Browsing category

ମନୋରଞ୍ଜନ

ସରଳ ହେଲା CGD ଅନୁମୋଦନ ପ୍ରକ୍ରିୟା

ଭୁବନେଶ୍ୱର,୨୫।୩(ଏସଏସନିଉଜ)PNG ସଂଯୋଗକୁ ତ୍ବରାନ୍ବିତ ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି।ସିଟି ଗ୍ୟାସ୍ ବିତରଣ ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟା ସରଳ କରିବାକୁ ନିର୍ଦ୍ଦେଶନାମା ରହିଛି।ଭୂତଳ ପାଇପ ଲାଇନ୍ ବିଛାଇବା ପାଇଁ କୌଣସି ଫି’ ଆଦାୟ କରାଯିବନି।ଏଥିସହ ଚାଲୁ ରହିଥିବା କିମ୍ବା ପୂର୍ବ ମଞ୍ଜୁରପ୍ରାପ୍ତ କାର୍ଯ୍ୟ ପାଇଁ ଅନୁମତି ଅନାବଶ୍ୟକ।ଏହାଦ୍ବାରା ପ୍ରଶାସନିକ ବିଳମ୍ବ ଦୂର ହେବ, ପ୍ରକଳ୍ପ କାର୍ଯ୍ୟ ଜାରି ରହିବ।ସିଜିଡି କାମକୁ ବାଧାମୁକ୍ତ କରିବାକୁ ରାସ୍ତା ଖୋଳିବା କଟକଣା ମଧ୍ୟ କୋହଳ କରାଯାଇଛି।ଏହି ସବୁ ପଦକ୍ଷେପ ଜୁନ୍ […]

ଚଳନ୍ତି ଭଣ୍ଡାରର ଗଣତି ଶେଷ

ଭୁବନେଶ୍ୱର,୨୫।୩(ଏସଏସନିଉଜ)ରତ୍ନଭଣ୍ଡାର ଗଣତି ମଣତିର ପ୍ରଥମ ଦିନର କାର୍ଯ୍ୟ ସରିଲା।ପ୍ରଥମ ଦିନର କାର୍ଯ୍ୟ ସରିବା ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ପ୍ରାୟ ଗଣତି ଶେଷ ହୋଇଛି।ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଯାହା ଲାଗି ହୋଇଛି ଗଣତି ହୋଇନି।ମହାପ୍ରଭୁଙ୍କ ରାହୁ,ରେଖା,ଚିତା ଆଦି ଗଣତି ହୋଇନି।ମହାପ୍ରଭୁଙ୍କ ଦୈନନ୍ଦିନ ବ୍ୟବହୃତ ସୁବର୍ଣ୍ଣର ଗଣତି ମଣତି ସରିଛି।ଫଟୋଗ୍ରାଫି, ଭିଡିଓ ରେକର୍ଡିଂ, ଥ୍ରିଡି ମ୍ୟାପିଂ କରାଯାଇଛି।ମାତ୍ର କଣ ଗଣତି ହେଲା ତାହା ପ୍ରକାଶ ନ କରିବାକୁ SOPରେ ରହିଛି।ଗଣତିରେ ସାମିଲ ସମସ୍ତଙ୍କୁ ପ୍ରକାଶ […]

ଆଇନଜୀବୀଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର

ଭୁବନେଶ୍ବର,୨୫।୩(ଏସଏସନିଉଜ)ଅଶୋକନଗର ସ୍ଥିତ ବିଏମଏସ ସମ୍ମିଳନୀ କକ୍ଷରେ ଓଡ଼ିଶା ହିନ୍ଦୁ ଜାଗରଣମଞ୍ଚ ପକ୍ଷରୁ ରାଷ୍ଟ୍ରରଆଭ୍ୟନ୍ତରୀଣ ସୁରକ୍ଷାରେ ଆଇନଜୀବୀଙ୍କଭୂମିକା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବରେ କମଳେସ୍ସିଂ,ହିନ୍ଦୁ ଜାଗରଣ ମଞ୍ଚରଅଖିଳ ଭାରତୀୟ ସହସଂଗଠନମନ୍ତ୍ରୀ ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟଅତିଥି , ଉଚ୍ଚ ନ୍ୟାୟାଳୟର ବରିଷ୍ଟଆଇନଜୀବୀ ତଥା ଓଡ଼ିଶା ଅଧିବକ୍ତା ପରିଷଦର ସଭାପତି ଅମିତାଭ ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।ହିନ୍ଦୁ ଜାଗରଣମଞ୍ଚ ଓଡ଼ିଶା ପୂର୍ବପ୍ରାନ୍ତ ବିଧିସଂଯୋଜକ ଶ୍ରୀମନ୍ତ କୁମାର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

