ଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ପାଇଁ ପ୍ରସ୍ତୁତି

ବ୍ରହ୍ମଗିରି,୨୨/୫(ଏସଏସନିଉଜ) ଆଜି ପବିତ୍ର ଭଉଁରି ।ଆରମ୍ଭ ହୋଇଛି ଶ୍ରୀଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ । କର୍ପୁର, କେଶର, ଜାଇଫଳ, କୁଙ୍କୁମ, କସ୍ତୁରୀ ଆଦି ଦ୍ରବ୍ୟ ମିଶି ପ୍ରସ୍ତୁତ ଚନ୍ଦନ ଘୋରା ଆରମ୍ଭ କରିଛନ୍ତି ୧୧ ଜଣ ବିମାନବଡୁ ସେବାୟତ ଓ ଶ୍ରୀ ଜୀଉଙ୍କ ବେଶ ୫ଜଣ ସେବାୟତ କରୁଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ବେଶ ଶେଷ ହେବ ବୋଲି ଜଣାଯାଇଛି।

 

Comments (0)
Add Comment