Browsing category

ଦେଶ ବିଦେଶ

ୟାସ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର,୬/୬(ଏସ୍‌ଏସ୍‌ନିୟୁଜ) ବାତ୍ୟା ୟାସ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଏକ ୭ଜଣିଆ କେନ୍ଦ୍ରୀୟ ଦଳ ଆଜି ଓଡିଶା ଆସିବେ । ଏମାନେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜକୁ ମିଶାଇ ପ୍ରଭାବିତ ୪ଜିଲ୍ଲାକୁ ସୋମବାର ଓ ମଙ୍ଗଳବାର ପର୍ଯ୍ୟାୟ କ୍ରମେ ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବା ସହ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ।

ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

୧-ଆରପାରିରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡା । ୯୨ ବର୍ଷ ବୟସରେ ବୁର୍ଲା ଭିମସାରରେ ଦେହାନ୍ତ । ୨-ଜୁନ୍‍ ୭ରୁ ଚାଲିବ ଦିଲ୍ଲୀ ମେଟ୍ରୋ; ୫୦% ଯାତ୍ରୀଙ୍କୁ ମିଳିବ ଅନୁମତି । ୩-ବିଜେପି କୃଷକ ମୋର୍ଚ୍ଚାର ଚାଷୀଙ୍କ ହକ୍ ପାଇଁ ଆନେ୍ଦାଳନ ଡାକରା , ରେଜିଷ୍ଟ୍ରେସନ କରିଥିବା ସମସ୍ତ ଚାଷୀଙ୍କ ଧାନ ସରକାର କିଣନ୍ତୁ : ପ୍ରଦୀପ ପୁରୋହିତ୍ । ୪-ଜିଏସଟି ସଂଗ୍ରହ ଉପରେ କରୋନା ମାଡ । ମେ ମାସରେ ମୋଟ […]

ସୋମବାର ଠାରୁ କୋହଳ ହେବ ଲକଡାଉନ, କେଉଁଠି ହେବ ଜାଣନ୍ତୁ?

ଭୁବନେଶ୍ୱର,୫/୬(ଏସଏସନିୟୁଜ) ରାଜଧାନୀ ଦିଲ୍ଲୀରେ ଲାଗିଥିବା ଲକଡାଉନ ସୋମବାର ଠାରୁ ସାମାନ୍ୟ କୋହଳ ହେବ। ଲକଡାଉନକୁ ସଂପୂର୍ଣ୍ଣ ହଟାଇ ନଥିଲେ ହେଁ କିଛି କୋହଳ ନୀତି ଆପଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୋମବାର ଠାରୁ ଦିଲ୍ଲୀରେ ମଲ ଓ ମାର୍କେଟ ଖୋଲିବ। କିନ୍ତୁ ଅଡ-ଇଭିନ ଫର୍ମୁଲା ଲାଗୁ କରାଯିବ । କେଜ୍ରିୱାଲ କହିଛନ୍ତି, ବିଭିନ କ୍ଷେତ୍ରରେ କୋହଳ ନୀତି ଆପଣା ଯାଇ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ସୋମବାର ଲକଡାଉନ ଶେଷ ହେଉଛି। କିନ୍ତୁ ଏହା ସଂପୂର୍ଣ୍ଣ ହଟିବ […]

ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୫/୬(ଏସଏସନିୟୁଜ) ଆଜି ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିନ ୧୧ଟା ବେଳେ ଭିଡିଓ କନ୍ଫରେନ୍ସିଂରେ ଯୋଗ ଦେଇ ପରିବେଶକୁ ସନ୍ତୁଳିତ ରଖିବା ପାଇଁ ଜୈବ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହନ ଥିମ୍ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ୨୦୨୦-୨୫ ମଧ୍ୟରେ ଦେଶରେ ଇଥେନାଲ୍ ବ୍ୟବହାରକୁ ନେଇ ଏକ ରୋଡମ୍ୟାପ୍ ଜାରି ହୋଇଛି। ପେଟ୍ରୋଲ କମ୍ପାନି ଗୁଡିକୁ ଇଥେନାଲ୍ ମିଶ୍ରିତ ପେଟ୍ରୋଲ ବିକ୍ରି କରିବା ନେଇ ନିର୍ଦ୍ଦେଶ ହୋଇଛି!.ଏହି ଅବସରରେ ମହାରାଷ୍ଟ୍ରର […]

ନିଜ ଫଟୋ ଲଗାଇଲେ ମମତା

୧-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଚଳିତ ବର୍ଷର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ବହୁ ଅଧିକ ଗୁରୁତ୍ବପୂର୍ଣ୍ଣ – ମୁଖ୍ୟମନ୍ତ୍ରୀ ୨-୧୮ରୁ୪୪ ବର୍ଷ ବୟସ ବର୍ଗଙ୍କ ଦ୍ୱିତୀୟ ପାନ ଟିକାକରଣ : ୮ରୁ ବିଏମସିର ସ୍ୱତନ୍ତ୍ର ଅଭିଯାନ । ୩-୫ ଜି ମାମଲା : ଜୁହି ଚାୱଲାଙ୍କ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ । ଜୁହିଙ୍କ ଉପରେ ଲଗାଇଲେ ୨୦ ଲକ୍ଷ ଟଙ୍କାର ଜରିମାନା । ୪-ହିତାଧିକାରୀଙ୍କୁ ଆଗୁଆ ମିଳିବ ୩ […]

