Browsing category

ମନୋରଞ୍ଜନ

ପୁଣି ବିବାଦରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ

➡️୧-ଏଥର ମଧ୍ୟ ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁଲାଇ ୨୫ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ। ରଥଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଦେଇ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି । ➡️୨-ଆଜିଠାରୁ ଜୁଲାଇ ୧ ସକାଳ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍‌ ଲାଗୁ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ‘ଏ’ କାଟାଗୋରୀ ଏବଂ ଅନ୍ୟ ୧୩ଟି ଜିଲ୍ଲାକୁ ‘ବି’ କାଟାଗୋରୀରେ ବିଭକ୍ତ କରାଗଲା । ➡️୩-ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ […]

ଆଜିର ଅନୁଚିନ୍ତା

➡️ଯେଉଁଲୋକ କଷ୍ଟ ବୁଝିପାରନ୍ତି ସେମାନେ କେବେବି କଷ୍ଟର କାରଣ ହୁଅନ୍ତି ନାହିଁ। ➡️ପବନ ଯେତେ ପ୍ରଖର ହେଲେ ମଧ୍ୟ୍ ପାହାଡର କୌଣସି କ୍ଷତି କରିପାରେନା, ଠିକ୍ ସେହିପରି ନିନ୍ଦା ହେଉକି ପ୍ରଶଂସା ଜ୍ଞାନୀ ଗୁଣୀଙ୍କ ଉପରେ କୌଣସି ପ୍ରଭାବ ପକାଇପାରେ ନାହିଁ । ➡️ନିଜେ ନିଜ ଉପରେ ବିଶ୍ୱାସ ରଖନ୍ତୁ, ଭଗବାନ ନିଶ୍ଚୟ ସହାୟ ହେବେ। ଲୋକେ ତ କିଛି ନା କିଛି କହିବେ, ତାଙ୍କର କାମ ହେଲା କହିବା। ➡️ତୁମକୁ ଏ ଦୁନିଆରେ ତୁମର ଭାଗ୍ୟ […]

ବିହାର ଅସ୍ତବ୍ୟସ୍ତ

➡️୧-ଏଣିକି ୧୮ ବର୍ଷରୁ ଅଧିକ ବ୍ୟକ୍ତି ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ନିଜ ନାଁ ପଞ୍ଜିକରଣ କରିପାରିବେ । କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ➡️୨-ଅନଲକ୍‍ ପ୍ରକ୍ରିୟା ନେଇ ନିଆଯିବ ଖୁବଶୀଘ୍ର ନିଷ୍ପତି । ଏନେଇ ସ୍ୱାସ୍ଥ୍ୟ ସେବା ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ➡️୩-ଆଜିଠାରୁ ପଞ୍ଜାବରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ । ସଂକ୍ରମଣ ହାର ୨%କୁ ଖସିବା ପରେ ପ୍ରସାସନର ନିଷ୍ପତ୍ତି । ➡️୪-ମୌସୁମୀ ପ୍ରଥମ ବର୍ଷାରେ ବିହାର ଅସ୍ତବ୍ୟସ୍ତ, ବିଭିନ୍ନ ସ୍ଥାନରେ […]

ଆଜିର ଅନୁଚିନ୍ତା

➡️ଆଘାତ କେବଳ କଷ୍ଟ ଦିଏ ନାହିଁ ଜଣକୁ ବି ବଦଳେଇ ଦିଏ,,,,,,। ➡️ଆନ୍ତରିକତାରେ ଟିକିଏ ପ୍ରଶଂସା ବାଣ୍ଟୁଥିବା ଓ ସ୍ୱଇଚ୍ଛାରେ ଟିକିଏ ଉତ୍ସାହ ଅପରକୁ ଦେଉଥିବା ବ୍ୟକ୍ତି ବାସ୍ତବରେ ବଡ଼ ବଦାନ୍ୟ,ଏସବୁ ଦେଇ ବି ସେ ଅହିଂସା ଓ ଉଦାରତାରେ କୁବେର ହୋଇଯାଏ ମାତ୍ର ହିଂସା ଓ ଇର୍ଷାରେ ଦରିଦ୍ର ଆଉ ଶ୍ରେଷ୍ଠ କୃପଣ ହୋଇଯାଏ। ➡️ ପୃଥିବୀ ପୃଷ୍ଠରେ ପ୍ରଥମ ଆଲୋକ ଯାହା ପାଇଁ ଆମେ ଦେଖୁଛୁ, ମନର ଆବେଗ ନ କହିବା ଆଗରୁ ମନ […]

ଆଜିର ଅନୁଚିନ୍ତା

➡️ଲୋକେ କୁହନ୍ତି କେହି ଜଣେ ଚାଲିଗଲେ ଜୀବନ ତା’ ପାଇଁ ଅଟକି ଯାଏନାହିଁ ।କିନ୍ତୁ ସମସ୍ତଙ୍କ ଜୀବନରେ ଏମିତି ଜଣେ ଥାଏ ଯାହାର ଜାଗା ଆଉ କେହି ନେଇ ପାରିବେ ନାହିଁ । ➡️ରାଶିଫଳ ଉପରେ ବିଶ୍ବାସ ନକରି ନିଜର କର୍ମଫଳ ଉପରେ ବିଶ୍ବାସ କରନ୍ତୁ , କାହିଁକିନା ରାଶି ତ ରାମ ଆଉ ରାବଣର ମଧ୍ୟ ଗୋଟିଏ ଥିଲା କିନ୍ତୁ ନିୟତି ସେମାନଙ୍କ କର୍ମ ଅନୁସାରେ ହିଁ ଫଳ ପ୍ରଦାନ କରିଥିଲା । ➡️ସ୍ବର୍ଗ ମର୍ତ୍ତ୍ୟ […]

