Browsing category

ଓଡ଼ିଶା

ବାଜିରେ ଲାଗିଛି ଜୀବନ

ଛତିଶଗଡ,୨୪।୭(ଏସଏସନିଉଜ)ସରକାର ପିଲାମାନଙ୍କୁ ନିରାପଦ ଏବଂ ସୁଲଭ ଶିକ୍ଷା ଯୋଗାଇଦେଉ ଥିବାର ଦାବି କରିଆସୁଛନ୍ତି।କିନ୍ତୁ ଧର୍ମଜୟଗଡ଼ ବିକାଶବ୍ଲକର କ୍ରୋଣ୍ଡାଗ୍ରାମପଞ୍ଚାୟତରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି।ଏଠାରେ ଧର୍ମଜୟଗଡ଼ ଖାରଗାଓଁରେ ସ୍କୁଲରେ ପହଞ୍ଚିବାପାଇଁ ପ୍ରାୟ ୫୦ଜଣ ସ୍କୁଲ ପିଲା ଏବେବି ଏକ ବହିଯାଉଥିବା ନାଳ ପାରହୋଇ ନିଜ ଜୀବନକୁ ବାଜିଲଗାଇ ପାର ହେଉଛନ୍ତି।ବର୍ଷାଋତୁ ଆସିଲେ ପିଲାମାନଙ୍କର ଏହିଭଳି ଅସୁବିଧା ବୃଦ୍ଧିପାଏ।ପିଲାମାନେ ସାଇକେଲରେ ନାଳ ପାଖକୁ ଯାଆନ୍ତି।ସେଠାରେ ସାଇକେଲଛାଡି ଆଣ୍ଠୁଏ ପାଣିରେ ନାଳ ପାରହୁଅନ୍ତି।ଏହାପରେ ସେମାନେ ସ୍କୁଲରେ ପହଞ୍ଚିବାପାଇଁ ପ୍ରାୟ ଦୁଇ […]

ସୋଇଛି ଜନ୍ତୁ ବିଭାଗ

…ବାରଙ୍ଗ,୨୪।୭ (ଏସଏସନିଉଜ) ପ୍ରାଣୀ ଉଦ୍ୟାନ ର ୬୧ ନମ୍ବର ଖୁଆଡରେ ଜୀବନ ମରଣ ସହ ସଂଗ୍ରାମ କରୁଛି ୧୦ ବର୍ଷୀୟା ମାଈ ଜଳହସ୍ତୀ। ମୁହଁ ମାଡି ପଡିଛି, ସପ୍ତାହ ହେଲା ପାଣିରୁ ବାହାରୁନି କି କିଛି ଖାଉନି।ପାଣି ରେ ରହୁଥିବାରୁ ଚିକିତ୍ସା ପାଇ ପଶୁ ଚିକିତ୍ସକଙ୍କ ଚିନ୍ତା ବଢ଼ିଯାଇଛି କିନ୍ତୁ ପାଣିରୁ କିଭଳି ବାହାର କରାଯିବ ସେଥିପାଇଁ ଅନାଗ୍ରହ ଭାବେ ବସି ରହିଛି ଜନ୍ତୁବିଭାଗ। ଏହି ଜଳହସ୍ତୀ ଟି ପାଣିରୁ ବାହାରୁ ନଥିବାରୁ CWC ସହ ଭିଡିଓ […]

ବିବାହ ବରଯାତ୍ରୀରେ ମାରଣାନ୍ତକ ଆକ୍ରମଣ

କଟକ,୨୨।୭(ଏସଏସନିଉଜ)ମଙ୍ଗଳବାର ରାତିରେ ଏକ ବିବାହ ବରଯାତ୍ରୀରେ ହୋଇଥିବା ମାରଣାନ୍ତକ ଆକ୍ରମଣ ଘଟଣାରେ ବାରଙ୍ଗ ଥାନା ପୋଲିସ ୩ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।ସେମାନେ ହେଲେ ବିଦ୍ୟାଧରପୁର ଗ୍ରାମର ବିଜୟ ବେହେରା (୫୬)ଜଗୁ ଓରଫ ଜଗନ ବେହେରା (୧୯) ଏବଂ ବିଶ୍ୱଜିତ ବେହେରା ଓରଫ ବଣ୍ଟି (୨୬)। ପ୍ରକାଶ ଯେ,ବାରଙ୍ଗ ଥାନା ଅଧୀନସ୍ଥ ବିଦ୍ୟାଧରପୁର ଗ୍ରାମରେ ମଙ୍ଗଳବାର ରାତିରେ ଗ୍ରାମକୁ ଆସିଥିବା ଏକ ବିବାହ ବରଯାତ୍ରୀରେ ଠେଲାପେଲାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।ଏଥିରେ ମହିମା ରାଉତ […]

