Browsing category

ଜୀବନଚର୍ଯ୍ୟା

ଚର୍ଚ୍ଚାରେ ଗୋଲ୍ଡମ୍ୟାନ

ଭୁବନେଶ୍ୱର,୨୮/୭(ଏସଏସନିଉଜ)ଚର୍ଚ୍ଚାରେ ରହିଛନ୍ତି ଗୋଲ୍ଡମ୍ୟାନ ।ନାଁ ତାଙ୍କର ପ୍ରେମ ସିଂ ।ଘର ବିହାରର ଭୋଜପୁର ଜିଲ୍ଲା ବିହିୟାନ ପୋଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ ବାସୋପୁରର ବାସିନ୍ଦା ।ବୟସ ୩୮ ।ପେଶାରେ ସେ ଜଣେ ଠିକାଦାର ।କିନ୍ତୁ ନିଶା ସୁନାଅଂଳଙ୍କାର ପିନ୍ଧିବା ।ତାଙ୍କ ଶରୀରରେ ପ୍ରାୟ୪କେଜି ଓଜନର ସୁନାଅଂଳଙ୍କାର ପିନ୍ଧି ବଜାରରେ ଯିବାଆସିବା କରିଥାନ୍ତି ।ସେଥିପାଇଁ ତାଙ୍କୁ ଗୋଲ୍ଡମ୍ୟାନ୍ ବୋଲି ଲୋକେ କହିଥାନ୍ତି ।ବଜାରରେ ଯାଉଥିବାବେଳେ ସେଲଫି ନେବାକୁ ମଧ୍ୟ ଯୁବପିଢି ଭୁଲିନଥାନ୍ତି ।ସେ ୨୦ବର୍ଷ ବୟସରୁ ସୁନାପିନ୍ଧିବା ଆରମ୍ଭ […]

ଦ୍ୱିତୀୟ ବିବାହ କରିବେ ହ୍ରିତିକ୍ ରୋସନ!

ଭୁବନେଶ୍ୱର,୨୮/୭(ଏସଏସନିଉଜ) ଖୁବ୍‌ଶୀଘ୍ର ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବଲିଉଡ୍ ସୁପରଷ୍ଟାର୍ ହ୍ରିତିକ୍ ରୋସନ ।ଦ୍ବିତୀୟ ବିବାହକୁ ନେଇ ସୋସିଆଲ୍ ମିଡିଆରେ ଏବେ ବେଶ୍ ଚର୍ଚ୍ଚା ଜୋର୍ ଧରିଛି।ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡ଼ିଛନ୍ତି ହ୍ରିତିକ୍‌।ଦୀର୍ଘଦିନ ଧରି ସେ ସବାଙ୍କୁ ଡେଟ୍ କରିଆସୁଛନ୍ତି।ଦୁହେଁ ଏବେ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍ ଅଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ଦୁହେଁ ରୀତିନୀତି ଅନୁସାରେ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ନିକଟରେ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

କାଲି ଶ୍ରଦ୍ଧାଳୁଙ୍କ ପାଇଁ ମା ତାରିଣୀଙ୍କ ଦର୍ଶନ ବନ୍ଦ

କେନ୍ଦୁଝର,୧୩/୭(ଏସଏସନିଉଜ) ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ମା’ ତାରିଣୀଙ୍କ ଦର୍ଶନ ବନ୍ଦ ।ସକାଳ ୬ଟାଠାରୁ ସନ୍ଧ୍ୟା ୬ଟା ୩୦ ପର‌୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ.ାଆଷାଢୀ ପର୍ବ ପାଇଁ ସକାଳଠାରୁ ସନ୍ଧ୍ୟା ୬ଟା ୩୦ ପର‌୍ୟ୍ୟନ୍ତ ଦର୍ଶନ ବନ୍ଦ. ।ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ବାରଙ୍ଗରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାରଙ୍ଗ,୨୧/୬(ଏସ ଏସ ନିଉଜ)ମଙ୍ଗଳବାର ଅଷ୍ଟମ ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ବାରଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହା ପାଳିତ ହୋଇଯାଇଛି।ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀ ପରିସରରେ ସିନିୟର କମାଣ୍ଡାଣ୍ଟ ଜାକବ କିସପୋଟାଙ୍କ ନେତୃତ୍ବରେ ସମସ୍ତ ଯବାନ ମାନଙ୍କ ଉପସ୍ଥିତିରେ ଯୋଗ ଦିବସ ପାଳିତ ହୋଇଯାଇଛି।ସେହିପରି ମୁଣ୍ଡଳୀ ସ୍ଥିତ ସିଆଇଏସଏଫ କେଆରଟିସିରେ ମଧ୍ୟ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଡିଆଇଜି ମାମୁନ ଉର ରସିଦ ଓ କମାଣ୍ଡାଣ୍ଟ ଶଙ୍କରରାଓ ବିରେଡି ପ୍ରମୁଖ ଯୋଗ ଦେଇଥିଲେ।ଏଥିସହ […]

