Browsing category

ମନୋରଞ୍ଜନ

କାଲିଠାରୁ ମା’ ତାରିଣୀ ମନ୍ଦିରରେ ଲାଗିବ ଭୋଗ

ଘଟଗାଁ, ୩/୨(ଏସଏସନିଉଜ)ମହାମାରୀ କରୋନାପାଇଁ ଗତ ଦୁଇବର୍ଷ ହେଲା ମନ୍ଦିରରେ ଭୋଗ ଲାଗୁ ନଥିଲା।କେବଳ ଶ୍ରଦ୍ଧାଳୁମାନଙ୍କ ପାଇଁ ମା’ଙ୍କ ଦର୍ଶନର ସୁବିଧା ରହିଥିବାବେଳେ ସାଙ୍ଗରେ ଭୋଗ ଆଣିପାରୁନଥିଲେ ।ତେବେ ଆସନ୍ତାକାଲିଠାରୁ ମା’ ତାରିଣୀ ମନ୍ଦିରରେ ଭୋଗ ଲାଗିବ । ଶ୍ରଦ୍ଧାଳୁମାନେ ସାଙ୍ଗରେ ଭୋଗନେଇ ଆସିପାରିବେ ।ଏହାସହ ୧୦ ବର୍ଷରୁ କମ୍ ପିଲା ଏବଂ ବୃଦ୍ଧବୃଦ୍ଧାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ସକାଳ ୬ଟାରୁ ମଧ୍ୟାହ୍ନ ଗୋଟାଏ ଏବଂ ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୮ଟା ପର‌୍ୟ୍ୟନ୍ତ ଶ୍ରଦ୍ଧାଳୁମାନେ […]

ମିଳିଲା ଅନୁମତି,ଆରମ୍ଭ ହେଲା ଭୋଜି

ବାରଙ୍ଗ, ୨/୩(ଏସଏସନିଉଜ)ସୋମବାରଦିନ ବଟାନିକାଲ ଗାର୍ଡେନରେ ଭୋଜି କରିବାପାଇଁ ନନ୍ଦନକାନନ କର୍ତୁପକ୍ଷ ଅନୁମତି ଦେଇଥିବାର ସୋମବାର ଘୋଷଣା କରିଛନ୍ତି ।ଏହାଦ୍ୱାରା ଦୀର୍ଘଦିନ ହେବ ବଣଭୋଜି ନକରିପାରି ନିରାଶ ହେଉଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଖୁସିର ଲହର ଦେଖିବାକୁ ମିଳିଛି ।ଭୋଜି କରିବାକୁ ଚାହୁଁଥିବା ଲୋକେ ସିଧାସଳଖ ବା ଅନଲାଇନରେ ନନ୍ଦନକାନନ ଆଣ୍ଡ୍ରଏଡ ଆପକୁ ଯାଇ ବଣଭୋଜି ପାଇଁ ସୁବିଧା ରଖାଯାଇଥିବା ୫୭ଟି ପିଣ୍ଡି ବୁକିଂ କରିପାରିବେ । ପର‌୍ୟ୍ୟଟକମାନେ ବଣଭୋଜି ପିଣ୍ଡି, ଭୋଜି କୁଟୀର ଓ ସ୍ୱତନ୍ତ୍ର ଭୋଜି ଗୃହ […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା 🦋କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ !! 🦋ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !! 🦋ନିଜର ଶକ୍ତି ସହିତ ଲଢ଼ନ୍ତୁ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକୃତ […]

ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ପୀଠରେ ମହାଦୀପ

ଭୁବନେଶ୍ୱର, ୨୪/୨(ଏସଏସନିଉଜ) ମାର୍ଚ୍ଚ ୧ ତାରିଖ ମହାଶିବରାତ୍ରୀ । ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ଚଳିତବର୍ଷ ଏହାକୁ ଦର୍ଶନ କରିପାରିବେ ଭକ୍ତ ।ଏହାସହ କୋଭିଡ୍ କଟକଣା ଭିତରେ ଭକ୍ତମାନେ ଦୀପ ଜାଳିପାରିବେ । ମନ୍ଦିରର ଗର୍ଭଗୃହ ଭିତରକୁ ଭକ୍ତମାନେ ଯାଇ ପାରିବେ ନାହିଁ କିନ୍ତୁ ଆଡକାଠ ପାଖରୁ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ୫ଟା ପରଠାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ […]

ଆଜିର ଅନୁଚିନ୍ତା

🦋 “ସମୟ ” ର ହାତ ନଥାଏ କିନ୍ତୁ,ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ,ସାରା ଜୀବନ ମନେ ରହେ । 🦋ସ୍ବପ୍ନ ଭାଙ୍ଗିଗଲେ ମଧ୍ୟ ନୂଆ ସ୍ବପ୍ନ ଦେଖି ଆଗକୁ ବଢିବାର ସାହସକୁ ହିଁ ଜୀବନ କୁହାଯାଏ । 🦋ଯେଉଁମାନଙ୍କ ପାଇଁ ସମାଜିକ ସମ୍ପର୍କ ନାମକୁ ମାତ୍ର ହୋଇଥାଏ, ସେମାନେ କେବେ ହେଲେ କାହାର ସମ୍ମାନ ବା ସହାୟତା କରି ନଥାନ୍ତି ବରଂ ଦୂରରେ ରହି ଉପହାସ କରିଥାନ୍ତି 🦋ଦୁନିଆର ସର୍ବୋତ୍ତମ ଔଷଧ ହେଉଛି […]

