Browsing category

ଦେଶ ବିଦେଶ

ମହିଳାଙ୍କୁ ନିବସ୍ତ୍ରକରି ରାସ୍ତାରେ ଚଳାଇବା ଘଟଣା- ବନ୍ଧାହେଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର,୨୦।୭ (ଏସଏସନିଉଜ)ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାର ଭିଡିଓ ଗତକାଲି ସାମନାକୁ ଆସିବା ପରେ ସମଗ୍ର ଦେଶରେ ଏହାକୁ ନେଇ ହଇଚଇ ଆରମ୍ଭ lଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି ।ମଣିପୁର ପୁଲିସ୍‌ ଆଜି ସକାଳୁ […]

ଓଲଟିପଡିଲା ଟୁରିଷ୍ଟବସ

ଭଦ୍ରକ,୨୦।୭(ଏସଏସନିଉଜ) ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଛି ତୀର୍ଥଯାତ୍ରୀ ବସ୍।ଯାହାଫଳରେ ୨୫ଜଣ ଆହତ ହୋଇଛନ୍ତି। ଭଣ୍ଡାରିପୋଖରୀ ଥାନା ପେଟ୍ରୋଲ ପମ୍ପ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି ଓ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।ସମସ୍ତଙ୍କୁ ମେଡିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୋଲକାତାରୁ ବସ୍ ଯୋଗେ ପୁରୀ ଯାଉଥିଲେ ୬୨ଜଣ ଯାତ୍ରୀ। ଆଜି ସକାଳ ପ୍ରାୟ ୧୦ଟା ସମୟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ଶିବମ ନାମକ ଏହି […]

ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ

ପୁରୀ,୧୫ା୭(ଏସଏସନିଉଜ)ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ।ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନକୁମାରଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନନ୍ଦବଜାରରେ ଅଣସୁଆରଙ୍କୁ ଚିହ୍ନଟ କରିବା, ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ପର‌୍ୟ୍ୟାପ୍ତ ପାନୀୟଜଳ, ହେଲ୍ପଡେସ୍କ ଗଠନ, ଆନନ୍ଦ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା ହୋଇଛି ।ତେବେ ମହାସୁଆର ନିଯୋଗ ପକ୍ଷରୁ କରାଯାଉଥିବା ଦାବୀ ଉପରେ ପ୍ରଶାସନ ଗୁରୁତ୍ୱଦେଇ ଏକ ୧୧ଜଣିଆକୋର୍ […]

ଚନ୍ଦ୍ରଅଭିମୁଖେ ବାହାରିଲା ଚନ୍ଦ୍ରଯାନ-୩

ଭୁବନେଶ୍ୱର,୧୪।୭(ଏସଏସନିଉଜ)ଭାରତପାଇଁ ଗର୍ବ ଓ ଗୌରବର ଦିନ ସାଜିଛି ଚନ୍ଦ୍ରୟାନ-୩ ।ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରୟାନ-୩ । ସଫଳତାର ସହ କକ୍ଷପଥରେ ଅବସ୍ଥାପିତହୋଇଛି ।ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟା ୩୫ରେ ହେଲା ଉତକ୍ଷେପଣ ଚନ୍ଦ୍ରଯାନ-୩। ୩୪୦ ଦିନର ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-୩।ଚନ୍ଦ୍ର ଅଭିମୁଖେ ବାହାରିଲା ‘ଚନ୍ଦ୍ରଯାନ-୩।ସତୀଶ ଧାୱନ ସ୍ପେସ ସେଣ୍ଟରରୁ ହେଲା ଉତକ୍ଷେପଣ।ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ ସେଣ୍ଟର ଉତକ୍ଷେପଣ ହୋଇଛି।

ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିବେ ରାଷ୍ଟ୍ରପତି

କଟକ,୧୩ା୭(ଏସଏସନିଉଜ) ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।୨୬ରେ କଟକ ଓଡ଼ିଶା ଉଚ୍ଚନ୍ୟାୟଳୟ, ଏସସିବିମେଡିକାଲ ଓ ଜାତୀୟ ଆଇନବିଶ୍ଵବିଦ୍ୟାଳୟର ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇସାରିବାପରେ କଟକ ଚଣ୍ଡୀମନ୍ଦିର ଯାଇ ମାଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେରଖି କଟକରେ ପୁଲିସର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭଦ୍ରକମହାବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିଉତ୍ସବ ଦୁଇଦିନଧରି ପାଳନ କରାଯାଉଥିବାରୁ ୨୭ରେ ମହାମହିମରାଷ୍ଟ୍ରପତିଙ୍କ ଗସ୍ତକାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି । ଭଦ୍ରକକଲେଜର ପ୍ଲାଟିମ୍ ଜୁବୁଲିଉତ୍ସବ ଦୁଇଦିନଧରି ଚାଲିବ। ପ୍ରଥମ ଦିନର […]

