Browsing category

ମନୋରଞ୍ଜନ

ବଡ଼ଦାଣ୍ଡ ଲୋକଙ୍କୁ କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା

୧. ବଡ଼ଦାଣ୍ଡ ଲୋକଙ୍କୁ ରଥଯାତ୍ରା କଟକଣା କୋହଳ, ଛାତ ଉପରୁ ଦେଖିପାରିବେ ରଥଯାତ୍ରା । ୨. ତୈଳଦର ବୃଦ୍ଧି ପ୍ରତିବାଦରେ ଥାଳି ଖଞ୍ଜଣି ବଜାଇ ପ୍ରତିବାଦ କରିବ ପ୍ରଦେଶ କଂଗ୍ରେସ । ୩. ଭାରତୀୟ ରେଳବାଇରେ ଫ୍ରେଟ୍ ଲୋଡିଂରେ ଶୀର୍ଷ ସ୍ଥାନ ହାସଲ କଲା ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ । ୪. ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ରାଜ୍ୟରେ ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । […]

ଅଜଣା ଗାଡି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଖୋର୍ଦ୍ଧା,୧/୭(ଏସଏସନିୟୁଜ) ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ର ଦଲପଲ୍ଲା ଠାରୁ ୧୩ କିମି ଦୂର ମାଳଭଙ୍ଗା ଜଙ୍ଗଲ ଠାରେ ଗତକାଲି ରାତିରେ ଅଜଣା ଗାଡି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ନୟାଗଡର ସାଳଭଙ୍ଗା ଜଙ୍ଗଲରେ ମୃତଦେହ ପଡିରହିଛି ।ଖବର ପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳ ବୁଲି ଦେଖିବାସହ ବାଘର ମୃତଦେହକୁ ଜବତ କରିଛି ।ବାଘ ଟି ରାସ୍ତା ପାର ହେଉଥିବାବେଳେ ଦୁର୍ଘଟଣା ଘଟିଥିବାର ଜଣାପଡିଛି।

ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା

୧. କୋଭାକ୍ସିନ୍‌ ଚୁକ୍ତି ବାତିଲ କଲା ବ୍ରାଜିଲ୍‌: ସ୍ପଷ୍ଟୀକରଣ ରଖିଲା ଭାରତ ବାୟୋଟେକ୍‌ କୌଣସି ଆଡଭାନ୍ସ ପେମେଣ୍ଟ୍‌ ହୋଇନି । ୨. ସରକାରଙ୍କ ସହ ଲଢ଼ିବେ ସୋସିଆଲ୍ ମିଡିଆ ସଂସ୍ଥା । ୩. ଲୋୟର ସୁକତେଲ ପ୍ରକଳ୍ପ: ଦ୍ୱିତୀୟ ଦିନ ସୁଦ୍ଧା ୧୫୦ ପରିବାର ସ୍ଥାନାନ୍ତର । ୪. କୋଭିଡ ଆଇନ ଉଲ୍ଲଘଂନ ମାମଲାରେ ରାଜଧାନୀର ଚାରୋଟି ମଦ ଦୋକାନକୁ ସିଲ କଲା ବିଏମସି । ୫. ରାଉରକେଲାରେ ଭୂତଳ ଜଳସ୍ତର ବୃଦ୍ଧି ଲାଗି ‘ବର୍ଷା ଜଳ […]

ଆଜିର ଅନୁଚିନ୍ତା

?କାହା ମୁହଁରେ ଉଚିତ୍ କଥା କହିଲେ ଆପଣ ଖରାପ କାରଣ ପ୍ରତିବାଦୀମାନେ ସବୁବେଳେ ଅପରାଧୀ ସେ ଘରେ ହେଉ କି ବାହାରେ ?ଝିଅ ମାନଙ୍କର ରୂପ ଆଉ ପୁଅ ମାନଙ୍କର ପକେଟ୍ ଭର୍ତ୍ତି ଟଙ୍କା ନ ଥିଲେ ସମାଜ ତାଙ୍କୁ ଭଲ ନଜରରେ ଦେଖେ ନାହିଁ । ?ଅଲଗା ହେବା ପାଇଁ ତ ବାହାନା ଦରକାର । ସମ୍ପର୍କ ନିଭେଇ ପାରିଲେ ମୃତ୍ୟୁ ବି ଅଲଗା କରି ପାରେନାହିଁ । ?”ପ୍ରେମ” ଆଉ “ବନ୍ଧୁତା” ଏହି ଦୁଇଟି […]

କରୋନା ରୋଗୀଙ୍କ ନୂଆ ଲକ୍ଷଣ

➡️୧-ଜୁଲାଇ ୩୧ ଯାଏଁ କୋଭିଡ୍ ନିୟମ ପାଳନ କରିବାକୁ ସବୁ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ । ➡️୨-ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ ଗାଇଡଲାଇନ୍ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ । ଟୀକାକରଣ ଓ ଘରକୁ ଘର ସର୍ଭେକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଲେ ନବୀନ । ➡️୩-ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ମାଟ୍ରିକ ଛାତ୍ରଛାତ୍ରୀ ଅଫଲାଇନରେ ଦେବେ ପରୀକ୍ଷା । ଜୁଲାଇ ୫ରୁ ଅଫଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରାଯିବ। […]