ନିଆଳି ଓଲଟପୁର ରାସ୍ତା ଦୁଇ ଥକିଆ ହେବ

ଭୁବନେଶ୍ୱର,୧୬/୬(ଏସଏସନିଉଜ)ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ. ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି । ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନ ର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବୋ ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ପ୍ରଦୀପ ଜେନା 5T ସେକ୍ରେଟାରୀ ଭି କେ ପାଣ୍ଡିଆନ ଓଲଟପୁର […]

କମର୍ସିଆଲ ଗ୍ୟାସ୍ ଦର କମିଲା

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ଦେଶରେ ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ଦର।୧୯ କିଲୋ LPG ସିଲିଣ୍ଡର ୧୩୫ ଟଙ୍କା କମ୍ ହେଲା ।ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ନଥିବାବେଳେ ନୂଆ ସିଲିଣ୍ଡର ଦର ଆଜି ଠାରୁ ଲାଗୁ ହେବ ବୋଲି ଜଣାପଡିଛି ।

ଖାଇବା ତେଲ ଦାମ୍ ଶସ୍ତା ହୋଇପାରେ

ଭୁୁବନେଶ୍ୱର,୨୫/୫(ଏସଏସନିୟୁଜ) ୨ ବର୍ଷ ପାଇଁ ସୋୟାବିନ୍ ଓ ସୂର୍ଯ୍ୟମୁଖି   ତେଲର ଆମଦାନୀ ଉପରେ କଷ୍ଟମ ଡ୍ୟୁଟିକୁ ସରକାର ହଟାଇ ଦେଇଛନ୍ତି। ସୋୟାବିନ୍ ଓ ସୂର୍ଯ୍ୟମୁଖି  ତେଲର କଷ୍ଟମ ଡ୍ୟୁଟି ମୁକ୍ତ ଆମଦାନୀକୁ କେନ୍ଦ୍ର ଅନୁମତି ପ୍ରଦାନ କରିଛି। ତେଣୁ ଭାରତୀୟ ବଜାରରେ ସୋୟାବିନ୍ ଓ ସୂର‌୍ୟ୍ୟମୁଖି ତେଲ ଦାମ୍ ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି।

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ନୂଆ ସବସିଡି ଘୋଷଣା କରିଛନ୍ତି କେନ୍ଦ୍ରସରକାର । ଏହି ସବସିଡି କେବଳ ୧୨ଟି ସିଲିଣ୍ଡର ପର‌୍ୟ୍ୟନ୍ତ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ଏହି ସବସିଡି କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନେ ପାଇପାରିବେ । ପ୍ରତ୍ୟେକ ଲାଭାର୍ଥୀ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କାର ସବସିଡି ପାଇବେ । ଆସନ୍ତାକାଲି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ […]

ବାହା ହେବେ ତିର୍ତ୍ତୋଲ ବିଧାୟକ

ଜଗତସିଂହପୁର,୧୮/୫(ଏସଏସନିଉଜ)ବିଭା ହେବେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲର ଯୁବ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଦେଉଳିଗ୍ରାମେଶ୍ୱର ଅଞ୍ଚଳର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶଙ୍କୁ ବିବାହ କରିବାକୁ ଯାଉଛନ୍ତି ।ଏଥିନିମନ୍ତେ ୍‌ତକାଲି ଜଗତସିଂହପୁର ସବରେଜିଷ୍ଟ୍ରରଙ୍କ କାର‌୍ୟ୍ୟାଳୟରେ ଆବେଦନ କରାଯାଇଛି । ଉଭୟ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା […]

୩୬ ଇଞ୍ଚର ବରକୁ ୩୪ ଇଞ୍ଚର କନ୍ୟା

ଭୁବନେଶ୍ୱର,୫/୫(ଏସ ଏସ ନିଉଜ)ବରର ଉଚ୍ଚତା ୩୬ ଇଞ୍ଚ ଓ କନ୍ୟାର ଉଚ୍ଚତା୩୪ ଇଞ୍ଚ ।କନ୍ୟାର ବୟସ ୨୪ ଓ ନା ମମତା କୁମାରୀ ହୋଇଥିବା ବେଳେ ବରର ବୟସ ୨୬ ଓ ନାଁ ମୁନ୍ନା ।ଏହି ଦୁଇଜଣଙ୍କର ବିବାହ ହୋଇ ଯାଇଛି ।ବିହାରର ଭାଗଲପୁରରେ ହୋଇଥିବା ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ହୋଇଛି ।