ଅଟୋଚାଳକ ଏକାଠି ହେଲେ, ଶପଥ ନେଲେ…

ଚନ୍ଦ୍ରଶେଖରପୁର,୨୫।୩(ଏସଏସନିଉଜ)ଭୁବନେଶ୍ୱର ଆରଟିଓ-୨ ଦ୍ଵାରା ଆୟୋଜିତ ଏକ ସଡ଼କସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖର ପୁର ସ୍ଥିତ ଯାନବାହାନ ପରୀକ୍ଷଣ କେନ୍ଦ୍ର ପରିସରରେ ବୁଧବାରଦିନ ଅନୁଷ୍ଟିତ ହୋଇଯାଇଛି।ଏଥିରେ ପ୍ରାୟ ୮୦ଜଣ ସ୍ମାର୍ଟସିଟି ଅଟୋଚାଳକ ଯୋଗଦେଇ ଥିଲେ।ସେମାନଙ୍କୁ ସଡ଼କସୁରକ୍ଷା ସଚେତନତା ସୃଷ୍ଟିକରିବା ,ଦୁର୍ଘଟଣା ପୀଡିତଙ୍କୁ ସାହାଯ୍ୟ କରିବା,ଟ୍ରାଫିକନିୟମ ମାନିବା ଓ ଅସୁବିଧାସମୟରେ ରାସ୍ତାରେ ଯିବା ବେଳେ ଭଲନାଗରିକ ଭାବେ ଜନସାଧାରଣଙ୍କପ୍ରତି ଥିବା କର୍ତ୍ତବ୍ୟଉପରେ ବୁଝାଯାଇଥିଲା।ଶେଷରେ ନିଜକର୍ତ୍ତବ୍ୟରୁ ପଛଘୁଞ୍ଚା ନହେବାପାଇ ସମସ୍ତେ ଶପଥ ନେଇଥିଲେ।ଏମଭିଆଇ ରବିନ୍ଦ୍ରନାଥଜେନା,ଟ୍ରାଫିକ୍ ଇନ୍ସପେକ୍ଟର-ସୁମନ୍ତପାତ୍ର,ଜୁନିୟର ଏମଭିଆଇ ଲୋକନାଥନାୟକ ଏବଂ ସ୍ମାର୍ଟସିଟି […]

ପୁରସ୍କୃତ ହେଲେ…

ଭୁବନେଶ୍ୱର,୨୪।୩(ଏସଏସନିଉଜ)ଭାରତସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ କରାଯାଉଥିବା ପୂର୍ବସ୍ୱତନ୍ତ୍ର ସଙ୍ଘନସଂଶୋଧନ (ପ୍ରୀଏସ୍ ଆଇ ଆର)ରେ କାର୍ଯ୍ୟରେ କାର୍ଯ୍ୟରତ ବିଏଲଓ(ବୁଥ୍ ଲେବୁଲ୍ଅଫିସର) ସାଗରୀକା ନାୟକ ଗଣ୍ଡରପୁର-୨ରେ କାର୍ଯ୍ୟକରି ୧୦୦%ମ୍ୟାପିଙ୍ଗ କରିଛନ୍ତି।ସେ ଜଣେ ଅଙ୍ଗନବାଡିକର୍ମୀ ବାଲିପଡା -୧ଦାଢ଼ାପଞ୍ଚାୟତର ଅଟନ୍ତି।ସେ ଭୁବନେଶ୍ୱ ଉତ୍ତର ନିର୍ବାଚନମଣ୍ଡଳୀର ବୁଥନମ୍ବର-୧୬ ବିଏଲ୍ ଓ ଅଟନ୍ତି।ବୁଥ୍ ନଂ -୧୬ ହେଉଛି କଲ୍ୟାଣପୁରପଞ୍ଚାୟତର ଗଣ୍ଡରପୁର ମଝିସାହି ଓ କୁଅଁରସାହି । ସେଥିରେ ୧୨୪୧ଜଣଭୋଟର ଅଛନ୍ତି।ଏସଆଇଆର କାର୍ଯ୍ୟପୂର୍ବରୁ ପ୍ରୀଏସ୍ ଆଇଆର କାର୍ଯ୍ୟ ଶୁଶ୍ରୀ ଅର୍ଚ୍ଚନାଦାସ(ଏଇଆରଓ)ଙ୍କ ତତ୍ତ୍ୱାବଧାନରେ କରାଯାଉଥିଲା ।ସୁପର ଭାଇଜର ସୁଧାକର […]

