ଆଜିର ଅନୁଚିନ୍ତା

ତାରିଖ-୦୧.୦୩.୨୦୨୨,ମଙ୍ଗଳବାର

ଆଜିର ଅନୁଚିନ୍ତା
🦋କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ !!
🦋ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !!
🦋ନିଜର ଶକ୍ତି ସହିତ ଲଢ଼ନ୍ତୁ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକୃତ ସଫଳତା ନିଜ ପ୍ରୟାସରେ ମିଳିଥାଏ , ଅନ୍ୟର ପରାଜୟରେ ନୁହେଁ !!
🦋ଏହା ଅପ୍ରିୟ ହେଲେ ବି ସତ ଯେ ଆପଣ ଜୀବନରେ ଯଦି ଖୁସିରେ ରହିବାକୁ ଇଛା କରୁଛନ୍ତି , ତେବେ ଅନ୍ୟ ଉପରେ ଆଶା ରଖିବା ଠିକ୍ ନୁହେଁ !!
ଆଜିର ନୀତିବାଣୀ
♨️ଧର୍ମ ବା ଭଲ କର୍ମ ପଥରେ କଂଟା ଥାଏ ତଥାପି ତାହା ଆଲୋକିତ !!
♨️”ଧୈର୍ଯ୍ୟ ଭୟକୁ ନାଶ କରେ !!
♨️”ନଦୀ ତଟର ବୃକ୍ଷ କେବେବି ଉପୁଡି ପଡିପାରେ !!
♨️ନଦୀ, ନିଆଁ, ନାରୀ, ଶସ୍ତ୍ରଧାରୀ, ନଖଥିବା ପ୍ରାଣୀ, ଶିଙ୍ଗ ଥିବା ପଶୁ ଏବଂ ରାଜପରିବାରର ଲୋକଙ୍କୁ ବିଶ୍ୱାସ କରିବା ଦୁର୍ଭାଗ୍ୟଜନକ !!
♨️ନଦୀର ପ୍ରଖର ସ୍ରୋତ ଆଗକୁ ଯିବା ଉଚିତ୍ ନୁହେଁ !!
♨️ନାରୀ ଘରକୁ ସ୍ୱର୍ଗରେ ପରିଣତ କରିପାରେ ପୁଣି ନର୍କ ବି ବନାଇ ଦେଇପାରେ !!ଆଜିର ଦିନଟି ମଙ୍ଗଳମୟ ହେଉ,ଶୁଭ ସକାଳ।

Comments (0)
Add Comment