Browsing category

ମନୋରଞ୍ଜନ

ଆଜିର ରାଶିଫଳ

ମଇମାସ ୦୫ତାରିଖ ୨୦୨୬ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ତୃତୀୟା ପ୍ରାତଃ ଘ୦୫/୪୨ଗତେ ଚତୁର୍ଥୀ,ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ୦୧/୫୬ଗତେ ମୂଳା,ସୁର୍ୟୋଦୟ-ପ୍ରାତଃଘ୦୫/୨୧/୩୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୯/୩୬,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ୦୫/୪୨ ଗତେ ନୈଋତେ,ମକରରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୧/୨୫ଗତେ ଘ୦୩/୦୨ମଧ୍ୟେ,ବାରବେଳା-ଦିବା ଘ୦୬/୫୦ଗତେଘ୦୮/୨୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୨୬ଗତେ ଘ୧୦/୧୦ମଧ୍ୟେ ଓ ଘ ୧୨/୩୩ଗତେ ଘ୦୧/୨୫ମଧ୍ୟେ ରାତ୍ରି ଘ୦୨/୫୯ଗତେ ଘ୦୪/୩୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି,ଅଦ୍ୟ ମୂଳାଭକ୍ଷଣ ନିଷେଧ। ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳହେବାକୁ ଯାଉଛି । ଏହା ଆପଣଙ୍କକାର୍ଯ୍ୟ ସମ୍ପର୍କିତ ହୋଇପାରେ।ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ।ଭ୍ରମଣ ସମୟରେ […]

Aajir rasifal

ମଇମାସ ୦୪ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ତୃତୀୟା,ସୁର୍ୟୋଦୟ-ପ୍ରାତଃଘ୦୫/୨୨/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୯/ ୧୬,ଯୋଗିନୀ ଅଗ୍ନିକୋଣେ,ମିଥୁନରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦ ୬/୫୬ଗତେ ଘ୦୮/୩୨ମଧ୍ୟେ, ବାରବେଳା-ଦିବା ଘ୦୩/୦୫ ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୫ମଧ୍ୟେ ଓ ଘ୧୦/୦୯ଗତେ ଘ୧୨/୩୩ମଧ୍ୟେ ଓ ରାତ୍ରି ଘ୦୬ /୫୭ ଗତେ ଘ୦୯/୨୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୨/୫୫ଗତେ ଘ୦୩/୦୪ମଧ୍ୟେ,ଅଦ୍ୟ ପୋଟଳଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ଶୁଭଫଳଦାୟୀ ଅଟେ।ଶାରୀରିକ,ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ,ଉତ୍ସାହିତ ରହିବେ।ନୂଆକାର୍ଯ୍ୟର ଶୁଭାରମ୍ଭ କରିବାପାଇଁ ସମୟ ଅନୁକୂଳଅଟେ।ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ।ଧାର୍ମିକ କାର୍ଯ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ। ବୃଷ […]

ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା

ଭୁବନେଶ୍ୱର,୩।୫(ଏସଏସନିଉଜ)କେନ୍ଦୁଝରରେ ଭଉଣୀକଙ୍କାଳ ଧରି ଭାଇ ବ୍ୟାଙ୍କକୁ ଆଣିବା ଘଟଣାର ଅନ୍ୟଏକ ମୋଡ ଦେଖାଦେଇଛି।ଭଉଣୀପାଇଁ ଶୁଦ୍ଧି ହେବାକୁଥିବା ଜିତୁଙ୍କକାର୍ଯ୍ୟ ହୋଇପାରିନି।ଛେଳିକୁକୁଡ଼ା ଯୋଗାଡ଼ କରିପାରିଲେନି ବୋଲି ଶୁଦ୍ଧିକାର୍ଯ୍ୟ ସ୍ଥଗିତ ହୋଇଛି।ଜିତୁ କଙ୍କାଳ ବୋହିଥିଲେ ବୋଲି ଜାତିଧରିଲେ ସମ୍ପ୍ରଦାୟଭାଇ।ମଶାଣିରୁ ଶବଖୋଳି କଙ୍କାଳ ବୋହିଥିଲେ ବୋଲି ଜାତିଧରିଲେ।ଶୁଦ୍ଧିପରେ ଜାତିସମାଜ ସହ ମିଶିଥାନ୍ତେ ଜିତୁମୁଣ୍ଡା।ବୁଧବାର ଜାତି ସମାଜର ନିଷ୍ପତ୍ତିକ୍ରମେ ଶୁଦ୍ଧିପରେ ନିଜଜାତିରେ ମିଶିବେ ବୋଲି ଜଣାପଡିଛି।

