷ ପାଇଁ ଖୁସି ଖବର ନେଇଆସିଛି ବାଘୁଣୀ ରୂପା । ନୂଆବର୍ଷ ରେ ନନ୍ଦନକାନନକୁ ଭେଟି ଦେଇଛି ତିନୋଟି ଶାବକ । ଧଳାବାଘୁଣୀ ରୁପା ଶୁକ୍ରବାରଦିନ ମା ହୋଇଛି ।ନନ୍ଦନକାନନକୁ ନୁଆ ସଦସ୍ୟର ଆଗମନ ହୋଇଛି ।ରୁପା ତାର ଦ୍ୱିତୀୟଗର୍ଭସ୍ଥ ସନ୍ତାନକୁ ଜନ୍ମଦେଇଛି ।ଯାହାଫଳରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।ରୁପା ଗର୍ଭ […]

ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ

ଭୁବନେଶ୍ୱର,୬ା୧(ଏସଏସନିଉଜ)ଆଉ ଦିନକେଇଟା ପରେ ହେବାକୁ ଯାଉଛି ବିଶ୍ୱକପ୍ ହକି ।ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ବେଲଜିୟମ୍ ଟିମ୍। ତୃତୀୟ ବିଦେଶୀ ଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି ।୨୦୧୮ରେ ଚାମ୍ପିଅନ୍ ହୋଇଥିଲା ବେଲଜିୟମ୍ ଟିମ ।

ଆରମ୍ଭହେଲେ ଶିମିଳିପାଳରେ କୁ୍ମ୍ଭୀର ଗଣନା

କରଞ୍ଜିଆ,୬ା୧(ଏସଏସନିଉଜ) ଶିମିଳିପାଳରେ କୁ୍ମ୍ଭୀର ଗଣନା ଆରମ୍ଭ ହୋଇଛି । ୫ଟିନଦୀରେ ସକାଳ ୬ଟାରୁ ଚାଲିଛି କୁମ୍ଭୀର ଗଣନା। ୨ ଦିନ ଧରି କୁମ୍ଭୀର ଗଣନା ଚାଲିବ ବୋଲି ଜଣାପଡିଥବାବେଳେ ଏହି ଗଣନାରେ ୧୬ଟି ଟିମ୍ ନିୟୋଜିତ ହୋଇଛନ୍ତି ।

ଏଛୁଆ କାହାର!

ବାରଙ୍ଗ,୪ା୧(ଏସଏସନିଉଜ)ବିବାଦ ନନ୍ଦନକାନନର ପଛା ଛାଡୁନାହିଁ ।ପର୍ଯ୍ୟଟକମାନଙ୍କୁ ମାଡମାରିବାଠାରୁ ଆରମ୍ଭ କରି ଜୀବଜନ୍ତୁମାନଙ୍କର ଅକାଳ ମୃତ୍ୟୁା ତାସାଙ୍ଗକୁ ଟେଣ୍ଡରରେ ଦୁର୍ନିିତିର ଅଭିଯୋଗ ଭଳି ବିବାଦରେ ନନ୍ଦନକାନନ ଛନ୍ଦି ହୋଇପଡିଛିା ଏହାରିଭିତରେ ନନ୍ଦନକାନନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ବଡବଡିଆବାବୁମାନେ ନିଜଘରକାମରେ ଲଗାଇବାଭଳି ବିବାଦ ଏବେ ଦେଖିବାକୁ ମିଳିଛି ।ଏହିଭଳି ଘଟଣାମାନ ଘଟୁଥିଲେବି ନନ୍ଦନକାନନ କର୍ତୁପକ୍ଷ ସବୁନଜାଣିବାଭଳି ନିରବରେ ବସିରହି ବିଶ୍ୱସ୍ତରୀୟ ଚିଡିଆଖାନାର ସ୍ୱପ୍ନଦେଖିବାଭଳି ମନେହେଉଛି । ନନ୍ଦନକାନନ ବିଶ୍ୱସ୍ତରୀୟ ଚିଡଆଖାନା ହେବାକୁ ଯାଉଛି ।ଏଥିପାଇଁ ସମସ୍ତେ କାମରେ ଲାଗିପଡିଛନ୍ତି ।ନନ୍ଦନକାନନକୁ […]

