Browsing category

ଦେଶ ବିଦେଶ

ଓଡ଼ିଶା ଆସିବେ ମୋଦି !

ଭୁବନେଶ୍ୱର,୧୨।୧୨(ଏସଏସନିଉଜ)ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ। ଡିସେମ୍ବର ଶେଷ ସୁଦ୍ଧା ମୋଦି ଓଡ଼ିଶା ଆସିବା ନେଇ ସୂଚନା ରହିଛି। ପଶ୍ଚିମଓଡ଼ିଶାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିପାରନ୍ତି । ମୋଦିଙ୍କ ଗସ୍ତ ନେଇ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସୂଚନା ଦେଇଛନ୍ତି।

ବିସ୍ଫୋରଣରେ ୨ଯବାନ ଗୁରୁତର

  ଭୁବନେଶ୍ବର,୧୧।୧୦(ଏସଏସନିଉଜ)ଆଇଡି଼ ବିସ୍ଫୋରଣରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।ଛତିଶଗଡ଼ ସୁକ୍‌ମାରେ ଆଇଡି ବିସ୍ଫୋରଣ ଘଟିଛି।ଫଳରେ ୨ଜଣ ଯବାନ ଗୁରୁତର ହୋଇଛନ୍ତି। ସିଆର୍‌ପିଏଫ୍‌ ଓ କୋବ୍ରା ବାଟାଲିଅନକୁ ମାଓବାଦୀମାନେ ଟାର୍ଗେଟ୍‌ କରିଥିଲେ। ସାଲାଟଙ୍ଗ ନିକଟରେ ବିସ୍ଫୋରଣ ଘଟାଇଥିଲେ ମାଓବାଦୀ ।ଗୁରୁତର ୨ ଜଣ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରିବାକୁ ଉଦ୍ୟମ ହୋଇଛି।

ଅସ୍ତ୍ରବିରତି ପ୍ରସ୍ତାବ ଖାରଜ

ଭୁବନେଶ୍ୱର,୮।୧୨(ଏସଏସନିଉଜ)ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ହୋଇଥିବା ପ୍ରସ୍ତାବ ଖାରଜ ହୋଇଛି।ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଖାରଜ ହୋଇଛି। ଆମେରିକାର ଭିଟୋ ପ୍ରୟୋଗ ଯୋଗୁଁ ପ୍ରସ୍ତାବ ଖାରଜ।ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ପାଇଁ UAE ପ୍ରସ୍ତାବ ଦେଇଥିଲା।୧୩ ଦେଶର ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ଦେଇଥିଲେ।ଏକମାତ୍ର ଦେଶ ବ୍ରିଟେନ ଏହି ଭୋଟ ଦାନରୁ ବିରତି ରହିଥିଲା। ଇସ୍ରାଏଲକୁ ସମର୍ଥନ କରି ଆମେରିକା ଭିଟୋ ପ୍ରୟୋଗ କରିଥିଲା।ଯୁଦ୍ଧ ପାଇଁ ହମାସକୁ ଦାୟୀ କରି ଆମେରିକାର ଭିଟୋ ପ୍ରୟୋଗ।

ଛାଡ଼ୁନି ବିବାଦ

  ବାରଙ୍ଗ,୭।୧୨(ଏସଏସ ନିଉଜ) ନନ୍ଦନକାନନରେ ପିଛା ଛାଡୁନି ଅଘଟଣ । ଦିନକୁ ଦିନ କିଛି ନା କିଛି ଘଟଣା ଘଟିବାରେ ଲାଗିଛି । କେତେବେଳେ ଜୀବଜନ୍ତୁ ଙ୍କ ଅସୁସ୍ଥ ତ ଆଉ କେତେବେଳେ ଅସୁସ୍ଥ ହୋଇ ମୃତ୍ୟୁ ହେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ପୂର୍ବରୁ ଅସୁସ୍ଥ ହୋଇ ଚିକିତ୍ସାଧିନ ଭାଲୁ, ଜଲହସ୍ଥି , ବାରସିଙ୍ଗା,ଆନାକୋଣ୍ଡା ମୃତୁବରଣ କରିଥିବାବେଳେ ଗୁରୁବାର ୭୨ ନମ୍ୱର ଏନକ୍ଲୋଜରରେ ରହୁଥିବା ଗୋଟିଏ ଚଉଶିଙ୍ଗା ଅସୁସ୍ଥ […]

ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ଆରମ୍ଭ

ଭୁବନେଶ୍ୱର,୫ା୧୨(ଏସଏସନିଉଜ) ଉଗ୍ରରୂପ ଧାରଣ କରି ସ୍ଥଳଭାଗ ମୁହାଁ ହୋଇଥିବା ଭୀଷଣ ବାତ୍ୟା ‘ମିଗଜୋମ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆନ୍ଧ୍ରପ୍ରଦେଶର ବାପାଟ୍ଲା ନିକଟରେ ଏହାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୩ ଘଣ୍ଟା ପର‌୍ୟ୍ୟନ୍ତ ଏହି ଲ୍ୟାଣ୍ଡଫଲ ପ୍ରକିୟା ଜାରି ରହିବାସହ ଲ୍ୟାଣ୍ଡଫଲସ୍ଥାନରେ ପବନର ବେଗ ୯୦ରୁ ୧୧୦ କିମି ରହିଥିବାନେଇ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।ଏହାର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ଜାରିରହିଛି । ୪୮ ଘଣ୍ଟାରେ ୪୦୦ରୁ ୫୦୦ […]

ଜନ୍ତୁଅଦଳବଦଳରେ ନନ୍ଦନକାନନରୁ ଗଲେ ୮

ବାରଙ୍ଗ,୪ା୧୨(ଏସଏସନିଉଜ)କେନ୍ଦ୍ରୀୟ ଚିଡ଼ିଆଖାନା କର୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ସମ୍ବଲପୁର ଚିଡ଼ିଆଖାନା ମଧ୍ୟରେ ପ୍ରଥମପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ହୋଇଛି। ଏହି ପ୍ରକ୍ରିୟାରେ ପ୍ରାଣୀଉଦ୍ୟାନ ନନ୍ଦନକାନନରୁ ୮ଟି କୃଷ୍ନସାରମୃଗ (୪ଟି ଅଣ୍ଡିରା,୪ଟି ମାଇ), ୮ଟି ନୀଳଗାଇ (୪ଟି ଅଣ୍ଡିରା,୪ଟି ମାଇ) ଏବଂ ୮ଟି ହଗ୍ ଡିଅର (୪ଟି ଅଣ୍ଡିରା,୪ଟି ମାଇ) ରହିଛନ୍ତି। ସେହିପରି ପ୍ରତିବଦଳରେ ସେଠାରୁ ୭ଟି ଚଉସିଂଘା (୨ଟି ଅଣ୍ଡିରା,୫ଟି ମାଇ), ୫ଟି ସମ୍ବର (୨ଟି ଅଣ୍ଡିରା,୩ଟି ମାଇ) ରହିଛନ୍ତି। ସୋମବାର ଏବଂ […]

ନନ୍ଦନକାନନରେ ବାରସିଂଘା ମୃତ୍ୟୁ

ବାରଙ୍ଗ,୨।୧୨(ଏସଏସନିଉଜ) ନନ୍ଦନକାନନରେ ପଡିଛି ଶନିଦଶା । ଗତ କିଛି ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମୃତ୍ୟୁ ହୋଇଛି । ଆଉ କେତେକ ଅସୁସ୍ଥ ରହିଥିବା ସୂଚନା ମିଳିଛି । ଯାହାକୁ ନେଇ କର୍ତ୍ତୁପକ୍ଷ ଙ୍କ ଚିନ୍ତା ବଢ଼ିଯାଇଛି। ମଙ୍ଗଳବାର ଦିନ ଗାଡ଼ ଭାଲୁ ମୃତ୍ୟୁ ପରେ ଜଳହସ୍ଥି ମୃତ୍ୟୁ ପୁଣି ଶନିବାର ଦିନ ଆଖିବୁଜିଲା ଅଣ୍ଡିରା ବାରସିଂହା । ୩୯ ନମ୍ୱର ଏନକ୍ଲୋଜର ରେ ରହୁଥିବା ବାରାସିଂଙ୍ଘା ନିଜ ନିଜ […]

