ଆଜିର ରାଶିଫଳ
୨୦୨୩ମସିହା ନଭେମ୍ବରମାସ ୧୯ତାରିଖ ରବିବାର। ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା, ଦୁର୍ଗାଦେବୀଙ୍କର ଅନୁକଳ୍ପ ସପ୍ତମୀପୂଜା,ମୁକ୍ତିମଣ୍ଡପର ଷୋହଳ ଶାସନ ଅମୃତମଣୋହି ଭୋଗ, ଛଟ୍ ପୂଜା, ଭାନୁସପ୍ତମୀ,ଶ୍ରୀକ୍ଷେତ୍ରେ ଜଗମୋହନଭୋଗ।ସୁର୍ଯ୍ୟୋଦୟ- ଘ୬/୧/୦ ,ସୂର୍ଯ୍ୟାସ୍ତ- ଘ୫/୩/୨ ,କାର୍ତ୍ତିକମାସ ,ଶୁକ୍ଳ ପକ୍ଷ ,ଆଦିତ୍ୟବାସ ,ତିଥି- ଷଷ୍ଠୀ ଦିବା ଘ୭/୩୫ମି ପରେସପ୍ତମୀ କ୍ଷୟନିଶାନ୍ତ ଘ୫/୩୭ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ଦିବା ଘ୭/୩୫ମି ପରେ ବାୟବ୍ୟକୋଣରେ,ନିଶାନ୍ତ ଘ୫/୩୭ମି ପରେ ଐଶାନ୍ୟକୋଣରେ। ତ୍ରିହ୍ୟସ୍ପର୍ଶତିଥି ,ବିଷ୍ଟିକରଣଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହ ରାଶିରଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- […]