ଗାଡି ଥୋଇଲେ,ମାଗଣା ଆଖି ପରୀକ୍ଷା କଲେ

ଭୁବନେଶ୍ଵର,୨୩।୩(ଏସଏସନିଉଜ)ଭୁବନେଶ୍ଵର ଆରଟିଓ – ୨ ଦ୍ଵାରା ପରିଚାଳିତ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ସୋମବାର ଅନୁଷ୍ଟିତ ହୋଇଯାଇଛି।ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଆଧାରରେ ଆୟୋଜିତ ଏହି ଶିବିର ଇନଫୋଭାଲୀ ଥାନା ନିକଟରେ ଅନୁଷ୍ଟିତ ହୋଇଥିଲା ଏହି ଶିବିରରେ ପ୍ରାୟ ୨୦୦ରୁ ଉର୍ଦ୍ଧ ଡ୍ରାଇଭରମାନେ ଯୋଗଦେଇ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ବିଶେଷ କରି ରତିଆଧିଆ ଗାଡି ଚଳାଉଥିବା ଚାଲକମାନଙ୍କ ସଂଖ୍ୟା ଏହି ଶିବିରରେ ଅଧିକ ରହିଥିବାର ଦେଖିବାକୁ ମିଳିଥିଲା।ଡେପୁଟିକମିଶନର ରଶ୍ମୀ ରଣଜିତ୍ ଦଳ ବେହେରା , […]

ଯାତ୍ରା ବେଳେ ଚାଲିଥିଲା ଜୁଆ ଆଡ୍ଡା

ବାରଙ୍ଗ,୨୧।୩ (ଏସଏସନିଉଜ) ଦାଢାପାଟଣା ଅଞ୍ଚଳରେ ଏକ ଜୁଆ ଆଡ୍ଡା ଉପରେ ବାରଙ୍ଗ ପୋଲିସ ଚଢ଼ାଉ କରିଛି । ଚଢ଼ାଉ ବେଳେ କିଛି ଜୁଆଡିଆ ଖସି ଯାଇଥିବା ବେଳେ ତିନି ଜଣ ଯୁଆଡିକୁ ଗିରଫ କରି ପୋଲିସ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ରାହୁଲ ପରିଡ଼ା , ଚନ୍ଦନ ପାତ୍ର ଓ ବିନୋଦ ସେଠୀ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ,ବାରଙ୍ଗ ଥାନା ଅଧୀନରେ ରେ ଥିବା ଦାଢ଼ାପାଟଣା […]

ଆଜିର ରାଶିଫଳ

ମାର୍ଚ୍ଚମାସ ୨୨ତାରିଖ ୨୦୨୬ମସିହା(ରବିବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଚତୁର୍ଥୀ ରାତ୍ରି ଘ୦୯/୧୯ଗତେ ପଞ୍ଚମୀ,ନକ୍ଷତ୍ର-ଦ୍ୱିଜା ରାତ୍ରି ଘ୧୧/୨୧ ଗତେ କୁର୍ତ୍ତିକା,ସୁର୍ୟୋଦୟ-ପ୍ରାତଃଘ୦୫/୫୪/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୫୭,ଯୋଗିନୀ ନୈରୁତେ ରାତ୍ରି ଘ୦୯/୧୯ ଗତେ ଦକ୍ଷିଣେ,ମେଷରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,ଚତୁର୍ଥୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ରାତ୍ରି ଘ୧୧/୨୧ଗତେ ଦ୍ୱିପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା-ଦିବା ଘ୧୦/୨୪ଗତେ ଘ୦୧/୨୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୪୨ ଗତେ ଘ୦୯/୫୫ ମଧ୍ୟେ ଓ ରାତ୍ରି ଘ୦୭/୩୪ ଗତେ ଘ୦୯/୦୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୧/୨୫ ଗତେ ଘ୦୧/୫୭ ମଧ୍ୟେ ଓ ରାତ୍ରି ଘ୦୬/୪୩ଗତେ ଘ୦୭/୩୩ ମଧ୍ୟେ,ଅଦ୍ୟ ବେଲଭକ୍ଷଣ ନିଷେଧ। […]