ରଜ ଉପଲକ୍ଷେ ବିଶେଷ ଉପସ୍ଥାପନା

ବରଷକେ ଥରେ ଆସିଛି ରଜ-ଆଜି ସଜବାଜ   -’ବନସ୍ତେ ଡାକିଲା ଗଜ , ବରଷକେ ଥରେ ଆସିଛି ରଜ     ଆସିଛି ରଜ ଲୋ ଘେନି ନୂଆ ସଜବାଜ’ ଭାବର ଆଦାନ ପ୍ରଦାନର ପର୍ବ ରଜ। ମିଳନର ପର୍ବ ରଜ। ଓଡ଼ିଶାବାସୀଙ୍କ କୃଷିଭିତ୍ତିକ ପର୍ବ ରଜ। ଆଷାଢର ଆରମ୍ଭରେ ରଜ ଆସେ। ଏହାର ପୂର୍ବଦିନ ସଜବାଜ ଏବଂ ଶେଷଦିନ ବସୁମତି ସ୍ନାନକୁ ମିଶାଇ ଏହା ପାଞ୍ଚଦିନ ଧରି ପାଳନ କରାଯାଏ। ରଜର ମୁଖ୍ୟ ତିନିଦିନ ହେଲା :- ପହିଲି […]

ସାଧାରଣ ଜନତାଙ୍କୁ ଝଟକା

୧-ନକଲି ଔଷଧ ଜବତ ଘଟଣାରେ ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ନବୀନ ପଟ୍ଟନାୟକ । ୨-ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ୟ ଲୋକକଳା ଦିବସ ଭର୍ଚୁଆଲ୍ ମାଧ୍ୟମରେ ପାଳିତ। ବିଭିନ୍ନ ଜିଲ୍ଲାର ପ୍ରାୟ ୩୦୦ କଳାକାର ସାମିଲ ହେଲେ । ୩- କରୋନା ଯୋଗୁଁ ଅନାଥ ହୋଇଥିବା ଶିଶୁ ଗ୍ରୀନ ପ୍ୟାସେଜ ଯୋଜନାରେ ହେବେ ସାମିଲ । ପିଲାଙ୍କ ସମସ୍ତ ଶିକ୍ଷା ଖର୍ଚ୍ଚ ଅର୍ଥ […]

ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର,୧୪/୬(ଏସ ଏସ ନିୟୁଜ)ଆଇଆରସି ଭିଲେଜ ଅଞ୍ଚଳରୁ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର ହୋଇଛି।ଘରୋଇ କାମ ପାଇଁ ୧୨ ବର୍ଷର ନାବାଳିକାକୁ ବ୍ରହ୍ମପୁରରୁ ଅଣାଯାଇ କାମରେ ଲଗାଯାଇଥଲା । ଖବର ପାଇ ଚାଇଲ୍ଡ ଲାଇନ୍‌ ପୁଲିସ୍‌ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରିଛି।

ଉଗ୍ରତାରା ଶକ୍ତିପୀଠରେ ଲାଗିଲା ୧୪୪

୧-ରଜ ପର୍ବ ପାଇଁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ଓଟିଡିସି ଆରମ୍ଭ କଲା ‘ପିଠା ଅନ୍ ହ୍ୱିଲ୍‌’। ୨-ରେଳବାଇର ଆଉ ଏକ ସଫଳତା; ଯୋଗାଇ ଦେଲାଣି ୩୦ ହଜାର ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ। ୩-ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୪ ଘଣ୍ଟା ପାଇଁ ୨୧ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ। ୪-ଜୁନ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ମାଟ୍ରିକ ଫଳ, ୧୭ରୁ ଆରମ୍ଭ ହେବ ନବମ ଓ ଦଶମ ଶ୍ରେଣୀ ପାଠପଢା। ୫-ରାଜ୍ୟରେ ଲାଗାତାର ୨ୟ […]

ଆଜିର ଅନୁଚିନ୍ତା

➡️ଆଉ ମାଆଙ୍କ ଭଲପାଇବା ଭିତରେ ଫରକ କ’ଣ ଜାଣିଛ,,,, ମାଆଙ୍କ ଭଲ ପାଇବା ସବୁବେଳେ ଦେଖିହୁଏ କିନ୍ତୁ ବାପାଙ୍କ ଭଲପାଇବା ଦେଖିହୁଏନାହିଁ କେବଳ ଅନୁଭବ କରିହୁଏ,,,,। ➡️ଲାତ ମାରିବାର ଅଭ୍ୟାସ ତ ସନ୍ତାନ ମାନଙ୍କର ମାଆ ପେଟରୁ ହିଁ ଅଛି, ଫରକ ଖାଲି ଏତିକି… ପେଟରେ ଲାତ ଖାଇଲା ବେଳେ ବାପା ମାଆଙ୍କର ଖୁସିର ସୀମା ରୁହେନି ଆଉ ବାର୍ଦ୍ଧକ୍ୟ ଅବସ୍ଥାରେ ଲାତ ଖାଇଲେ ଆଖିରୁ ଲୁହ ଶୁଖେନି । ➡️ ଦୁଃଖ ସହିବା ବାଲା ଆଗକୁ […]