Browsing category

ଦେଶ ବିଦେଶ

ହ୍ୟାଣ୍ଡପମ୍ପରୁ କୁକୁରକୁ ପାଣି ପିଇବାକୁ ଦେଇ ଚର୍ଚ୍ଚରେ ରହିଲେ ପୋଲିସ

ଭୁବନେଶ୍ୱର,୧୦/୫(ଏସଏସନିୟୁଜ) ବାରାଣାସୀରେ ଜଣେ ପୋଲିସ୍ ଏକ କୁକୁରକୁ ହ୍ୟାଣ୍ଡପମ୍ପରୁ ପାଣି ପିଇବାରେ ସାହାଯ୍ୟ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାରାଣାସୀରେ କୁକୁରକୁ ହ୍ୟାଣ୍ଡପମ୍ପରୁ ପାଣି ପିଇବାରେ ସାହାଯ୍ୟ କରୁଥିବା ଜଣେ ପୋଲିସ୍ ଅଧିକାରୀଙ୍କ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାସ୍ତାରେ ଏକ ଚେୟାରରେ ବସିଥିବା ଜଣେ ପୋଲିସ୍ ହ୍ୟାଣ୍ଡପମ୍ପକୁ ମାରୁଥିବାବେଳେ କୁକୁରଟି ତା କ୍ଷୁଧାକୁ ମେଂଟାଇବାପାଇଁ ପାଣିପିଉଛି ।

ସିଏମ ମମତା ବାନାର୍ଜୀଙ୍କ ନୁଆ କ୍ୟାବିନେଟ

ଭୁବନେଶ୍ୱର,୧୦/୫(ଏସଏସନିୟୁଜ) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାର ଏକ ସପ୍ତାହ ପରେ ମମତା ବାନାର୍ଜୀ ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।ରାଜ ଭବନରେ କୋଭିଡ ନିର୍ଦ୍ଦେଶାବଳୀ ଅନୁସରଣ କରି ଶପଥଗ୍ରହଣ ଉସ୍‌ବ ହୋଇଯାଇଛି । ପଶ୍ଚିମବଙ୍ଗ କ୍ୟାବିନେଟରେ ପୂର୍ବତନ କ୍ରିକେଟର ମନୋଜ ତିୱାରୀଙ୍କ ସମେତ ମୋଟ ୧୭ ଟି ନୂଆ ଚେହେରା ସମେତ ୪୩ ଟିଏମସି ନେତା ଆଜି ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।୨୪ ଟିଏମସି ବିଧାୟକ ମନ୍ତ୍ରୀ ଏବଂ ବାକି ରାଜ୍ୟ […]

ଗୁରୁଦ୍ୱାର କୋଭିଡ କେୟାର ସେଣ୍ଟରକୁ ଅମିତାଭ ଦେଲେ୨ କୋଟି

ଭୁବନେଶ୍ୱର,୧୦/୫(ସତ୍ୟସନ୍ଧାନଡେସ୍କ)ଅମିତାଭ ବଚ୍ଚନ ଦିଲ୍ଲୀ ଗୁରୁଦ୍ୱାର କୋଭିଡ କେୟାର ସେଣ୍ଟରକୁ ୨ କୋଟି ଟଙ୍କା ଦାନ କରିଛନ୍ତି ।ଏହାସହ ଅଧିକ ସୁବିଧା ପାଇଁ ଅଭିନେତା ବିଦେଶରୁ ଅମ୍ଳଜାନ ସିଲିଣ୍ଡର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଦିଲ୍ଲୀର ରାକାବ ଗଞ୍ଜ ଗୁରୁଦ୍ୱାରସ୍ଥିତ ଶ୍ରୀ ଗୁରୁ ତେଗ ବାହାଦୂର କୋଭିଡ କେୟାର ସେଣ୍ଟରକୁ ଅମିତାଭବଚ୍ଚନ୨ କୋଟି ଟଙ୍କା ଦାନ କରିଛନ୍ତି। ଏହି ଅବଦାନ ପାଇଁ ଭେଟେରାନ୍ ଅଭିନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦିଲ୍ଲୀ ଶିଖ୍ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ମନଜିନ୍ଦର ସିଂ ସିର୍ସା […]

୮୦ଜଣ ଡାକ୍ତରଙ୍କର ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୧୦/୫(ଏସଏସନିୟୁଜ) ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ତରଙ୍ଗ ଯୋଗୁଁ ବିନାଶ ଜାରି ରହିଛି। ଏହି ସମୟରେ, କରୋନା ବିସ୍ଫୋରଣ ବିଷୟରେ ସୂଚନା ମିଳିଛି । ଆଉ ଏକ ଭୟାନକ ଖବର ଦିଲ୍ଲୀରୁ କରୋନା ସଙ୍କଟ ସମୟରେ ସାମ୍ନାକୁ ଆସିଛି । ଦିଲ୍ଲୀର ସରୋଜ ସୁପର ସ୍ପେସିଆଲିଟି ହସ୍ପିଟାଲର ପ୍ରାୟ ୮୦ ଜଣ ଡାକ୍ତରୀ କର୍ମଚାରୀ ଏବଂ ଜଣେ ସର୍ଜନ ଗତ ଏକମାସମଧ୍ୟରେ ପଜିଟିଭ୍ ଚିହ୍ନଟ ହୋଇଛି ।ଟୀକାନେଇଥିବା୫୮ ବର୍ଷବୟସ୍କ ସିନିୟର ସର୍ଜନ ଡକ୍ଟର ଏ.କେ ରାୱତଙ୍କର ଶନିବାର […]

