ଆଜିର ରାଶିଫଳ
୨୦-୪-୨୦୨୬(ସୋମବାର)ଅଦ୍ଯ ମେଷ ଦି୭ନ,ବୈଶାଖ ଶୁକ୍ଳ ତୃତୀୟା ଦ୫।୭ ଦିଘ୭।୩୨,କ୍ଷୟତିଥି ଚତୁର୍ଥୀ ଦ୫୨।୧୫ ରାଘ୪।୨୫,ରୋହିଣୀ ଦ୫୩।୩୦ ରାଘ ୨।୫୩,ବୃଷ ଚନ୍ଦ୍ରଦ୬୦ଣ୍ଡ।,ଯୋଗିନୀ ଅଗ୍ନିକୋଣେ ।ଦିବା ଘ୭।୩୨ ଗତେ ନୈଋତେ,ରାତ୍ରି ଘ୪।୨୫ ଗତେ ଦକ୍ଷିଣେ ଯାତ୍ରାଦି ଶୁଭକର୍ମ ନାସ୍ତି । ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି,ବିଛାରାଶିର ଘାତଚନ୍ଦ୍ର । ମିଥୁନରାଶିର ଘାତବାର,ରାତ୍ରି ଘ୨।୫୩ ଗତେ ଆର୍ଦ୍ରା ପୁନର୍ବସୁ ଅଶ୍ଲେଷା ପୂର୍ବାଫାଃ ହସ୍ତା ସ୍ୱାତୀ ବିଶାଖା ଜ୍ୟେଷ୍ଠା ପୂର୍ବଷାଢ଼ା ଶ୍ରବଣା ଶତଭିଷା ପୂର୍ବଭାଦ୍ର ରେବତୀ ଦ୍ଵିଜା ରୋହିଣୀ ଏନକ୍ଷତ୍ରମାନଙ୍କର […]