କିଟ- ଦାରୁଠେଙ୍ଗ ରାସ୍ତାରେ ୫ଫୁଟର ପାଣି

ଭୁବନେଶ୍ୱର,୨୨।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଦାରୁଠେଙ୍ଗ ଗ୍ରାମର ଶେଷ ମୁଣ୍ଡରେ କୀଟକୁ ସଂଯୋଗ କରୁଥିବା ରାସ୍ତା ଉପରେ ୫ଫୁଟ ଉଚ୍ଚର ପାଣି ଚାଲିବାରୁ ଏହି ରାସ୍ତା ଦେଇ ଯାତାୟାତ ଠପ୍ ହୋଇଯାଇଛି।ମଙ୍ଗଳବାର ଠାରୁ ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ବର୍ଷା ଜଳ ପ୍ରବାହିତ ଠିକ୍ ଭବେ ହୋଇନପାରିବାରୁ ଦାରୁଠେଙ୍ଗ କୀଟ ରାସ୍ତା ଉପରେ ୫ ଫୁଟ ଉଚ୍ଚରେ ପାଣି ଚାଲିଛି।ଗୋଟେପଟେ ଏହି ରାସ୍ତାଦେଇ ଯାତାୟତ ଠପ ହୋଇଯାଇଛି ଓ ଅନ୍ୟପଟେ ଏହି ରାସ୍ତା କଡରେ ଗଢି ଉଠିଥିବା ପାରାଡାଇଜି ନଗରଟି […]

ଜାମୁଝରି ମୁକ୍ତାକାଶରେ ବଢ଼ିଲେ କଏଦୀ

ମେଣ୍ଢାଶାଳ,୨୨।୭(ଏସଏସନିଉଜ)ଛତାବର ଗ୍ରାମପଞ୍ଚାୟତର ଜାମୁଝରି ଠାରେ ଥିବା ମୁକ୍ତାକାଶ କାରାଶ୍ରମ ପରିସରରେ ଏବେ କଏଦି ସଂଖ୍ୟା ବୃଦ୍ଧି ଘଟି ୪୦ରେ ପହଞ୍ଚିଛି।ପୂର୍ବରୁ ଏହି କାରାଶ୍ରମରେ ୧୯ଜଣ କଏଦୀ ରହୁଥିଲେ।ଗତ ସପ୍ତାହରେ ରାଜ୍ୟର ବିଭିନ୍ନ ଜେଲ୍ ରୁ ନୂତନ ରୂପେ ୨୧ଜଣ କଏଦୀ ଏଠାରେ ଆସି ପହଞ୍ଚିବାପରେ ସଂଖ୍ୟା ବୃଦ୍ଧି ଘଟିଛି। ୨୦୦୩ମସିହାରେ ଆରମ୍ଭ ହୋଇଥିବା ଏହି ମୂକ୍ତାକାଶ କାରାଶ୍ରମକୁ ପୂର୍ବରୁ ନୟାଗଡ଼ ଅଞ୍ଚଳର କେତେକ ଡ଼କାୟତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟାୟକଙ୍କ ନିକଟରେ ଆତ୍ମସମର୍ପଣ କରି ଏହି ନିର୍ମାଣାଧୀନ […]

ରାସ୍ତାରେ ପଡ଼ିଲା ବିରାଟ ଗଛ

ବାରଙ୍ଗ, ୨୧|୦୭ (ଏସଏସନିଉଜ) ବାରଙ୍ଗ ବ୍ଲକ ମୁଣ୍ଡୁଳିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ସାମ୍ନା ମୁଖ୍ୟ ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଏକ ବିରାଟ ଗଛ ଉପୁଡି ପଡିଥିଲା। ଫଳରେ ଉକ୍ତ ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ଉଭୟ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଥିଲା।ଏ ନେଇ ସ୍ଥାନୀୟ ଲୋକେ ବାରଙ୍ଗ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ। ଖବର ପାଇ ପ୍ରକାଶ ପାତ୍ରଙ୍କ ନେତୃତ୍ବରେ ଅଗ୍ନିଶମ ବାହିନୀର ଏକ […]