ଆଜିର ଅନୁଚିନ୍ତା

🦋”ସମୟ ତ ଏମିତି ଗଡି ଚାଲିଯିବ , ହେଲେ ସମୟ ସହ ନିଜ ଜୀବନ କୁ ବିତିଯିବାକୁ ଦିଅନ୍ତୁ ନାହିଁ , ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ , କିଏ ଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ ! 🦋”ସବୁବେଳେ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ , ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ରହିଲେ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା […]

ବ୍ୟାଙ୍କ କହିଲା ଟଙ୍କା ଫେରାଅ।

  ୧. ଡେବ୍ରିଗଡ଼ ଅଭୟାରଣ୍ୟ ଭିତରେ ଥିବା ୩ଟି ଗାଁ ଭୁଟୁଲି, ରେଂଗାଲି ଓ କୁରୁମ୍‌କେଲ୍‌କୁ ଜଙ୍ଗଲ ବାହାରକୁ ସ୍ଥାନାନ୍ତର ପାଇଁ ନିର୍ମାଣାଧୀନ ପୁନର୍ବାସ କଲୋନି କାମର ସମୀକ୍ଷା କରିଛନ୍ତି ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇ । ୨. ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୨ଟି ପର୍ଯ୍ୟାୟରେ ହେବାକୁ ବିଧାନସଭା ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫେବ୍ରୁଆରି ୨୭ ବଦଳରେ ଫେବ୍ରୁଆରି ୨୮ରେ ହେବ । ସେହିପରି ୨ୟ […]

ଆଜିର ଅନୁଚିନ୍ତା

🦋ଆପଣ ସର୍ବଦା ନିଜର ଭୁଲ୍ କୁ ସ୍ବୀକାର କରନ୍ତୁ , କାହିଁକିନା ଭୁଲ୍ ସ୍ବୀକାର କରିଲେ ମଣିଷ ଅନ୍ୟମାନଙ୍କ ଠାରୁ ସମ୍ମାନ ପାଇଥାଏ ଆଉ ନିଜକୁ ସୁଧାରିନେବାର ବାଟ ମଧ୍ଯ ପାଇଯାଏ । 🦋ବିଶ୍ବାସ ଏବଂ ପ୍ରାର୍ଥନା କେବେହେଲେ ଦୃଶ୍ୟ ହୁଏନାହିଁ ସତ, କିନ୍ତୁ ସର୍ବଦା ଅସମ୍ଭବ କୁ ସମ୍ଭବ କରି ଦେଖାଏ । 🦋ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ , କାହିଁକିନା ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ […]

ଆଜିର ଅନୁଚିନ୍ତା

🦋ଶାନ୍ତି ମନୁଷ୍ୟର ଏକ ଅନ୍ତର୍ନିହିତ ଗୁଣ I ଶାନ୍ତି ପାଇବାକୁ ହେଲେ ଆମକୁ ଅନ୍ତର୍ମୁଖୀ ହୋଇ ନିଜ ଭିତରକୁ ଯିବାକୁ ପଡିବ I ଭିତର ଜିନିଷକୁ ବାହାରେ ଖୋଜିବା ଅଜ୍ଞାନତା ଅଟେ I 🦋କୌଣସି ମଣିଷ କେବେ ନିଜ ଇଛାରେ ବଦଳି ନଥାଏ, ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ । 🦋ଇର୍ଷା ପରାୟଣ ଲୋକ ଜୀବନରେ କେବେହେଲେ ସୁଖୀ ହୋଇପାରନ୍ତି ନାହିଁ । 🦋ନିଜ […]

ଆଜିର ଅନୁଚିନ୍ତା

🦋” ଆଘାତ ” ଶାରୀରିକ ହେଉ କି ମାନସିକ ହେଉ କଷ୍ଟ ତ ମିଳିଥାଏ , ହେଲେ ସେମାନଙ୍କ ମଧ୍ୟରେ ଫରକ କେବଳ ଏତିକି ଯେ ଶାରୀରିକ ଆଘାତ ଆମକୁ କଷ୍ଟ ଦେଇଥାଏ ଆଉ ମାନସିକ ଆଘାତ ଜଣକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଇଥାଏ । 🦋ଆମେ ଆମର ଚାହିଦା ଅନୁସାରେ କିଛିନା କିଛି ଆଶା ପୁରଣ କରିବାକୁ ସମସ୍ତେ ଚାହିଁଥାନ୍ତି, ହେଲେ ଏମିତି କିଛି ଆଶା କରିବା ଉଚିତ୍ ନୁହେଁ ଯାହା ପୂରଣ ହୋଇପାରୁ ନଥିବ, […]