Browsing category

ଓଡ଼ିଶା

ଦିନରେ ଭିକ,ରାତିରେ ଚୋରୀ

ଭଦ୍ରକ ,୨୩ା୧୨(ଏସଏସନିଉଜ)ଚୋରୀକରିବାର ନୁଆତରିକାକୁ ଆପଣେଇଥିଲେ ।ଦିନରେ ଭିକ ମାଗି ଘର ଚିହ୍ନଟ କରିବା ସହ ଚିହ୍ନଟ କରିଥିବା ଘରକୁ ରାତିରେ ଟାର୍ଗେଟ କରି ଚୋରୀ କରୁଥିଲେ ।କେବଳ ଏତିକିନୁହେଁ ଆବଶ୍ୟକତାକୁଦେଖି ଏମାନେ ଗୃହକର୍ତାକୁ ମଧ୍ୟ ଆକ୍ରମଣ କରିବାକୁ ମଧ୍ୟ ପଛାଉନଥିଲେ ।ଏହିଭଳିଘଟଣା ସାବରଙ୍ଗଥାନା ଅଧିନସ୍ଥ ଚଣ୍ଡିଗାଁରେ ଘଟିଥିବାର ଅଭିଯୋଗ ମଧ୍ୟ ଥାନାକୁ ଆସିଥିଲା ।ଶେଷରେ ପୋଲିସ ହାତରେ ୫ଜଣ ଚୋର ସହ ଚୋରୀ ସୁନାଅଳଙ୍କାରକୁ ବିକୁଥିବା ଜଣେ ଦୋକାନୀଙ୍କୁ ଧରିବା ସହ ସେମାନଙ୍କୁ କୋର୍ଟଚାଳଣ କରିଛି ପୋଲିସ […]

କେଜ୍ରିୱାଲଙ୍କ ପିଛାଛାଡ଼ୁନି ଇଡିଭୂତ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତୃତୀୟଥର ପାଇଁ କେଜ୍ରିୱାଲଙ୍କୁଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ସମନ୍ କରିଛି ।ଦୁଇଦୁଇଥର ହାଜିରା ନଦେବାପରେ ଜାନୁଆରୀ ୩ରେ ଇଡିକାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ୍ ହୋଇଛି । ପ୍ରଥମେ ନଭେମ୍ବର ୨ ଓ ପରେ ଡିସେମ୍ବର ୨୧ରେ ହାଜର ହେବାକୁ ଦିଲ୍ଲୀମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ୍ କରିଥିଲା ଇଡି । ବହୁଚର୍ଚ୍ଚିତ ଦିଲ୍ଲୀ ମଦଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖନେତା ମନୀଷ ସିସୋଦିଆ ଏବଂ ସଞ୍ଜୟସିଂ ଗିରଫ ହୋଇ […]

ଫେରିଲାକୋରୋନା , ଫେରିଲାମାସ୍କ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ପୁଣି ଓଡ଼ିଶାକୁ ଫେରିଲା କୋଭିଡ୍ । ରାଜ୍ୟରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଭାରିଆଣ୍ଟକୁ ନେଇ ଆଲର୍ଟରେ ରାଜ୍ୟସରକାର । କରୋନା କଡ଼ ଲେଉଟାଇବା ପରେ ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ । କରୋନା ପାଇଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ଘରୁ ବାହାରକୁ କୁଆଡ଼େ ଯାଉଥିଲେ, ମାସ୍କ ପିନ୍ଧିବାକୁ କୁହାଯାଇଛି । ଏଭଳି […]

ଏୟାରପୋର୍ଟରେ ବିରଳସାପ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଏୟାରପୋର୍ଟରୁ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି ।ବ୍ୟାଙ୍କ୍‌କରୁ ମୁମ୍ବାଇ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଏହି ସାପକୁ ଉଦ୍ଧାର କରାଯାଇଛି ।ଯାତ୍ରୀ ଜଣଙ୍କ ବେଆଇନ୍ ଭାବରେ ବିସ୍କୁଟ୍ ଓ କେକ୍ ପେଟିରେ ସାପଗୁଡ଼ିକୁ ଆଣିଥିବାର ଯାଂଚବେଳେ ଜଣାପଡିଥିଲା ।

ଶୀଘ୍ର ସ୍ବାଭାବିକ ଅବସ୍ଥା ଫେରିବ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ରାଉରକେଲାରେ ହଇଜା ସ୍ଥିତିକୁ ନେଇRMC କମିଶନର ଶୁଭଙ୍କର ମହାପାତ୍ର. ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏବେ ସହରର ବିଭିନ୍ନ ହସ୍ପିଟାଲରେ ୫୩ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ଜଗଜଉ ଟିମ୍ ସାମ୍ପଲ ସଂଗ୍ରହ କରି ଫେରିଛନ୍ତି । ଏମାନଙ୍କ ସହ SCB ଟିମ୍ ମଧ୍ୟ ରହିଛନ୍ତି ।ଦିନେ ଦୁଇଦିନ ଭିତରେ ସ୍ବାଭାବିକ ଅବସ୍ଥା ଫେରିଆସିବ ବୋଲି କମିଶନର କହିଛନ୍ତି ।

କ୍ରେଡିଟ୍ କାର୍ଡରେ ୮କୋଟି ଗୋଲ୍‌

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଟଙ୍କା ଠକେଇ ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି ।ଏହାସହ ୪୫୦ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ସହ ୪ଟି କିଓସ୍କ ମେସିନ୍ ଜବତ ହୋଇଛି ।ନଗଦ ୭ ଲକ୍ଷ ଟଙ୍କା ସହ ଏକାଧିକ ବ୍ୟାଙ୍କ ପାସବୁକ୍ ମଧ୍ୟ ଜବତ ହୋଇଛି ।ନକଲି ଡକ୍ୟୁମେଣ୍ଟ ଦେଇ ଅନ୍ୟ ନାଁରେ କ୍ରେଡିଟ୍ କାର୍ଡ କରୁଥିଲେ ଠକ ।ଏସବୁ କ୍ରେଡିଟ୍ କାର୍ଡକୁ ବିଭିନ୍ନ ହସ୍ପିଟାଲରେ ବ୍ୟବହାର କରୁଥିଲେ ।ହସ୍ପିଟାଲ ବିଲିଂଏଜେଣ୍ଟ ସହ ମିଶି […]

ନନ୍ଦନକାନନରେ ୱାଲାବି

ବାରଙ୍ଗ,୨୨ା୧୨(ଏସଏସନିଉଜ) ଆଉ ଦିନକେଇଟା ପରେ ନନ୍ଦନକାନନକୁ ୬୩ପୁରୀ ୬୪ଚାଲିବା ଡିସେମ୍ବର ୨୯ ତାରିଖରେ ୬୪ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି ନନ୍ଦନକାନନ ।ସବୁବର୍ଷ ପର‌୍ୟ୍ୟଟକଙ୍କୁ ନୁଆବର୍ଷର ଭେଟିଦେଉଥିବା ବେଳେ ନନ୍ଦନକାନନ ଚଳିତବର୍ଷ ପ୍ରତିଷ୍ଠା ଦିବସରରେ ପର‌୍ୟ୍ୟଟକଙ୍କୁ ନୁଆପ୍ରଜାତିର (କଙ୍ଗାରୁ ଜାତୀୟ)ୱାଲାବି ଭେଟିଦେବାକୁ ଯାଉଛି ।ଶୁକ୍ରବାରରାତିରେ ହଳେ ୱାଲାବି ଓ ହଳେ ଲିଭିଙ୍ଗଷ୍ଟୋନ ଟୁରାକୋ ନନ୍ଦନକାନନରେ ଆସି ପହଁଚିଛି । ହାଇଦ୍ରାବାଦର ଏକ ଘରୋଇ ସଂସ୍ଥାଠାରୁ ପ୍ରାୟ ୨୦ଲକ୍ଷଟଙ୍କା ରେ କ୍ରୟ କରାଯାଇ ୪ଅତିଥିଙ୍କୁ ନନ୍ଦନକାନନକୁ ଅଣାଯାଇଛି ।ୱାଲାବି […]

ଧରାପଡ଼ିଲେ ଏଟିଏମ୍‌ ଲୁଟେରାଗ୍ୟାଙ୍ଗ

ବଲାଙ୍ଗିର,୨୧।୧୨(ଏସଏସନିଉଜ)ଆନ୍ତଃରାଜ୍ୟ ଏଟିଏମ୍‌ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୋଲିସ।୬ ଜଣିଆ ରାଜସ୍ଥାନୀ ଗ୍ୟାଙ୍ଗ ଗିରଫ ହେବାସହ ସେମାନଙ୍କଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।ଏମାନେ ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶରେ ସକ୍ରିୟ ଥିଲେ।ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟ୍‌ କରୁଥିଲା ଗ୍ୟାଙ୍ଗ।

ଫୁଲବାଣୀରେ ମାତିଛି ପାଗଳକୁକୁର

ଫୁଲବାଣୀ,୨୧।୧୨(ଏସଏସ ନିଉଜ)ଫୁଲବାଣୀରେ ପାଗଳ କୁକୁର କାମୁଡ଼ାରେ ୨୦ରୁ ଅଧିକ ଆହତ ହୋଇଛନ୍ତି।ସହରର ବିଭିନ୍ନ ସାହିରେ ଗୋଡ଼ାଇ କାମୁଡ଼ିଛି ପାଗଳ କୁକୁର।କୁକୁର କାମୁଡ଼ାରେ ଆହତ ହୋଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ପାଗଳ କୁକୁରକୁ ନେଇ ଏବେ ସେହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ରାତିରେ ଗାଡିଚାଳକଙ୍କୁ ମିଳିବ ମାଗଣା ଚା

ଭୁବନେଶ୍ୱର,୨୧।୧୨(ଏସଏସନିଉଜ)NH କଡ଼ରେ ଥିବା ଢ଼ାବା, ହୋଟେଲରୁ ମିଳିବ ଚା।ରାତିରେ ଭାରିଯାନ ଚଳାଉଥିବା ଡ୍ରାଇଭରଙ୍କୁ ମିଳିବ ଚା’। ଦୁର୍ଘଟଣା ହ୍ରାସ ପାଇଁ ରାତିରେ ଓ ସକାଳେ ମିଳିବ ଚା’। RTOଙ୍କ ସହ ଆଲୋଚନା କରି ଢ଼ାବା ଚିହ୍ନଟ କରିବେ ଜିଲ୍ଲାପାଳ।ରାତିରେ ଯାଉଥିବା ଗାଡ଼ିକୁ ଅଟକାଇ ଏହାର ଚାଳକଙ୍କୁ ମାଗଣାରେ ଚା’ ଦିଆଯିବାକୁ ନିଷ୍ପତି ହେଉଥିବାର ଜଣାପଡିଛି।