ଆଜିର ରାଶିଫଳ
ଡିସେମ୍ବରମାସ ୦୪ତାରିଖ ୨୦୨୫ ମସିହା (ଗୁରୁବାର)ମାର୍ଗଶୀର ମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ ଦିବା ଘ୦୮/୩୩ ଗତେ ପୂର୍ଣ୍ଣିମା,ନକ୍ଷତ୍ର-କୁର୍ତ୍ତିକା ଦିବା ଘ୦୩/୨୮ ଗତେ ରୋହିଣୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/ ୦୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/ ୨୭,ଯୋଗିନୀ ପଶ୍ଚିମେ ଦିବା ଘ୦୮/୩୩ ଗତେ ବାୟବ୍ୟେ,ବିଛାରାଶିର ଘାତଚନ୍ଦ୍ର, ତୁଳା ଓ କୁମ୍ଭ ରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦିବା ଘ୦୩/୨୮ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୨/୨୦ ଗତେ ଘ୦୫/୦୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୭ ମଧ୍ୟେ ଓ ରାତ୍ରି ଘ୦୫/୫୪ […]