Browsing category

ଜଣା ଅଜଣା

ନିଆଳି ଓଲଟପୁର ରାସ୍ତା ଦୁଇ ଥକିଆ ହେବ

ଭୁବନେଶ୍ୱର,୧୬/୬(ଏସଏସନିଉଜ)ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ. ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି । ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନ ର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବୋ ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ପ୍ରଦୀପ ଜେନା 5T ସେକ୍ରେଟାରୀ ଭି କେ ପାଣ୍ଡିଆନ ଓଲଟପୁର […]

ଜୁଲାଇ ୪ରୁ୮ OJEE

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)OJEE-୨୦୨୨ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀଜୁଲାଇ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ।ପ୍ରତିଦିନସକାଳ ୯ଟାରୁ ଆରମ୍ଭ ହୋଇ ୩ଟି ସିଫ୍ଟରେ ପରୀକ୍ଷା ହେବ ।ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ।ଜୁଲାଇ ୫ର ୧ମ ଓ ୨ୟ ସିଫ୍ଟରେ MCA/M.Sc ପରୀକ୍ଷା ଓ ଜୁଲାଇ ୫ରେ ୩ୟ ସିଫ୍ଟରେ M.Tech, M.Arch, M.Pharm, B.CAT ପରୀକ୍ଷା ହେବ।୬ ତାରିଖରେ ପ୍ରଥମ ୨ଟି ସିଫ୍ଟରେ […]

ଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ପାଇଁ ପ୍ରସ୍ତୁତି

ବ୍ରହ୍ମଗିରି,୨୨/୫(ଏସଏସନିଉଜ) ଆଜି ପବିତ୍ର ଭଉଁରି ।ଆରମ୍ଭ ହୋଇଛି ଶ୍ରୀଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ । କର୍ପୁର, କେଶର, ଜାଇଫଳ, କୁଙ୍କୁମ, କସ୍ତୁରୀ ଆଦି ଦ୍ରବ୍ୟ ମିଶି ପ୍ରସ୍ତୁତ ଚନ୍ଦନ ଘୋରା ଆରମ୍ଭ କରିଛନ୍ତି ୧୧ ଜଣ ବିମାନବଡୁ ସେବାୟତ ଓ ଶ୍ରୀ ଜୀଉଙ୍କ ବେଶ ୫ଜଣ ସେବାୟତ କରୁଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ବେଶ ଶେଷ ହେବ ବୋଲି ଜଣାଯାଇଛି।  

ମାଙ୍କୁ ସମ୍ମାନ ଜଣାଇ ବାଲୁକା କଳା

ପୁରୀ ୮/୫(ଏସ ଏସ ନିଉଜ) ବିଶ୍ୱ ମାତୃ ଦିବସ ଉପଲକ୍ଷେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ସବୁ ମାଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସେ ମା ଏବଂ ସନ୍ତାନର ସୁନ୍ଦର ସମ୍ପର୍କକୁ ଚିତ୍ରଣ କରିବାର ବାର୍ତ୍ତା ଦେଇଛନ୍ତି ।

ମେ ମାସରେ ୧୩ଦିନ ବ୍ୟାଙ୍କ ବନ୍ଦ

ଭୁବନେଶ୍ୱର,୨୩/୪(ଏସ ଏସ ନିଉଜ) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି ।ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ । ମେ’ ମାସରେ ମୋଟ୍ ୩୧ ଦିନରୁ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ ।୧ ମେ’ ୨୦୧୧ – ଶ୍ରମ ଦିବସ, ଏହି ଦିନ ରବିବାର ପାଇଁ ମଧ୍ୟ ଛୁଟି ରହିବ ।୨ ମେ’ ୨୦୨୨ – ମହର୍ଷି ପର୍ଶୁରାମ ଜୟନ୍ତୀ । […]