ଶାରଳାଙ୍କପୀଠରେ ମୋବାଇଲ୍ ମନା

ଭୁବନେଶ୍ୱର,୯ା୭(ଏସଏସନିଉଜ) ଜଗତସିଂହପୁର ମାଶାରଳା ମନ୍ଦିରକୁ ମୋବାଇଲ ନେବାରେ କଟକଣା କରାଯାଇଛି । ମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନୂଆ ନିୟମ ଲାଗୁ କରାଯାଇଛି ।ପିଲାଙ୍କୁ ଗର୍ଭଗୃହ ମଧ୍ୟକୁ ନେବାକୁ ନିଷେଧ କରାଯାଇଛି । ମଝିଦେଉଳ ଓ ଗର୍ଭଗୃହମଧ୍ୟକୁ ମୋବାଇଲ ନେଇ ଫଟୋଉଠାଇଲେ ପ୍ରଥମେ ୫୦୦, ୨ୟଥର ହଜାରେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି । ବ୍ରତ ହୋଇନଥିବାପଣ୍ଡାସେବକ, ଅବିବାହିତରାଉଳସେବକଙ୍କୁ ଗର୍ଭଗୃହ ମଧ୍ୟକୁ ବାରଣ କରାଯାଇଛି ।ଏହାବ୍ୟତିତ ନିର୍ଦ୍ଦିଷ୍ଟ ସମୟ ବ୍ୟତୀତ ମାଙ୍କ ବିଗ୍ରହରୁ […]

ଚନ୍ଦକାଥାନାରେ ୩ଜଣଙ୍କୁ ଜେରା କଲେ ସିବିଆଇ

ବାରଙ୍ଗ,୮ା୭(ଏସଏସନିଉଜ)ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣାରେ ଗିରଫ ହୋଇଥିବା ୩ଅଭିଯୁକ୍ତଙ୍କୁ ସିବିଆଇ ପକ୍ଷରୁ ପଚରାଉଚୁରା କରାଯାଉଛି । ସିବିଆଇର ୫ଜଣିଆ ଅଧିକାରୀ ତିନିଜଣଙ୍କୁ ଚନ୍ଦକାଥାନାରେ ରଖି ଶନିବାର ଦିନ ପଚରାଉଚୁରା କରୁଛନ୍ତି । ସିନିୟର ସେକ୍ସନଇଞ୍ଜିନିୟର ଅରୁଣକୁମାରମହାନ୍ତ, ସେକ୍ସନଇଞ୍ଜିନିନିୟର ଅମୀରଖାନ ଓ ଟେକନିସିଆନ ପପୁକୁମାରଙ୍କୁ ସିବିଆଇ ଗିରଫ କରିଥିଲା ।ପରେ ସିବିଆ ୩ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିବାବେଳେ ୧୧ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବାତେବେ ସୁରକ୍ଷାଦୃଷ୍ଟିରୁ ଏମାନଙ୍କୁ ଚନ୍ଦକାଥାନାରେ ରଖି ପଚରାଉଚୁରା କରୁଛି ସିବିଆଟ୍ଟ୍ରେନ […]