ଆରମ୍ଭ ହେଲା ଓଡ଼ିଶା ପ୍ରସିଦ୍ଧ କଣ୍ଢେଇ ମେଳଣ

ଭୁବନେଶ୍ୱର,୨୧।୩(ଏସଏସନିଉଜ)ଓଡ଼ିଶା ପୁରପଲ୍ଲିରେ ଦୋଳମେଲଣ ପାଳନ ହେଉଥିବାବେଳେ ରାଜଧାନୀ ଉପକଣ୍ଠ ଭଗବାନପୁର-ପାତ୍ରପଡ଼ାଠାରେ ଏକ ନିଆରାମେଲଣ ଆୟୋଜିତହୁଏ ।ଚୈତ୍ରମାସରେ ଆୟୋଜିତ ଏହି ମେଲଣରେ କୁନିକୁନି ପିଲାମାନଙ୍କଦ୍ଵାରା କାଠବାଉଁଶ,ସୋଲୋ ଓ ରଙ୍ଗିନକାଗଜରେ ତିଆରି ହୋଇଥିବା ଛୋଟଛୋଟ ଦୋଳବିମାନରେ ବିରାଜମାନ କରିଥାନ୍ତି କାଠନିର୍ମିତ କଣ୍ଢେଇ,ମାଟିତିଆରିକଣ୍ଢେଇ,ପ୍ଲାଷ୍ଟିକକଣ୍ଢେଇ,ଟ୍ରେଡିଓ ବାବିଡାଲ୍।ଏହି କଣ୍ଢେଇକୁ ଉଭୟ ଭଗବାନପୁର ଓ ପାତ୍ରପଡ଼ା ଗ୍ରାମବାସୀମାନେ ସାହିସାହିରେ ବୁଲାଇ ଚାଚେରୀଭୋଗ ଅର୍ପଣ କରିଥାନ୍ତି।କାଲିସେ ଯେଉଁ କଣ୍ଢେଇରେ ଖେଳୁଥିଲା ଆଜି ତାକୁ ଠାକୁରସଜେଇ ମେଲଣପଡିଆକୁ ଅପଟିଆ ସାଜି ବୋହି ଆଣିଛି। ବିଶ୍ୱାସ ମୂଳେ ଭଗବାନ ଏହିଭାବନାକୁ […]

ନନ୍ଦନକାନନ ବସଷ୍ଟାଣ୍ଡରେ ଚାଳକମାନଙ୍କୁ ଏକାଠି କଲେ…

ଭୁବନେଶ୍ୱର,୨୧।୩(ଏସଏସନିଉଜ)ସଡ଼କସୁରକ୍ଷା ଓ ଟ୍ରାଫିକନିୟମ ସମ୍ପର୍କରେ ସଚେତନତା ସୃଷ୍ଟି କରିବାପାଇଁ ପରିବହନବିଭାଗ ନିୟମିତଭାବେ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି। ଦୁର୍ଘଟଣାସଂଖ୍ୟା ହ୍ରାସକରିବା ଏବଂ ସାଧାରଣ ଜନତାଙ୍କମଧ୍ୟରେ ସଡ଼କ ସୁରକ୍ଷାନିୟମ ମାନିବାରଅଭ୍ୟାସ ସୃଷ୍ଟିକରାଇବା ସଚେତନତାର ମୁଖ୍ୟଲକ୍ଷ ରଖାଯାଇଛି।ଶନିବାରଦିନ ଏହିଭଳି ଏକ ସଚେତନତାକାର୍ଯ୍ୟକ୍ରମ ନନ୍ଦନକାନନ ବସଷ୍ଟାଣ୍ଡରେ ଆୟୋଜିତ ହୋଇଯାଇଛି।ଭୁବନେଶ୍ଵର ଆରଟିଓ -୨ଦ୍ଵାରା ଆୟୋଜିତ ଏହି ସଚେତନତାକାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ,ଝାଡ଼ଖଣ୍ଡ, ବିହାର ,ଓଡ଼ିଶା ଏବଂ ବିଭିନ୍ନରାଜ୍ୟରୁ ଯାତ୍ରୀନେଇ ଆସିଥିବା ଚାଲକମାନଙ୍କୁ ସଚେତନ କରାଯାଇଥିଲା।ବିଶେଷକରି ରାତିରେ ଗାଡିଚଳାଇବା ବେଳେ ନିଦଲାଗିଲେ କଣକରିବେ,ହଠାତ୍ ଗାଡ଼ିରେ ନିଆଲାଗିଲେ କଣକରିବେ,ବିଭିନ୍ନ […]