ଆଜିର ରାଶିଫଳ

ମଇମାସ ୦୩ତାରିଖ ୨୦୨୬ମସିହା(ରବିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ଦ୍ୱିତୀୟା ରାତ୍ରି ଘ୦୩/୧୦ଗତେ ତୃତୀୟା,ନକ୍ଷତ୍ର-ବିଶାଖା ଦିବା ଘ୦୭/୫୧ଗତେ ଅନୁରାଧା,ସୁର୍ୟୋଦୟ-ପ୍ରାତଃଘ୦୫/୨୨/୪୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୫୪,ଯୋଗିନୀ ଉତ୍ତରେ ରାତ୍ରି ଘ୦୩/୧୦ଗତେ ଅଗ୍ନିକୋଣେ,ମେଷରାଶିର ଘାତବାର,ଦ୍ୱିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ତ୍ରିପାଦ ଦିବାଘ୦୭/୫୦, ଦ୍ଵିପ।ଦ ଓ ରାତ୍ରି ଘ୦୩/୧୦ ଗତେ ଏକ ପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୦୪ଗତେ ଘ୦୧/୧୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୦୯ ଗତେ ଘ୦୯/୨୨ ମଧ୍ୟେ ଓ ରାତ୍ରି ଘ୦୭/୪୪ଗତେ ଘ୦୮/୨୦ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୦୮ମଧ୍ୟେ ଓ ରାତ୍ରି ଘ୦୬/୫୫ଗତେ ଘ୦୭/୪୩ ମଧ୍ୟେ,ଅଦ୍ୟ ବୋଇତୀକଖାରୁ ରାତ୍ରି ଘ୦୩/୨୦ଗତେ […]

ଆଜିର ରାଶିଫଳ

ମଇମାସ ୦୨ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ, ତିଥି-ପ୍ରତିପଦ ରାତ୍ରି ଘ୧୨/୪୯ଗତେ ଦ୍ୱିତୀୟା,ନକ୍ଷତ୍ର-ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୩/୨୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୨୪,ଯୋଗିନୀ ପୂର୍ବେ ରାତ୍ରିଘ୧୨/୪୮ଗତେଉତ୍ତରେ,ବୃଷ,ସିଂହ ଓ କନ୍ୟାରାଶିରଘାତବାର,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ୱିପ।ଦ ଓ ରାତ୍ରି ଘ୧୨/୪୯ଗତେ ତ୍ରିପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୮ମଧ୍ୟେ ଓ ଦିବା ଘ୦୪/୩୪ଗତେ ଘ୦୬/୧୦ ମଧ୍ୟେ,ବାରବେଳା-ଦିବା ଘ୦୧/୨୪ ଗତେ ଘ୦୨/୫୭ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୨୩ଗତେ ଘ୧୨/୩୫ମଧ୍ୟେ ଓ ରାତ୍ରି ଘ୦୮/୩୪ ଗତେ ଘ୧୧/୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ପାଣିକଖାରୁ ରାତ୍ରି ଘ୧୨/୪୮ଗତେ ବୋଇତୀକଖାରୁ ଭକ୍ଷଣନିଷେଧ। ମେଷ:-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ ଉନ୍ନତିକରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ।ଅଟକିରହିଥିବା କାମ […]