ଆଜିର ଅନୁଚିନ୍ତା

?ସ୍ମୃତି ନେଇ ବଞ୍ଚି ରହିବାଠୁ ସ୍ବପ୍ନ ନେଇ ବଞ୍ଚି ରହିବା ଅନେକ ଭଲ କାରଣ ସ୍ମୃତି ମଣିଷକୁ କଷ୍ଟ ଦିଏ ଆଉ କନ୍ଦାଏ କିନ୍ତୁ ସ୍ବପ୍ନ ମଣିଷକୁ ନୂଆ କିଛି ଆଶା ଦେଖାଏ । ?କଷ୍ଟ ଏମିତି ଗୋଟିଏ ଜିନିଷ ଯାହା କେବଳ ନିଜକୁ ବହନ କରିବାକୁ ପଡିଥାଏ କେହି ଏହାର ଭାଗ ନେବାକୁ ଚାହାଁନ୍ତି ନାହିଁ । ?ମଣିଷ ନିଜେ ଭୁଲ୍ କରିଥାଏ ଆଉ ସେ ଭୁଲ୍ କୁ ସହଜରେ ଭୁଲି ଯାଏ କିନ୍ତୁ ଅନ୍ୟର […]

ଆମେରିକାକୁ ଟପିଲା ଭାରତ

୧. ରଥ ଯାତ୍ରା ସମୟରେ ପୁରୀକୁ ବାହାର ଲୋକଙ୍କ ପ୍ରବେଶ ମନା, ବନ୍ଦ ରହିବ ବସ ଓ ଟ୍ରେନ ଚଳାଚଳ, ସିଲ୍ ହେବ ଜାତୀୟ ରାଜପଥ ୨. ସୁପ୍ରିମକୋର୍ଟକୁ ଗଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ, ରଥଯାତ୍ରା ଲାଗି ଅନୁମତି ଅନୁରୋଧ କରି ମଦନ ପତ୍ରି ନାମକ ଜଣେ ବ୍ୟକ୍ତିଙ୍କ ସୁପ୍ରିମକୋର୍ଟରେ ଦାଖଲ କଲେ ସ୍ପେଶାଲ ଲିଭ ପିଟିସନ । ୩. ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ, ସାଢ଼େ ୪ କୋଟି ଓଡ଼ିଆଙ୍କ ଜୀବନରେ […]

ଆଜିର ଅନୁଚିନ୍ତା

?ନିଜ ଜୀବନର ସଂଘର୍ଷ ନିଜେ ହିଁ ଲଢିବେ, ଜ୍ଞାନ ଅନେକ ଦେବେ କିନ୍ତୁ ସଙ୍ଗ କେହି ଦେବେ ନାହିଁ । ?ଜୀବନର ଅର୍ଥ କେବଳ ଖୁସିରେ ରହିବା ନୁହେଁ, ନିଜ ଅନୁଭବ ଜରିଆରେ କିଛି ଶିଖିବା । ?ଜୀବନ ହେଉ ବା ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି ସମୟ ସ୍ରୋତରେ ସମସ୍ତେ ଦିନେ ହଜିଯାଆନ୍ତି । ?ଅନ୍ୟର ଭୁଲ୍ ଠିକ୍ ର ହିସାବ ରଖିବା ଅପେକ୍ଷା ପ୍ରଥମେ ନିଜ ଭୁଲ୍ ଠିକ୍ ର ହିସାବ ରଖିବା […]

ଭକ୍ତମାନଙ୍କ ପାଇଁ ଖୋଲିବ ମହାକାଳେଶ୍ୱର ମନ୍ଦିର

➡️୧-ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ କହିଲେ ଗୁଜବରେ ବିଶ୍ୱାସ କରନ୍ତୁନି, ଟିକା ନିଅନ୍ତୁ । ➡️୨-ଜୁଲାଇ ୩୧ ସୁଦ୍ଧା ଯୁକ୍ତ୨ ରେଜଲ୍ଟ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ପରେ ବଦଳିଲା ନିଷ୍ପତ୍ତି । ➡️୩-ସ୍ୱଚ୍ଛତା ଲାଗି ଜମିଜମା କାଗଜପତ୍ର ସହ ସଂଯୁକ୍ତ ହେବ ‘ଆଧାର’ ,୨୦୨୩-୨୪ ସୁଦ୍ଧା ସରିବ କାର୍ଯ୍ୟ । ➡️୪-ଜୁଲାଇ ମାସରେ ରାଜ୍ୟକୁ ମିଳିବ ୪୦ ଲକ୍ଷ ଡୋଜ୍ ଟିକା । ➡️୫-କାର୍‌ର ଆଗ ଦୁଇଟି ସିଟ୍‌ରେ ଡୁଆଲ୍‌ ଏୟାରବ୍ୟାଗ୍‌ ସମୟ ସୀମା ବଢ଼ିଲା, ମିଳିଲା […]

ଯେତିକି ପାସ୍‌ , ସେତିକି ନାହିଁ ସିଟ୍‌

୧-ରାଜ୍ୟ ପୋଲିସରେ ୩୯ କ୍ରୀଡ଼ାବିତଙ୍କୁ ମିଳିଲା ଚାକିରି, E-FIR ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୨-ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ଅନୁଷ୍ଠିତ । ଟୀକାକରଣ ମାତ୍ରାକୁ ଜାରି ରଖିବା ଗୁରୁତ୍ୱପୂର୍ଣ୍ଣ ବୋଲି ଗୁରୁତ୍ୱ ଆରୋପ କଲେ ଶ୍ରୀ ମୋଦୀ । ୩-ଏଣିକି ଯେଉଁ ଛାତ୍ର-ଛାତ୍ରୀ ରେଜଲ୍ଟକୁ ଚ୍ୟାଲେଞ୍ଜ୍ କରିବେ, ସବୁ ବିଷୟରେ ଦେବାକୁ ପଡିବ ପରୀକ୍ଷା, ସର୍ତ୍ତାବଳୀ ଲାଗୁ କଲେ ବୋର୍ଡ । ସେପଟେ ଚିନ୍ତାରେ ମାଟ୍ରିକ୍‌ ଛାତ୍ରଛାତ୍ରୀ ! ଯେତିକି […]