Browsing category

ମନୋରଞ୍ଜନ

ହିରୋଙ୍କ ପାଇ ଉତ୍ସବର ମାହୋଲ

୧–ଚୀନକୁ ବଡ଼ ସନ୍ଦେଶ ଦେଲା ଭାରତ । ଲଦାଖ ସୀମାରେ ସେନାର ଶକ୍ତି ପ୍ରଦର୍ଶନ, ବାୟୁସେନା ଓ ସ୍ଥଳସେନାର ମିଳିତ ଯୁଦ୍ଧାଭ୍ୟାସରେ ସାମିଲ ହେଲା ଆପାଚେ ହେଲିକପ୍ଟର ସହ ଭୀଷ୍ମ ଟ୍ୟାଙ୍କ । ୨-କ୍ୟାବିନେଟ ବୈଠକରେ ନିଷ୍ପତ୍ତି: ୮୯ ଗୋଟି ‘ବହୁମୂଖୀ ଇନଡୋର ଷ୍ଟାଡିୟମ’ ପାଇଁ ୬୯୩.୩୫ କୋଟି ମଞ୍ଜୁରୀ . ୩-ମୋଟ ୧୬ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ। ଅପର ଇନ୍ଦ୍ରାବତୀ ଡାହାଣ କେନାଲ ୪୮କିମି ପର୍ଯ୍ୟନ୍ତ କଂକ୍ରିଟ ହେବ। ୪–ସମ୍ବଲପୁର ଆଇଆଇଏମକୁ ଆଉ ୧୮ ଏକର […]

ଆଜିର ଅନୁଚିନ୍ତା

➡️”ଯଦି ଆପଣ ଜୀବନକୁ ବୁଝିବା ପାଇଁ ଚାହୁଁଛନ୍ତି ତେବେ ନିଜକୁ ସର୍ବଦା ଗୋଟିଏ ଶିଷ୍ୟ ସ୍ଥାନରେ ରଖନ୍ତୁ , ଧୀରେ ଧୀରେ ସବୁକିଛି ବୁଝିପାରିବେ !! ➡️”ସମ୍ପୂର୍ଣ୍ଣ ଜୀବନକାଳ ମଧ୍ୟରେ କେହି ବି ସବୁଦିନ ଶତୃ ବା ମିତ୍ର ହୋଇ ରହିନଥାନ୍ତି . ଆଜି ଯିଏ ଭଲ ଆସନ୍ତାକାଲି ଖରାପ , ତା’ପରଦିନ ପୁଣି ଭଲ . ସେଥିପାଇଁ ଆମେ ଯଦି ସେସବୁକୁ ଧ୍ୟାନ ନ ଦେଇ ନିଜ ହିସାବରେ ରହିବା ତାହେଲେ ଜୀବନର ପଥ ସୁଗମ […]

ଆଜିର ଅନୁଚିନ୍ତା

ନିଜ ଜୀବନକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଅନୁଚିତ…. କାହିଁକିନା ….ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ବି କୌଣସି ତୁଳନା ନାହିଁ, କିନ୍ତୁ ଯେତେବେଳେ ସେମାନଙ୍କର ସମୟ ଆସିଥାଏ ସେତେବେଳେ ସେମାନେ ଉଜ୍ଜଳ ହୋଇଥାନ୍ତି…. !!ଏ ସଂସାରରେ ଯେଉଁ ବ୍ୟକ୍ତି ଜୀବନରେ ସଦାସର୍ବଦା ନିଜକୁ ପରଖି ନିଜ ଭୁଲକୁ ସୁଧାରି ଥାଏ ସେହି ବ୍ୟକ୍ତି ଜୀବନର ମାର୍ଗରେ ସଦା ସଫଳ ଓ ସମ୍ନାନ ପ୍ରାପ୍ତି କରିଥାଏ। ପରନ୍ତୁ ଯେଉଁ ବ୍ୟକ୍ତି ସଦା ଅନ୍ୟର ଦୋଷ ଓ ଅବଗୁଣ […]

ସୁନାପୁଅକୁ ମିଳିଲା ଅଫର୍

୧. ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର । ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର । ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ । ୨. ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର । ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ ୩. ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ […]

ଆଜିର ଅନୁଚିନ୍ତା

🦋ଯେତେ ଦୁଃଖ କଷ୍ଟ ଆସୁ କିଛି ଚିନ୍ତା ନାହିଁ ବାସ୍ ମୁଣ୍ଡ ଉପରେ…ବାପା ମା’ଙ୍କର ହାତ ଥିବା ଦରକାର। 🦋ଜୀବନର ମନ୍ତ୍ର :-ଜୀବନ ଯେତେ କଠିନ ହେବ, ଆପଣ ସେତେ ମଜବୁତ ହେବେ। ଆପଣ ଯେତେ ମଜବୁତ ହେବେ, ଜୀବନ ସେତିକି ସହଜ ହେବ। 🦋ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି, ଯେଉଁ ମାନେ ପ୍ରତି ମୁହୁର୍ତ୍ତରେ ହେଉଥିବା ଭୁଲ୍ କୁ ସୁଧାରିବାକୁ ଚେଷ୍ଟା କରନ୍ତି । 🦋ଜୀବନର ୩ଟି ମନ୍ତ୍ର :- ୧. ଖୁସିରେ […]

