କମର୍ସିଆଲ ଗ୍ୟାସ୍ ଦର କମିଲା

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ଦେଶରେ ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ଦର।୧୯ କିଲୋ LPG ସିଲିଣ୍ଡର ୧୩୫ ଟଙ୍କା କମ୍ ହେଲା ।ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ନଥିବାବେଳେ ନୂଆ ସିଲିଣ୍ଡର ଦର ଆଜି ଠାରୁ ଲାଗୁ ହେବ ବୋଲି ଜଣାପଡିଛି ।

Comments (0)
Add Comment