Browsing category

ମନୋରଞ୍ଜନ

ରିଲିଜହେଲା ରୁଷୀୟଫିଲ୍ମ ‘ଦ ଚ୍ୟାଲେଞ୍ଜ’ରଟ୍ରେଲର

ଭୁବନେଶ୍ୱର,୩ା୧(ଏସଏସନିଉଜ)ରିଲିଜ୍ ହୋଇଛି ରୁଷୀୟ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଟ୍ରେଲର କ୍ଷଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନରେ ସୁଟିଂ ହୋଇଥିବା ଫିଲ୍ମକୁ ନେଇ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି।୨୦୨୧ମସିହାରେ ୧୨ଦିନଧରି ମହାକାଶରେ ଫିଲ୍ମର ସୁଟିଂହୋଇଥିଲା କ୍ଷଆସନ୍ତା ଅପ୍ରେଲ ୨୩ତାରିଖରେ ଏହି ଫିଲ୍ମ ରିଲିଜ ହେବ ବୋଲି ସୂଚନା ମିଲିଛି ।  

ବିଶ୍ବକପ ହକିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨ା୧(ଏସଏସନିଉଜ) ବିଶ୍ବକପ ହକି ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ । ମମତା ଜରୁରୀ କାମରେ ବ୍ୟସ୍ତଥିବାରୁ ପଶ୍ଚିମବଙ୍ଗ ଅର୍ଥ ଓ ସ୍ବାସ୍ଥ୍ୟମନ୍ତ୍ରୀ ଚନ୍ଦ୍ରିମାଭଟ୍ଟାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମନ୍ତ୍ରୀ ଶ୍ରୀକାନ୍ତସାହୁା

ହକିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଭୁବନେଶ୍ୱର,୨ା୧(ଏସଏସନିଉଜ)ବିଶ୍ବକପ ହକିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଛି ।ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ସେଠାକୁ ଯାଇ ପଞାବ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ।

ନୂଆବର୍ଷରେ ମଦବିକ୍ରିରେ ଭାଙ୍ଗିଲା ରେକର୍ଡ

ଜୟପୁର, ୨ା୧(ଏସଏସନିଉଜ) ରାଜସ୍ଥାନରେ ନୂଆବର୍ଷରେ ୧ ବିଲିୟନ ୧୧କୋଟି ଟଙ୍କାର ମଦ କିଣିଛନ୍ତି ଲୋକେ ।ଦୁଇଦିନରେ ତଥା ୩୦ ଏବଂ ୩୧ ଡିସେମ୍ବରରେ ରାଜ୍ୟରେ ୧ ଅରବ ୧୧ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା।ସେହିପରି ଗତବର୍ଷ ଏହି ଦୁଇଦିନରେ ୭୭.୮୨ କୋଟି ମୂଲ୍ୟର ମଦ ବିକ୍ରି ହୋଇଥିଲା ।

କୁମ୍ଭୀର ଗଣନାପାଇଁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା, ୨ା୧(ଏସଏସନିଉଜ)ଜାନୁଆରୀ ୪ରୁ ୧୪ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକାା ଭିତରକନିକା ଜାତୀୟଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେଥିବା ନଦୀନାଳ ଗୁଡିକରେ କୁମ୍ଭୀରଗଣନା ଆରମ୍ଭ ହେବାଏଣୁ ଏହାକୁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ।

ସୁନାବେଶରେ ଦର୍ଶନଦେଲେ ମାତାରିଣୀ

କେନ୍ଦୁଝର,୧ା୧(ଏସଏସନିଉଜ) ଇଂରାଜୀ ନବବର୍ଷରେ ଘଟଗାଁ ମା’ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।ମା ସୁନାବେଶଭକ୍ତମାନଙ୍କୁ ।ାଜି ଦର୍ଶନ ଦେଇଛନ୍ତି । ଭକ୍ତଙ୍କ ଭିଡକୁ ଆଖିଆଗରେ ରଖି ଶୃଙ୍ଖଳିତ ଭାବେ ମା’ଙ୍କୁ ଦର୍ଶନ କରିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ଏହିଅବସରରେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଲକ୍ଷାଧିକ ଭକ୍ତଙ୍କୁ ମା’ଙ୍କ ଭୋଗଲାଗି ନଡିଆରୁ ପ୍ରସ୍ତୁତ ଲଡୁ ମାଗଣାରେ ବଣ୍ଟନ କରାଯାଇଥିଲା ।

ଆଜିଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା

ପୁରୀ,୧ା୧(ଏସଏସନିଉଜ) ଆଜିଠାରୁ ପୁରୀ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍ ମନା ନିୟମ ଲାଗୁ ହୋଇଛି। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବେ।ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଓ ଭିଡିଓ ଭାଇରାଲ୍ ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା ଆଭିମୁଖ୍ୟ ପୋଷଣ କରିଛି। ଶ୍ରୀମନ୍ଦିର ସେବାୟତ, ଅଧିକାରୀମାନେ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ପରିବର୍ତେ କ୍ୟାମେରା ନଥିବା ଫୋନ୍ କି-ପ୍ୟାଡ୍ […]

ପୂର୍ଣ୍ଣଦର୍ଶକରେ ଖେଳାଯିବ ହକି ବିଶ୍ୱକପ୍

ପୁରୀ,୧ା୧(ଏସଏସନିଉଜ) ହକିବିଶ୍ୱକପ୍ ନେଇ ମୁଖ୍ୟସଚିବ ସୁରେଶମହାପାତ୍ରଙ୍କ ସୂଚନା ଅନୁସାରେ ପୂର୍ଣ୍ଣଦର୍ଶକରେ ଖେଳାଯିବ ହକି ବିଶ୍ୱକପ୍ର ସବୁ ମ୍ୟାଚ୍ । ରାଉରକେଲା ଷ୍ଟାଡିୟମରେରହିବେ ୧୬ ଟିମା ହେଟେଲ ତାଜ୍ ଗ୍ରୁପ୍ କରିବ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଓ କୌଣସି ବାଧ୍ୟତାମୂଳକ ଗାଇଡ୍ଲାଇନ୍ ରହିବନାହିଁ କେବଳ କେବଳ ପରାମର୍ଶ ବୋଲି ସୁଚନା ଦେଇଛନ୍ତି ।

ଜାନୁଆରୀମାସର ସବୁ ଛୁଟିଦିନରେ ଲୋକସେବାଭବନ ପୁଷ୍ପ ଉଦ୍ୟାନ ଖୋଲା

ଭୁବନେଶ୍ବର ,୧ା୧(ଏସଏସନିଉଜ) ଜାନୁଆରୀ ୨୦୨୩ରେ ଚତୁର୍ଥଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବାଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ ଆଠଟି ଛୁଟିରେ ଅପରାହ୍ନ ଚାରି ଟାରୁ ଛଟାପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପଉଦ୍ୟାନ ବୁଲି ଦେଖି ପାରିବୋ ଆଜି ନୂଆବର୍ଷରେ ଜନସାଧାରଣ ଲୋକସେବାଭବନଉଦ୍ୟାନ ବୁଲି ଦେଖିପାରିବୋଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନକିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସ୍ରୁଷ୍ଟି […]

ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା

ଭୁବନେଶ୍ୱର,୩୧ା୧୨(ଏସଏସନିଉଜ)ଦିନିକିଆ ଏବଂ ଟେଷ୍ଟ କ୍ରିକେଟରେ ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା ହୋଇଛି ।ଦିନିକିଆ କ୍ରିକେଟ୍ରେ ଶ୍ରେୟସ ଆୟର ଶ୍ରେଷ୍ଠ ବ୍ୟାଟସମ୍ୟାନ ଏବଂ ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲର ଭାବେ ହେଲା ଘୋଷଣା ହୋଇଛିାଶ୍ରେୟସ ଆୟର ୧୭ଟି ମ୍ୟାଚ୍ ଖେଳି ୫୫.୬୯ ଆଭ୍ରେଜ୍ରେ ସର୍ବାଧିକ ୭୨୪ ରନ୍ କରିଛନ୍ତି ।ସେହିପରି ଦିନିକିଆ ବୋଲିଂ ବିଭାଗରେ ଟପ୍ରେ ରହିଛନ୍ତି ମହମ୍ମଦ ସିରାଜ । ସେ ୧୫ଟି ମ୍ୟାଚ୍ ଖେଳି ୨୪ ଟି ଓ୍ୱିକେଟ୍ ନେଇଛନ୍ତି ।ସେହିପରି ଟେଷ୍ଟ କ୍ରିକେଟ୍ରେ ଶ୍ରେଷ୍ଠ […]