ବାବାଙ୍କୁ ମିଳିଲା ସମନ

୧-ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କର ପାଇଁ ଟୀକା ଅଭାବ । ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୨-ଶିକ୍ଷକମାନଙ୍କ ପାଇଁ ଖୁସି ଖବର, ଯୋଗ୍ୟତା ପରୀକ୍ଷା ପ୍ରମାଣପତ୍ରର ବୈଧତା ଆଜୀବନ ପର୍ଯ୍ୟନ୍ତ ବୃଦ୍ଧି । ୩-‘ଡେଲଟା ଭାରିଏଣ୍ଟ୍ ଆଲଫା ଠାରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ’ : ଅଧ୍ୟୟନରେ ଖୁଲାସା । ୪-ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ । ଜୁନ ୧୩ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ, ଉସକାଇଲା ଭଳି ବୟାନ ନଦେବାକୁ […]

ପ୍ରଧାନମବୀଙ୍କ ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯିବା ନିଷ୍ପତି ସ୍ୱାଗତଯୋଗ୍ୟ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୩/୬(ଏସଏସନିୟୁଜ) କରୋନା ସମୟରେ ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯିବାକୁ ପ୍ରଧାନମନ୍ତ୍ରୀ ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ ବୋଲିକହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସମସ୍ତ ଦିଗକୁ ବିଚାରକୁ ନେଇ ପ୍ରଧାନମନ୍ତ୍ରୀ ସିବିଏସଇ ପରୀକ୍ଷାକୁ ବାତିଲ କରାଯିବା ସମୟୋପଯୋଗୀ ପଦକ୍ଷେପ । ଭାରତବର୍ଷରେ କରୋନାର ତୃତୀୟ ଲହରକୁ ନେଇ ପିଲା ଏବଂ ଅଭିଭାବକମାନେ ଭୟ ଓ ଆଶଙ୍କାରେ ରହିଥିଲେ । ଏଭଳି ଦ୍ୱନ୍ଦାମ୍‌କ ପରିସ୍ଥିତିରେ ପିଲାମାନେ ପରୀକ୍ଷା ଦେଇଥିଲେ ମାନସିକ ଚାପରେ ରହିଥାନ୍ତେ । ଏଥିପାଇଁ ପ୍ରଧାନମବୀ ସବୁ […]

ପାଖେଇ ଆସୁଛି ଘୋଷଯାତ୍ରା

୧-ରାଜ୍ୟରେ ବାତ୍ୟା ୟସ ଜନିତ କ୍ଷୟକ୍ଷତି ପରିମାଣ ୬୧୦ କୋଟି ଟଙ୍କା, ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା ଅବସରରେ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ୨-ଦେଶରେ ଦ୍ରୁତ ହେବ ଟିକାକରଣ । ବିଦେଶୀ ଟିକାର ସ୍ଥାନୀୟ ଟ୍ରାଏଲ ନୀତିକୁ କୋହଳ କଲା ଡିସିଜିଆଇ । ଫାଇଜର ଓ ମଡର୍ଣ୍ଣା ଭ୍ୟାକ୍ସିନ ଭାରତ ଆସିବା ରାସ୍ତା ସଫା । ୩-ଯୁକ୍ତ୨ ପରୀକ୍ଷା ନିଷ୍ପତ୍ତି ଝୁଲିଲା, ୫ ଥର ବୈଠକ ପରେ ନିଷ୍କର୍ସ ବାହାରି ପାରିଲାନି । ୪-ଓଡ଼ିଶାରେ […]

କଥା ବଦଳାଇଲେ ବାବା ରାମଦେବ

୧-କରୋନା କାଳର ଅର୍ଥନୀତି ନେଇ ଆସିଲା ରିପୋର୍ଟ  । ଦୀର୍ଘ ୪୦ ବର୍ଷ ଭିତରେ ସର୍ବନିମ୍ନ ସ୍ଥାନକୁ ଖସିଲା ଅଭିବୃଦ୍ଧି ହାର । ମାଇନସ ୭.୩ ପ୍ରତିଶତ ଖସିଲା ଅର୍ଥନୀତି । ୨-୫ଜି ନେଟୱାର୍କ ପ୍ରତିଷ୍ଠା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ କଲେ ଅଭିନେତ୍ରୀ ଜୁହି ଚାୱଲା । ୩-ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 2600 ଟନ୍ ଅକ୍ସିଜେନ୍ ପରିବହନ କରାଗଲା :ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ 40 ଟି ଅମ୍ଳଜାନ ଭର୍ତ୍ତି ସ୍ୱତନ୍ତ୍ର ଟ୍ରେନ୍ […]

ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ,୩୧/୫(ଏସଏସନିୟୁଜ) ଜୁନ ୨୪ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଚଳିତ ବର୍ଷ ମଧ୍ୟ ବିନାଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣିମା । ୧୪୪ ଧାରା ଜାରି କରି ଦେବସ୍ନାନ ପୂର୍ଣ୍ଣିମା ପାଳନ କରାଯିବ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭହେବାସହ ଭର୍ଚ୍ୟୁଆଲ୍ ବୈଠକରେ ନିଆଗଲା ଏଭଳି ନିଷ୍ପତ୍ତି । ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଲେ ପୁରୀ ଜିଲ୍ଲାପାଳ ।