Browsing category

ଦେଶ ବିଦେଶ

ସୁନାପୁଅକୁ ମିଳିଲା ଅଫର୍

୧. ଟୋକିଓ ଅଲିମ୍ପିକ୍ସ ଉଦଯାପିତ-ଆମେରିକା ଟପ୍ପର । ୩୯ଟି ସ୍ବର୍ଣ୍ଣ ପଦକ ସହ ୧୧୩ଟି ପଦକ ଜିତି ଆମେରିକା ଟେବୁଲ ଟପ୍ପର । ୩୮ଟି ସ୍ବର୍ଣ୍ଣ ସହ ୮୮ଟି ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଲା ଚୀନ । ୨. ଆୟୋଜକ ଜାପାନ ୨୭ଟି ସ୍ବର୍ଣ୍ଣ ସହ ୫୮ଟି ପଦକ ଜିତି ତୃତୀୟ ସ୍ଥାନ ଅଧିକାର । ବ୍ରିଟେନ ଚତୁର୍ଥ, ଋୁଷିୟ ଅଲିମ୍ପିକ୍ସ କମିଟି ପଞ୍ଚମ, ଅଷ୍ଟ୍ରେଲିୟାକୁ ଷଷ୍ଠ ସ୍ଥାନ ୩. ଗୋଟିଏ ସ୍ବର୍ଣ୍ଣ, ୨ଟି ରୌପ୍ୟ […]

ଦେଶବିଦେଶରେ ମହକିବ ‘କୋରାପୁଟ କଫି’

ଭୁବନେଶ୍ୱର,୮/୮(ଏସ ଏସ ନିୟୁଜ)କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣ ରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି। କୋରାପୁଟରେ […]

କଠୋର ହେଲା ବିସିସିଆଇ

➡️୧-ଶ୍ରୀଜଗନ୍ନାଥ ମନ୍ଦିରକୁ ଦିଆଯାଉ ବିଶ୍ବ ଐତିହ୍ୟ ମାନ୍ୟତା । ୟୁନେସ୍କୋକୁ ଦେଇଥିବା ଚିଠିରେ ଅନୁରୋଧ କଲେ ପୁରୀ ବିକାଶ ପରିଷଦ। ➡️୨-ଅଗଷ୍ଟ ୧୪ ତାରିଖରୁ ୧୬ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟା ହେବ ଆରମ୍ଭ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା । ➡️୩-ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶା ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ । ଚଳିତ ମାସ ୧୨ରୁ ଆରମ୍ଭ ହେବ ଖାତା […]

ଶନିରବି ବନ୍ଦ ସୋମବାର ଖୋଲା ରହିବ ନନ୍ଦନକାନନ

ବାରଙ୍ଗ,୬/୮(ଏସ ଏସ ନିୟୁଜ)ଦୀର୍ଘ ୩ମାସ ପରେ ଖୋଲିଥିବା ନନ୍ଦନକାନନ ଏବେ ଶନିବାର ଓ ରବିବାର ବନ୍ଦ ରହି ସୋମବାର ଖୋଲିବାକୁ ନିଷ୍ପତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।କରୋନା କଟକଣା ପାଇଁ ଶନିବାର,ରବିବାର ସଟଡାଉନ ରହୁଥିବାରୁ ଏହିଦୁଇଦିନ ନନ୍ଦନକାନନ ବନ୍ଦ ରଖି ପରଦିନ ଅର୍ଥାତ ସୋମବାର ନନ୍ଦନକାନନ ଖୋଲାଯିବ ବୋଲି ନନ୍ଦନକାନନ ନିର୍ଦେଶକ ମନୋଜ କୁମାର ମହାପାତ୍ର କହିଛନ୍ତି ।ତେବେ ସପ୍ତାହର ଗୋଟେଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହିଥାଏ।ଏବେ କିନ୍ତୁ ସାମୟିକ ଭାବେ ପରିବର୍ତ୍ତନ କରାଯାଇଛି।

ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର

➡️୧-ଶ୍ରଦ୍ଧାଳୁଙ୍କ ପାଇଁ ଆଜିଠୁ ଖୋଲିବ ଧବଳେଶ୍ୱର ମନ୍ଦିର । ସରକାରଙ୍କ ଦ୍ୱାରା ଜାରି କୋଭିଡ୍‌ ନିର୍ଦେଶାବଳୀ କଡାକଡି ପାଳନ ପୂର୍ବକ ସକାଳ ୬ଟା ଠାରୁ ରାତି ୮ଟା ପର୍ୟ୍ୟନ୍ତ ମନ୍ଦିର ଖୋଲା ରହିବ। ➡️୨-ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କୋଭିଡ ସହାୟତା ଦୁଗ୍ଧ ଚାଷୀଙ୍କୁ ମିଳିଲା । ଏକ ଲକ୍ଷ ଦୁଗ୍‌ଧ ଚାଷୀ ପାଇଲେ ୬୦୦୦ ଟଙ୍କା । ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି। ➡️୩-ରାଜ୍ୟରେ ଆସନ୍ତା ୧୬ରୁ ଆରମ୍ଭ ହେବ ୯ମ ଶ୍ରେଣୀ କ୍ଲାସ, ସକାଳ […]