ଆଜିର ଅନୁଚିନ୍ତା

‼️ସୁପ୍ରଭାତମ୍ ‼️ ୨୦୨୨ ମସିହା ଏପ୍ରିଲ ମାସ ୧୧ ତାରିଖ (ସୋମବାର) ସତର ପଥ ବହୁତ କଠିନ….ଧର୍ମକୁ ରକ୍ଷା କରୁଥିବା ମନୁଷ୍ୟ ବହୁତ ସମସ୍ୟାର ସମୁଖୀନ ହୁଏ….ତଥାପି ସେଇ ବ୍ୟକ୍ତି ଭଗବାନଙ୍କର ବହୁତ ପ୍ରିୟ ଏବଂ ଭଗବାନ ତାଙ୍କରି ହୃଦୟରେ ଥାନ୍ତି. 🪔 ଅତୀତ କୁ କେବେବି ଫେରେଇ ହୁଏ ନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏ ନାହିଁ ତଥାପି ଏ ମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୂର୍ତ୍ତରେ ଖୁସି ଚାହିଁଥାଏ,ବୋଧହୁଏ ଏହା ହିଁ ଜୀବନ […]

ଆଜିର ଅନୁଚିନ୍ତା

ଯିଏ ବୋକା ସେ ଧୋକା ଖାଇଥାଏ କଷ୍ଟ ବି ପାଇଥାଏ , ଯିଏ ସରଳ ସେ ଆଘାତ ପାଇଥାଏ , ଆଉ ଯିଏ ସ୍ବାର୍ଥପର ସେ ହିଁ ଖୁସିରେ ଜୀବନ କାଟିଥାଏ ,କିନ୍ତୁ ମନେରଖନ୍ତୁ ଏ ସବୁ କ୍ଷଣସ୍ଥାୟୀ ହୋଇଥାଏ । 🦋ଆପଣ ଯେ କୌଣସି କାର୍ଯ୍ୟ କରନ୍ତୁ ନା କାହିଁକି କୌଣସି ପରିସ୍ଥିତିର ମୁକାବିଲା କରିଲାବେଳେ ସବୁବେଳେ ସତ୍ ପଥରେ ହିଁ ଆଗକୁ ବଢ଼ିବା ଉଚିତ୍ । 🦋ସୂର୍ଯ୍ୟ ହେଉ ବା ମଣିଷ ସମସ୍ତଙ୍କୁ ତ […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା 🦋କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ !! 🦋ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !! 🦋ନିଜର ଶକ୍ତି ସହିତ ଲଢ଼ନ୍ତୁ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକୃତ […]

ଆଜିର ଅନୁଚିନ୍ତା

🦋 “ସମୟ ” ର ହାତ ନଥାଏ କିନ୍ତୁ,ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ,ସାରା ଜୀବନ ମନେ ରହେ । 🦋ସ୍ବପ୍ନ ଭାଙ୍ଗିଗଲେ ମଧ୍ୟ ନୂଆ ସ୍ବପ୍ନ ଦେଖି ଆଗକୁ ବଢିବାର ସାହସକୁ ହିଁ ଜୀବନ କୁହାଯାଏ । 🦋ଯେଉଁମାନଙ୍କ ପାଇଁ ସମାଜିକ ସମ୍ପର୍କ ନାମକୁ ମାତ୍ର ହୋଇଥାଏ, ସେମାନେ କେବେ ହେଲେ କାହାର ସମ୍ମାନ ବା ସହାୟତା କରି ନଥାନ୍ତି ବରଂ ଦୂରରେ ରହି ଉପହାସ କରିଥାନ୍ତି 🦋ଦୁନିଆର ସର୍ବୋତ୍ତମ ଔଷଧ ହେଉଛି […]

ଆଜିର ଅନୁଚିନ୍ତା

🦋”ସମୟ ତ ଏମିତି ଗଡି ଚାଲିଯିବ , ହେଲେ ସମୟ ସହ ନିଜ ଜୀବନ କୁ ବିତିଯିବାକୁ ଦିଅନ୍ତୁ ନାହିଁ , ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ , କିଏ ଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ ! 🦋”ସବୁବେଳେ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ , ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ରହିଲେ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା […]