ଶୀଘ୍ର ସ୍ବାଭାବିକ ଅବସ୍ଥା ଫେରିବ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ରାଉରକେଲାରେ ହଇଜା ସ୍ଥିତିକୁ ନେଇRMC କମିଶନର ଶୁଭଙ୍କର ମହାପାତ୍ର. ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଏବେ ସହରର ବିଭିନ୍ନ ହସ୍ପିଟାଲରେ ୫୩ ଆକ୍ରାନ୍ତ ଚିକିତ୍ସାଧୀନ ଥିବାବେଳେ ଜଗଜଉ ଟିମ୍ ସାମ୍ପଲ ସଂଗ୍ରହ କରି ଫେରିଛନ୍ତି । ଏମାନଙ୍କ ସହ SCB ଟିମ୍ ମଧ୍ୟ ରହିଛନ୍ତି ।ଦିନେ ଦୁଇଦିନ ଭିତରେ ସ୍ବାଭାବିକ ଅବସ୍ଥା ଫେରିଆସିବ ବୋଲି କମିଶନର କହିଛନ୍ତି ।

Comments (0)
Add Comment