ଆଜିର ଅନୁଚିନ୍ତା
ଆଜିର ନୀତିବାଣୀ ➡️”ସାପ କେବଳ ଥରେ ଦଂଶନ କରିଥାଏ ଯେତେବେଳେ ସେ ସୁଯୋଗ ପାଇଯାଏ । ଦୁଷ୍ଟ ବ୍ୟକ୍ତି ସର୍ବଦା ଦଂଶନ କରି ଚାଲିଥାଏ । ଯିଏ ଖରାପ ଲୋକ, ଖରାପ ପରିବେଶରେ ବଢିଥାଏ ସେ କେବଳ ଅନ୍ୟର ଖରାପହିଁ କରିଥାଏ । ସାପଠାରୁ ଦୁଷ୍ଟ ପ୍ରକୃତିର ଲୋକ ଅଧିକ ବିପଦଜନକ !! ➡️”ସୀତା ହରଣ ପଛରେ ତାଙ୍କର ସୌନ୍ଦର୍ଯ୍ୟ, ରାବଣର ଅଭିମାନ, ଗର୍ବ, ସୁପର୍ଣ୍ଣଖାର ଜିଦ୍ ହିଁ ଦାୟୀ ଅଟେ !! ➡️”ସୂର୍ଯ୍ୟ କିରଣରେ ଦୀପ […]