ଆଜିର ରାଶିଫଳ

ମଇମାସ୦୧ତାରିଖ ୨୦୨୬ମସିହା(ଶୁକ୍ରବାର)ଶ୍ରମିକଦିବସ,ବୁଦ୍ଧଜୟନ୍ତୀ, ଚନ୍ଦନପୂର୍ଣ୍ଣିମା,ତିଥି-ପୂର୍ଣ୍ଣିମା ରାତ୍ରିଘ୧୦/୪୪ଗତେ ପ୍ରତିପଦ,ନକ୍ଷତ୍ର-ସ୍ୱାତୀ ରାତ୍ରି ଘ୦୫/୦୬ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୫୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୮/୦୪,ଯୋଗିନୀ ବାୟବ୍ୟେ ରାତ୍ରିଘ୧୦/୪୩ ଗତେ ପୂର୍ବେ,ବିଛା,ଧନୁ ଓ ମୀନରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୮/୩୧ଗତେ ଘ୧୧/୪୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୦ମଧ୍ୟେ ଓ ଘ୦୭/୪୬ଗତେ ଘ୦୮/୩୦ମଧ୍ୟେ ଓ ଘ୧୨/୪୫ଗତେ ଘ୦୨/୧୪ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ରାତ୍ରି ଘ୧୦/୫୫ଗତେ ଘ୧୧/୪୮ମଧ୍ୟେ,ଅଦ୍ୟ ଆମିଷ ରାତ୍ରି ଘ୧୦/୪୨ଗତେ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ:-ବାଣିଜ୍ୟ,ବ୍ୟବସାୟରେ ଆୟ ମଧ୍ୟମହେବ।କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂରହେବ।ଅଟକି ରହିଥିବାକାମ ସମ୍ପୂର୍ଣ୍ଣ […]

ଆଜିର ରାଶିଫଳ

ଏପ୍ରିଲମାସ ୩୦ତାରିଖ ୨୦୨୬ମସିହା(ଗୁରୁବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ ରାତ୍ରିଘ୦୮/୫୯ଗତେ ପୂର୍ଣ୍ଣିମା,ନକ୍ଷତ୍ର-ଚିତ୍ରା ରାତ୍ରି ଘ୦୨/୪୩ଗତେ ସ୍ୱାତୀ,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୨୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୭/୪୪, ଯୋଗିନୀ ପଶ୍ଚିମେ ରାତ୍ରି ଘ୦୮/୫୯ଗତେ ବାୟବ୍ୟେ,ବୃଷରାଶିର ଘାତଚନ୍ଦ୍ର, ତୁଳା ଓ କୁମ୍ଭରାଶିରଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା-ଦିବା ଘ୦୨/୫୮ଗତେ ଘ୦୬/୦୭ମଧ୍ୟେ,ବିଶୁଦ୍ଧ ଅମୃତବେଳା- ରାତ୍ରି ଘ୦୧/୨୦ଗତେ ଘ୦୩/୪୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/୦୦ମଧ୍ୟେ ଓ ଘ୧୦/୧୦ଗତେ ଘ୧୨/୩୩ମଧ୍ୟେ,ଅଦ୍ୟ ବିରି ରାତ୍ରି ଘ୦୮/୫୯ଗତେ ଆମିଷଭକ୍ଷଣ ନିଷେଧ। ମେଷ :-ଆଜି ଆପଣଙ୍କର ଆକସ୍ମିକ ଧନଲାଭ ଯୋଗ ରହିଛି। ସାହାଯ୍ୟର ହାତ ବଢାଇବାପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା […]