୨ବର୍ଷରେ ସାରାଓଡ଼ିଶାରେ5G

ଭୁବନେଶ୍ୱର,୫ା୧(ଏସଏସନିଉଜ)୨ବର୍ଷରେ ସାରାଓଡ଼ିଶାରେ ୫ଏ ସେବା ଉପଲବ୍ଧ ହେବ । 5G ଆରମ୍ଭ ଅବସରରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟରେ ଏହା କହିଛନ୍ତି ।ସେକହିଛନ୍ତି ଫାଇବର କେବୁଲ ବିଛାଇବାପାଇଁ ପ୍ରଧାନମନ୍ତ୍ରୀ ୧୧ଶହକୋଟି ଦେଇଛନ୍ତି। ଓଡ଼ିଶାର ପ୍ରତିଗାଁ ଓ ସ୍କୁଲକୁ ହାଇସ୍ପିଡକେବୁଲ ପହଞ୍ଚିବା ରାଜ୍ୟସରକାର ସହଯୋଗ କଲେକାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

୨୦୨୪ଜାନୁଆରୀ୧ସୁଦ୍ଧା ସରିବ ରାମମନ୍ଦିରକାମ

ଭୁବନେଶ୍ୱର,୫ା୧(ଏସଏସନିଉଜ)୨୦୨୪ଜାନୁଆରୀ ୧ସୁଦ୍ଧା ସରିବ ରାମମନ୍ଦିର କାମ। ତ୍ରିପୁରାରେ ତ୍ରିପୁରାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତଶାହା ଦେଇଛନ୍ତି ଏଭଳିମନ୍ତବ୍ୟ। ଏହାସହ ରାମମନ୍ଦିର ନିର୍ମାଣନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ଶାହା। ରାମମନ୍ଦିର ନିର୍ମାଣରେ କଂଗ୍ରେସ ପ୍ରତିବନ୍ଧକ ସାଜୁଥିଲା ବୋଲି କହିଛନ୍ତିା ମର‌୍ୟ୍ୟାଦାପୁରୁଷ ପ୍ରଭୁଶ୍ରୀରାମଙ୍କ ଉଦ୍ଦେଶ୍ୟରେ ଉତ୍ତପ୍ରଦେଶରେ ନିର୍ମାଣ ହେଉଛି ଏକ ବୃହତ ମନ୍ଦିର ।

ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ କୋଟିଏ !

ଭୁବନେଶ୍ୱର,୫।୧(ଏସଏସ ନିଉଜ)ବିଶ୍ୱର ସର୍ବବୃହତ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟିତ ହୋଇଛି। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭାରତୀୟ ହକିଟିମ୍ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ବିଶ୍ୱକପ ଜିତିଲେ ପ୍ରତି ଖେଳାଳିଙ୍କୁ ଏକକୋଟି ଟଙ୍କାର ପୁରସ୍କାର ରାଶି ମିଳିବ।ରାଉରକେଲାରେ ଖେଳାଳିଙ୍କୁ ଭେଟିବା ସମୟରେ ଏହି ଘୋଷଣା ମୁଖ୍ୟମନ୍ତ୍ରୀ କରିଛନ୍ତି ।

ଚିଲିକାରେ ପକ୍ଷୀଗଣନା ଶେଷ

ଭୁବନେଶ୍ୱର,୫ା୧(ଏସଏସନିଉଜ)ଚିଲିକାରେ ପକ୍ଷୀ ଗଣନାକାର୍ଯ୍ୟ ଶେଷହୋଇଛି। ଚଳିତବର୍ଷ ଚିଲିକାକୁ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ୫୭ ହଜାର ଅଧିକ ପକ୍ଷୀ ଚିଲିକା ଆସିଛନ୍ତି। ଗଣନାରେ ନଳବଣ ରେଞ୍ଜରେ ସର୍ବାଧିକ ୩ ଲକ୍ଷ ୪୨ ହଜାର ପକ୍ଷୀ। ୨୧ଟି ଟିମ୍ରେ ଶତାଧିକ କର୍ମଚାରୀ ଗଣନା କରୁଥିଲୋ