କେନ୍ଦ୍ର ମନ୍ତ୍ରୀ ହୋଇ ବି ମୋ ଫୋନ ଉଠାଉନାହାଁନ୍ତି

୧-ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା । ୨-ଅଧା ରହିଗଲା ଦ୍ୱିତୀୟ କୋଣାର୍କ ନିର୍ମାଣ : ଆରପାରିରେ ସାଂସଦ ରଘୁନାଥ ମହାପାତ୍ର । ୩-ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ସାଂସଦ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ୪-କେନ୍ଦ୍ର ମନ୍ତ୍ରୀ ହୋଇ ବି ମୋ ଫୋନ ଉଠାଉନାହାଁନ୍ତି ସ୍ୱାସ୍ଥ୍ୟ ଅଧିକାରୀ, ଯୋଗୀଙ୍କୁ ଚିଠି ଲେଖି କ୍ଷୋଭ ଜଣାଇଲେ ସନ୍ତୋଷ ଗଙ୍ଗୱାର । ୫-ମୋଦି […]

ନଦୀରେ ପଡୁଛି ମୃତଦେହ-ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ବର,୯/୫(ସତ୍ୟସନ୍ଧାନ ଡେସ୍କ)ସମଗ୍ର ଦେଶରେ କରୋନାର କରାଳଗ୍ରାସ ଯୋଗୁ ଭୟ ସୃଷ୍ଟି ହୋଇଥିବାବେଳେ ଏହି ସମୟରେ କିଛିଲୋକ ମାନବିକତାକୁ ଭୁଲିଯାଉଛନ୍ତି ।ଦେଶରେ କରୋନା କବଳରେ ମୃତ୍ୟୁସଂଖ୍ୟା ବଢୁଥିବାବେଳେ କରୋନା ମଧ୍ୟ ମାନବିକତାକୁ ହତ୍ୟା କରୁଛି,ଯାହା ବିହାରର କାତିହାରରେ ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ କର୍ମଚାରୀମାନେ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ଏକ ମୃତଦେହକୁ ନଦୀ ଉପରେ ପକାଇଦେଇ ପଳାଇଆସିବାର ଭିଡିଓ ଦିନକୁ ଦିନସେହି ଅଞ୍ଚଳରେ  ଭାଇରାଲ ହୋଇଛି ।ଯେଉଁଥିରେ ଦେଖାଯାଏ ଯେ କରୋନାରେ  ମୃତ୍ୟୁ ପରେ ଶରୀରକୁ ଆମ୍ବୁଲାନ୍ସ […]

ପଦ୍ମବିଭୂଷଣ ରଘୁନାଥମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ।

ଭୁବନେଶ୍ୱର ,୯/୫(ଏସଏସନିୟୁଜ)ବିଶିଷ୍ଟ ଭାସ୍କର‌୍ୟ୍ୟ ଶିଳ୍ପୀ ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରା କୁ ବିଶ୍ବବ୍ୟାପୀ କରିଥିଲେ ।ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେ […]

ଆସାମ ମୁଖ୍ୟମନ୍ତ୍ରୀହେବେ ହିମନ୍ତ ବିଶ୍ଵଶର୍ମା

ଭୁବନେଶ୍ୱର,୯/୫(ଏସଏସନିୟୁଜ) ରବିବାର ଗୁଆହାଟିରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ଆସାମ ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ବିଧାୟକ ଦଳ ନେତା ଭାବେ ମଧ୍ୟ ନିର୍ବାଚିତ କରାଯାଇଛି ।ଫଳରେ ଆସାମର ନୂଆ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ହେବାକୁ ଯାଉଛନ୍ତି । ବିଧାୟକ ଦଳ ବୈଠକ ହେବା ପୂର୍ବରୁ ରବିବାର ଦିନ ଆସାମର ବିଦାୟୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବୈଠକରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ […]

ସତୀଚଉରା ମଶାଣୀରେ ଲିଭୁନି ଜୁଇ

୧-ମାର୍କରେ ସନ୍ତୁଷ୍ଟ ନ ହେଲେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ସୁଯୋଗ । ୨-ଆଶା ଦେଖାଇଲା ଭାରତର ନୂଆ କରୋନା ଔଷଧ । ଡିଆରଡିଓ ପ୍ରସ୍ତୁତ ଟୁ-ଡି-ଜି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ ସରକାର । ୩–ଦେଶରେ ୬୮.୭ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନର ସାମନା କରନ୍ତି: ସର୍ଭେ । ୪-ଦେଶବ୍ୟାପୀ ଅକ୍ସିଜେନ୍ ଆବଣ୍ଟନ ନେଇ ତିଆରି ହେଲା ୧୨ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ । ୫-ପ୍ରତି ରବିବାର ଭର୍ଚୁଆଲ୍ ଟୁର୍‌, ଦର୍ଶକ […]

କରୋନା ରେ ଆକ୍ରାନ୍ତ ହେଲେ କଙ୍ଗନା ରନାୱତ

ଭୁବନେଶ୍ୱର,୮/୫(ଏସଏସନିୟୁଜ) ଆଜି ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସେ ଇନଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ସୁଚନା ଦେଇକହିଛନ୍ତିଯେ, ଗତ କିଛି ଦିନ ହେବ ମୋ ଆଖିରେ ସାମାନ୍ୟ କଷ୍ଟ ଅନୁଭବ ହେଉଥିବାରୁ କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରୁଥିଲି, ହିମାଚଳ ଯିବାକୁ ଆଶା କରୁଥିଲି ତେଣୁ ଗତକାଲି ମୋର ପରୀକ୍ଷା ସରିଗଲା ଏବଂ ଆଜି ଫଳାଫଳ ଆସିଲା ମୁଁ ସକରାତ୍ମକ […]