ଆଜିର ରାଶିଫଳ

ଏପ୍ରିଲମାସ ୨୯ତାରିଖ ୨୦୨୬ମସିହା(ବୁଧବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ତ୍ରୟୋଦଶୀରାତ୍ରି ଘ୦୭/୨୯ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର-ହସ୍ତା ରାତ୍ରି ଘ୧୨/୩୩ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃଘ୦୫/୨୪/୫୪,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/ ୦୭/୧୪,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୨୯ଗତେ ପଶ୍ଚିମେ,ବୃଷରାଶିର ଘ।ତଚନ୍ଦ୍ର,କର୍କଟରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୮/୩୫ଗତେ ଘ୧୦/୧୦ ମଧ୍ୟେ,ବାରବେଳା- ଦିବା ଘ୧୧/୪୩ ଗତେ ଘ୦୧/୧୭ମଧ୍ୟେ, ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୦୧ ମଧ୍ୟେ ଓ ରାତ୍ରି ଘ୦୬/୫୫ଗତେ ଘ୦୯/୧୬ମଧ୍ୟେ ଓ ଘ୦୨/୦୦ଗତେ ଘ୦୪/୫୮ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।-ଦିବା ଘ୦୩/୪୮ଗତେ ଘ୦୫/ ୨୫ମଧ୍ୟେ ଓ ରାତ୍ରି ଘ୦୯/୧୮ଗତେ ଘ୧୦/୫୫ମଧ୍ୟେ,ଅଦ୍ୟ ବାଇଗଣ ରାତ୍ରି ଘ୦୭/୨୯ଗତେ ବିରିଭକ୍ଷଣ ନିଷେଧ। ମେଷ […]

ରାଜଧାନୀ ଉପକଣ୍ଠରେ ବିଧାୟକ ,ସାଂସଦଙ୍କ ଦ୍ଵାରା ଅଖିମୁଠୀ ଅନୁକୂଳ

ଭୁବନେଶ୍ୱର,୨୯।୪(ଏସଏସନିଉଜ)ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ମାନେ କ୍ଷେତରେ ପୂଜାର୍ଚନା କରି ଅଖି ମୁଠି ଅନୁକୂଳ କରିଥାନ୍ତି। ଏହାସହ ଆଜିର ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥକାଠ ମଧ୍ୟ ଅନୁକୂଳ ହୋଇଥାଏ। ଏହି ପବିତ୍ର ଦିନରେ ଭୁବନେଶ୍ୱର ଉତ୍ତର ବିଜୁ ଜନତା ଦଳ ପକ୍ଷରୁ କଲ୍ୟାଣପୁର ସୋମନାଥମଠ ଠାରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ। ପ୍ରଥମେ ମା […]

ସରିଲା ଶ୍ରୀଶ୍ରୀ ନିଳକଣ୍ଠ ମହାଦେବଙ୍କ ନିର୍ବନ୍ଧ

ଚନ୍ଦ୍ରଶେଖରପୁର,୨୦।୪(ଏସଏସନିଉ ଜ)ଆସନ୍ତା ଜୁନ ୧୮ରେ ଶିବ ବିବାହ ଉସବ ହେବାକୁ ଯାଉଛି। ଏଥିପାଇ ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଉପକଣ୍ଠ ନୀଳକଣ୍ଠ ମନ୍ଦିର।ପଟିଆ ଗଡର ଅନ୍ୟତମ ଅଧିଷ୍ଠିତ ଠାକୁର ଶ୍ରୀଶ୍ରୀ ନିଳକଣ୍ଠ ମହାଦେବଙ୍କ ବିବାହ ପାଇ କମିଟିର କର୍ମକର୍ତ୍ତାମାନେ ଏବେଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ କରିବା ଆରମ୍ଭ କଲେଣି।ସୋମବାର ଅଖୀତୃତୀୟା ଅବସରରେ ବିବାହ ଉସବା ପାଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି।ପାରମ୍ପରିକ ରୀତିନୀତି ଅନୁଯାୟୀ ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ କମିଟିର କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ପୂଜକମାନେ […]