କଠୋର ହେଲା ବିସିସିଆଇ

➡️୧-ଶ୍ରୀଜଗନ୍ନାଥ ମନ୍ଦିରକୁ ଦିଆଯାଉ ବିଶ୍ବ ଐତିହ୍ୟ ମାନ୍ୟତା । ୟୁନେସ୍କୋକୁ ଦେଇଥିବା ଚିଠିରେ ଅନୁରୋଧ କଲେ ପୁରୀ ବିକାଶ ପରିଷଦ। ➡️୨-ଅଗଷ୍ଟ ୧୪ ତାରିଖରୁ ୧୬ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ➡️୩-ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ମାସ ୧୨ରୁ ଆରମ୍ଭ ହେବ ଖାତା […]

ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର

➡️୧-ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର । ସରକାରଙ୍କ ଦ୍ୱାରା ଜାରି କୋଭିଡ୍‌ ନିର୍ଦେଶାବଳୀ କଡାକଡି ପାଳନ ପୂର୍ବକ ସକାଳ ୬ଟା ଠାରୁ ରାତି ୮ଟା ପର୍ୟ୍ୟନ୍ତ ମନ୍ଦିର ଖୋଲା ରହିବ। ➡️୨-ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ଦୁଗ୍ଧ ଚାଷୀଙ୍କୁ ମିଳିଲା । ଏକ ଲକ୍ଷ ଦୁଗ୍‌ଧ ଚାଷୀ ପାଇଲେ ୬୦୦୦ ଟଙ୍କା । ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ➡️୩-ରାଜ୍ୟରେ ଆସନ୍ତା ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ, ସକାଳ […]

ଆଜିର ଅନୁଚିନ୍ତା

➡️”ଟିକିଏ ଥଣ୍ଡା ମୁଣ୍ଡରେ ଭାବି ଦେଖନ୍ତୁ ଏତେ ରାଗ , ରୁଷା , ଅଭିମାନ , ଇର୍ଷା କ’ଣ ପାଇଁ , ଥରେ ନିଶ୍ବାସ ବନ୍ଦ ହୋଇଗଲେ ସବୁ ଶେଷ ହୋଇଯିବ !! ➡️”କିଛି ଲୋକ ଅନ୍ୟକୁ ବିପଦରେ ପକାଇ ତାହାର ସରଳତାର ସୁଯୋଗ ନେଇ ନିନ୍ଦିତ କରି ଖୁସି ହୋଇଥାନ୍ତି .ସେମାନେ ଜାଣି ନଥାନ୍ତି ଯେ ସେ ଖୁସି ଅଳ୍ପଦିନର କାହିଁକିନା ସୃଷ୍ଟିର ନିୟମ ଅଛି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ଦିନେ ନିଜକୁ […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା 🦚”ସବୁବେଳେ ଦୁଇ ପ୍ରକାର ଲୋକଙ୍କ ଠାରୁ ଦୂରେଇ ରୁହ । Busy ଏବଂ Ego, Busy ଲୋକ ନିଜ ଇଚ୍ଛାରେ କଥା ହେବେ ଏବଂ Ego ଲୋକମାନେ ନିଜ ସ୍ୱାର୍ଥ ପାଇଁ କଥା ହେବେ ! 🦚”ଅନ୍ୟର ଦୋଷ ଧରିବା ଆଗରୁ ନିଜର ଦୋଷକୁ ଦେଖନ୍ତୁ । ମନେ ରଖନ୍ତୁ ଗୋଟିଏ ଆଙ୍ଗୁଳି ଅନ୍ୟକୁ ଦେଖାଇଲେ Bus ଚାରୋଟି ଆଙ୍ଗୁଳି ନିଜ ଆଡକୁ ରହେ ! 🦚”ସମ୍ପର୍କ ଆରମ୍ଭ ହୁଏ ସ୍ନେହରୁ , ବଞ୍ଚି […]

ଫିଟୁଛି ଦୁର୍ନୀତିର ଗୁମର

୧-କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ୨-ଫିଟୁଛି ଚାକିରି ଦୁର୍ନୀତିର ଗୁମର । ଓଏସଏସସି ପିଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପରିକ୍ଷାର୍ଥୀ । କହିଲେ, ନିଯୁକ୍ତି ପାଇଁ ୧୦ ଲକ୍ଷ ମାଗିଥିଲେ ବିରଞ୍ଚି ସାହୁ ୩-ଉହାନ ଲ୍ୟାବରୁ ବାହାରିଛି ମାରାତ୍ମକ କରୋନା । ୟୁଏସ ରିପବ୍ଲିକାନର ରିପୋର୍ଟରେ ବାହାରିଲା ଚୀନ୍ ଲ୍ୟାବର ସତ, ପ୍ରମାଣ ନଷ୍ଟ କରିଥିବା ନେଇ ଆମେରିକା କଲା ଦାବି […]