ଓଡ଼ିଶା ସ୍କୁଲକୁ ମାଗଣାରେ ୩୦ହଜାର ଫୁଟବଲଦେବ ଫିଫା-କେନ୍ଦ୍ରମନ୍ତ୍ରୀ

ବାରଙ୍ଗ , ୨ା୧୨(ଏସଏସନିଉଜ) ବାରଙ୍ଗବ୍ଲକ ମୁଣ୍ଡଳୀଠାରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ ଓ ପିଏମ ଶ୍ରୀ ସ୍କୁଲ ମିଳିତ ସହଯୋଗରେ ଆୟୋଜିତ ଏଫ୪ଏସ(ଫୁଟବଲ ଫର ସ୍କୁଲ) କାର‌୍ୟ୍ୟକ୍ରମକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଶନିବାର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓଏହି କାର‌୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏଆଇଏଫଏଫ ର ମଧ୍ୟସ୍ତତାରେ ଫିଫା ସହିତ ଭାରତ ସରକାରଙ୍କ ସହ ଏକ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା । ଯେଉଁ ଚୁକ୍ତି ଅନୁସାରେ ଫିଫା […]

ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା

ବାରଙ୍ଗ,୩୦ା୧୧(ଏସଏସନିଉଜ)ଫେଲ ମାରୁଛି ଚିକିତ୍ସା ବ୍ୟବସ୍ଥା ।ଯାହାର ନଗ୍ନ ଚିତ୍ର ପୁଣି ସାମ୍ନାକୁ ଆସିଛି । ଚଳିତ ମାସ ୨୮ ତାରିଖ ମଙ୍ଗଳବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ରେ ଉଦ୍ଧାର ହୋଇ ଆସିଥିବା ଗାଡ଼ଭାଲୁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ପୁଣି ଦୁଇ ଦିନ ପରେ ଅର୍ଥାତ୍ ଗୁରୁବାର ଦିନ ୨ଟା ସମୟରେ ଅସୁସ୍ଥ ଥିବା ଅଣ୍ଡିରା ଜଳହସ୍ତି ମୃତୁ ବରଣ କରିଛି । ସୂଚନା ଯୋଗ୍ୟ ଯେ , ପ୍ରାଣୀ ଉଦ୍ୟାନର ୬୨ ଏନକ୍ଲୋଜରରେ ରହୁଥିବା ଜଳହସ୍ତିଟି […]

ରାହୁଲଗାନ୍ଧିଙ୍କୁ ନୋଟିସ

ଭୁବନେଶ୍ୱର,୨୩।୧୧(ଏସଏସନିଉଜ)କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ।ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ନୋଟିସ ଜାରି କରାଯାଇଛି।ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ‘ପନୌତି’ ଶବ୍ଦ ବ୍ୟବହାର କରିଥିଲେ ରାହୁଲ।୨୫ ତାରିଖ ସୁଦ୍ଧା ଏନେଇ ଉତ୍ତର ରଖିବାକୁ ଇସିଙ୍କ ନିର୍ଦ୍ଦେଶ ରହିଛି।ଏନେଇ କାହିଁକି କାର୍ଯ୍ୟାନୁଷ୍ଠାନ ନହେବ , ଉତ୍ତର ଦେବାକୁ ନିର୍ଦ୍ଦେଶ ରହିଛି।