ଉପ-ନିର୍ଦେଶକଙ୍କ କାର୍ଯ୍ୟାଳୟସାମ୍ନାରେ ଗଞ୍ଜେଇଗଛ

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନ ଉପ ନିର୍ଦେଶକଙ୍କକାର୍ଯ୍ୟାଳୟ  ସାମ୍ନାରେ ଉଠିଛି ଗଞ୍ଜେଇଗଛ। କାର୍ଯ୍ୟାଳୟସାମ୍ନାରେ ଥିବା ବେଟାରୀଅଟୋ ଚାର୍ଜରଘର ଆଗରେ ଗଛଟି ରହିଛି।ସେଇବାଟ ଦେଇ କିରାଣୀ ମାନଙ୍କଠାରୁ ଆରମ୍ଭ କରି ବଡ଼ବଡ଼ିଆ ଅଧିକାରୀମାନେ ସବୁଦିନେ ଯିବାଆସିବା କରୁଛନ୍ତି ।ସବୁଠାରୁ ବଡ଼ କଥାହେଲା ନନ୍ଦନକାନନ ପକ୍ଷରୁ ଠିକାଦାର ଙ୍କୁ ଦିଆଯାଇଥିବା ବେଟାରୀ ଅଟୋ ଚାର୍ଜରଘର ସବୁଦିନେ ଖୋଲାଯାଉଛି। ନନ୍ଦନକାନନ ରେ ଚାଲୁଥିବା ବେଟାରୀ ଚାଳିତ ଅଟୋ ଏହିଘରେ ରହି ଚାର୍ଜ ହେଉଛି । ଏହାପରେ ମଧ୍ୟ ବେଟାରୀଚାଳିତ ଅଟୋ ଚାଳକଙ୍କଠାରୁ ଆରମ୍ଭକରି ନନ୍ଦନକାନନ […]

ଦାୟିତ୍ୱହିନତା ଯୋଗୁ ପୋଡିଗଲା ଇନକ୍ୟୁବେଟର

ବାରଙ୍ଗ,୭ା୭(ଏସଏସନିଉଜ) ନନ୍ଦନକାନନର ଜୀବଜନ୍ତୁମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ କର୍ତ୍ତୃପକ୍ଷ ଘରୋଇକରଣ ଉପରେ ନିର୍ଭର କରୁଥିବାବେଳେ କେତକ ଖାଦ୍ୟ ଯୋଗାଣକୁ ନିଜ ଅଧିନରେ ରଖିଛନ୍ତି।ଏହାସତ୍ତ୍ୱେ କର୍ମଚାରୀ ମାନଙ୍କ ଦାୟିତ୍ବହୀନତା ଓ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ବେଳେବେଳେ କର୍ତ୍ତୃପକ୍ଷଙ୍କୁ ଅପଦସ୍ତ ହେବାକୁ ପଡିଥାଏ।ଯାହାର ଜ୍ୱଳନ୍ତ ଉଦାହରଣ ନନ୍ଦନକାନନରେ ଥିବା ଜୀବନ୍ତ ଖାଦ୍ୟ ପ୍ରଜାଜନକେନ୍ଦ୍ରରେ ଦେଖିବାକୁ ମିଳିଛି।କୁକୁଡ଼ା ଚିଆଁ କରିବାପାଇଁ ଥିବା ଇନକ୍ୟୁ ବେଟର ମେସିନଟି ପୋଡିଯିବାରୁ ମେସିନରେ ଥିବା ୨୫୦ଟି ଅଣ୍ଡା ନଷ୍ଟ ହୋଇଯାଇଛି। […]

ଶିବରାଜସିଂହ ଚୌହାନଙ୍କ ମହାନତା

ଭୁବନେଶ୍ୱର,୬।୭(ଏସଏସନିଉଜ)ଯେଉଁ ଆଦିବାସୀ ଶ୍ରମିକଙ୍କ ଉପରେ ପ୍ରବେଶ ଶୁକ୍ଳା ପରିସ୍ରା କରିଥିଲା, ଆଜି ତାଙ୍କୁ ଘରକୁଡାକି କ୍ଷମାମାଗିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ। କ୍ୟାମେରାସାମ୍ନାରେ ତାଙ୍କୁ ଚେୟାରରେ ବସାଇ ତାଙ୍କ ପାଦ ଧୋଇଥିଲେ।ଏହାକୁ ମୁଣ୍ଡରେ ମଧ୍ୟ ମାରିଥିଲେ।ତାଙ୍କୁ ସେ ଟିକା ଲଗାଇ ଦେବା ସହ ଧଳା ସାଲ୍‌ ଦେଇଥିଲେ। ତାଙ୍କୁ କିଛି ଉପହାର ପ୍ରଦାନ କରିବା ସହ ନିଜ ହାତରେ ସେ ରାୱତଙ୍କୁ ମିଠା ଖୁଆଇ ଦେଇଛନ୍ତି।ଏଥିସହ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ […]