କେଜ୍ରିୱାଲଙ୍କ ପିଛାଛାଡ଼ୁନି ଇଡିଭୂତ

ଭୁବନେଶ୍ୱର,୨୩ା୧୨(ଏସଏସନିଉଜ) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତୃତୀୟଥର ପାଇଁ କେଜ୍ରିୱାଲଙ୍କୁଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ସମନ୍ କରିଛି ।ଦୁଇଦୁଇଥର ହାଜିରା ନଦେବାପରେ ଜାନୁଆରୀ ୩ରେ ଇଡିକାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ୍ ହୋଇଛି । ପ୍ରଥମେ ନଭେମ୍ବର ୨ ଓ ପରେ ଡିସେମ୍ବର ୨୧ରେ ହାଜର ହେବାକୁ ଦିଲ୍ଲୀମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମନ୍ କରିଥିଲା ଇଡି । ବହୁଚର୍ଚ୍ଚିତ ଦିଲ୍ଲୀ ମଦଦୁର୍ନୀତି ମାମଲାରେ ଆପ୍ ଦଳର ଦୁଇ ପ୍ରମୁଖନେତା ମନୀଷ ସିସୋଦିଆ ଏବଂ ସଞ୍ଜୟସିଂ ଗିରଫ ହୋଇ ସାରିଛନ୍ତି ।

Comments (0)
Add Comment