ଧବଳେଶ୍ୱରପୀଠକୁ କାଉଡ଼ିଆ ବାହୁଙ୍ଗି ଆଣିବା ମନା

ଆଠଗଡ଼,୧୫/୭(ଏସ ଏସ ନିଉଜ) ଧବଳେଶ୍ୱର ପୀଠକୁ କାଉଡ଼ିଆ ବାହୁଙ୍ଗି ଆଣିବା ବାରଣ ହୋଇଛି ।ପୀଠ ଭିତରକୁ ବାହୁଙ୍ଗି ଆଣିବାକୁ ବାରଣ କରିଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ। ସେ କହିଛନ୍ତି ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ିଆ ବାହୁଙ୍ଗି ଆଣିବେ ଓ ସେଠାରେ ରଖିବେ। ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ଯିବେ ବୋଲି କହିଛନ୍ତି ।

Comments (0)
Add Comment