ଫିଟୁଛି ଦୁର୍ନୀତିର ଗୁମର

୧-କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସର । ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ୨-ଫିଟୁଛି ଚାକିରି ଦୁର୍ନୀତିର ଗୁମର । ଓଏସଏସସି ପିଏସଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ପରିକ୍ଷାର୍ଥୀ । କହିଲେ, ନିଯୁକ୍ତି ପାଇଁ ୧୦ ଲକ୍ଷ ମାଗିଥିଲେ ବିରଞ୍ଚି ସାହୁ ୩-ଉହାନ ଲ୍ୟାବରୁ ବାହାରିଛି ମାରାତ୍ମକ କରୋନା । ୟୁଏସ ରିପବ୍ଲିକାନର ରିପୋର୍ଟରେ ବାହାରିଲା ଚୀନ୍ ଲ୍ୟାବର ସତ, ପ୍ରମାଣ ନଷ୍ଟ କରିଥିବା ନେଇ ଆମେରିକା କଲା ଦାବି […]

ନିକଟତମ ହେବ ଶନି

➡️୧-ଆଜିଠାରୁ ଖୋଲିବ ସୂର୍ଯ୍ୟମନ୍ଦିର, ଏକକାଳୀନ ଗୋଟିଏ ଦିନରେ ସର୍ବାଧିକ ଦୁଇହଜାର ପର୍ଯ୍ୟଟକ ଅନଲାଇନ ରେ ଟିକେଟ କାଟି ମନ୍ଦିର ବୁଲି ପାରିବେ । ➡️୨-ଆଜି ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ମାଧ୍ୟମରେ ବ୍ୟକ୍ତି ଏବଂ ଅଭିପ୍ରାୟ କୈନ୍ଦ୍ରିକ ଡିଜିଟାଲ୍‌ ସଲ୍ୟୁସନ୍‌ e-RUPI କରିବେ ଶୁଭାରମ୍ଭ । ➡️୩-ଆସନ୍ତା ୧୬ରୁ ନବମ ପିଲାଙ୍କ ପାଇଁ ଖୋଲିବ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ତର୍ଜମା କରାଯିବା ପରେ ନିଆଯିବ ନିଷ୍ପତ୍ତି। ଗାଇଡଲାଇନ ମାନି ଖୋଲିବାକୁ ମିଳିଲା ଅନୁମତି । ➡️୪-ଇତିହାସ […]

ସିନ୍ଧୁଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର,୧/୮(ଏସଏସନିୟୁଜ)ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଲେ । ହେ ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨-୦ ସେଟରେ ହରାଇବାପରେ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିରଞ୍ଚି ଏତେ ପଇସା ଆଣିଲେ କେଉଁଠୁ ?

୧–ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ: ବିଜ୍ଞାନରେ ପାସ ହାର ୯୫.୧୫%, ବାଣିଜ୍ୟରେ ୯୪.୯୬% ୨–ଅଗଷ୍ଟ ମାସର ଗାଇଡଲାଇନ ନେଇ ଏସଆରସିଙ୍କ ଘୋଷଣା। ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ୩–ଭୁବନେଶ୍ବର, କଟକ ଓ ପୁରୀରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ। ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ। ଏଣିକି ରାସ୍ତାକଡ଼ର ଦୋକାନରେ ଖାଇପାରିବେ ଲୋକେ ୪–ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ […]

ହାଡ଼ଫୁଟି ଭଳି ବ୍ୟାପୁଛି କରୋନା

୧-ଭାରତ ପାଇଁ ଅଲିମ୍ପିକ୍ସରେ ଆହୁରି ମଜବୁତ ହେଲା ପଦକ ଆଶା । ବକ୍ସିଂ ଓ ବ୍ୟାଡମିଣ୍ଟନରେ ସେମି-ଫାଇନାଲକୁ ଗଲେ ଲଭ୍ଲିନା ଓ ସିନ୍ଧୁ । ହକିରେ କ୍ୱାର୍ଟରରେ ଭାରତ । ୨-ପୁରୁଷ ହକି ହକି କ୍ବାର୍ଟରଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତ । ୩-ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ UGC ମାନ୍ୟତା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା, ‘ଖୁବଶୀଘ୍ର ମିଳିବ କେନ୍ଦ୍ରୀୟ ଅନୁମାନ’ । ୪-ପଦୋନ୍ନତି ପାଇବେ ରାଜ୍ୟର ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକ, ନିର୍ଦ୍ଦେଶ ଦେଲେ […]