ଆଜିର ଅନୁଚିନ୍ତା
➡️”ସିଗାରେଟ୍ ହୁଅ ନାହିଁ, ବ୍ୟବହାର ପରେ ଏହାକୁ ପାଦ ତଳେ ଦଳି ଦିଆଯାଏ, ଯଦି ଆପଣଙ୍କୁ ଯଦି କିଛି ବନିବାର ଅଛି, ହେବାର ଅଛି ତ ନିଶା ହୁଅ,ତୁମକୁ ବ୍ୟବହାର କରୁଥିବା ଲୋକ ବର୍ବାଦ ହୋଇଯାଏ !! ➡️”ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ ଜଣେ ଜଣେ ହିରୋ, ହେଲେ କିଛି ଲୋକଙ୍କ ଚଳଚ୍ଚିତ୍ର ରିଲିଜ୍ ହୁଏ ନାହିଁ !! ➡️”ଯଦି ଆପଣ ଏକୁଟିଆ ଅଛନ୍ତି, ଚିନ୍ତାଧାରାକୁ ନିୟନ୍ତ୍ରଣ କରନ୍ତୁ ଏବଂ ଯଦି ଆପଣ ସମସ୍ତଙ୍କ ସହିତ ଅଛନ୍ତି, […]