ସରିଲା ରଥଟଣା

ଭୁବନେଶ୍ୱର,୧୬।୭(ଏସଏସନିଉଜ)ଆଜି ପାଇଁ ମହାପ୍ରଭୁଙ୍କ ରଥଟଣା ସରିଲା।ମାର୍କେଟ୍‌ ଛକରେ ଅଟକିଲା ବଳଭଦ୍ରଙ୍କ ତାଳଧ୍ବଜ।ମରିଚିକୋଟଛକରେ ଅଟକିଲା ସୁଭଦ୍ରାଙ୍କ ଦର୍ପଦଳନ।କାଳିଆସାଆନ୍ତଙ୍କ ନନ୍ଦିଘୋଷ ଅଳ୍ପବାଟ ଗଡ଼ି ଅଟକିଲା।କାଲି ପୁଣିଥରେ ଟଣାଯିବ ମହାପ୍ରଭୁଙ୍କ ୩ରଥ।

ଚିଙ୍ଗୁଡ଼ି କମ୍ପାନୀର କର୍ମଚାରୀଙ୍କୁ ଠିକାଦାରର ଆକ୍ରମଣ

ଭୁବନେଶ୍ୱର,୧୫ା୭(ଏସଏସନିଉଜ) ଚିଙ୍ଗୁଡ଼ି କମ୍ପାନୀରେ କାମ କରି ଘରକୁ ଫେରୁଥିବାବେଳେ ସଙ୍ଗବଦ୍ଧଭାବେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଚନ୍ଦନ ବାରିକ, ବୌଦ୍ଧ ଜିଲ୍ଲାର ବାସିନ୍ଦା । ସେ ଚନ୍ଦକା ଥାନା ଅଧୀନ ଫ୍ଲେମିଙ୍ଗୋ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ ଏବଂ କମ୍ପାନୀ ହଷ୍ଟେଲରେ ରହୁଥିଲେ । ଗତ ୧୯.୦୬.୨୦୨୬ ତାରିଖରେ ସେ ଡ୍ୟୁଟି ସାରି ହଷ୍ଟେଲକୁ ଫେରୁଥିବା ବେଳେ ଠିକାଦାର […]

ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ ,୧ଗିରଫ

ଭୁବନେଶ୍ୱର,୧୫ା୭(ଏସଏସନିଉଜ) ଜଣେ ଭିନ୍ନକ୍ଷମ ବ୍ୟକ୍ତି କରୁଥିବା କୁକୁଡାଫାର୍ମକୁ ବିରୋଧ କରି ଚାନ୍ଧା ମାଗିବା ଓ ନଦେଲେ ବନ୍ଧୁକ ଦେଖାଇ ହତ୍ୟା କରିବାକୁ ଧମକ ଦେବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି ।ସିଏ ହେଉଛନ୍ତି ଚନ୍ଦକାଥାନା ଅଧିନସ୍ଥ ପାଇକେରାପୁର ଗ୍ରାମର ବାଦଲ ମାଳିଆା ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପାଇକରାପୁର ବାସିନ୍ଦା ଏବଂ ସେ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ତାଙ୍କର ସାନ ଭାଇଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଅଭିଯୋଗକାରୀଙ୍କ ଉପରେ ଘରର […]

ଉନ୍ମୋଚନ ହେଲା ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି ସମର୍ପଣ

ଭୁବନେଶ୍ୱର,୧୫।୭(ଏସଏସନିଉଜ)ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଦାନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ, ସୁବିଧାଜନକ କରିବା ଦିଗରେ ରାଜ୍ୟ ସରକାରଙ୍କ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍‌ର ଶୁଭ ଉନ୍ମୋଚନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ଵାରା ହୋଇଯାଇଛି। ଏହି ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଦେଶ ଓ ବିଦେଶରେ ବସବାସ କରୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀ ଏବଂ ଭକ୍ତମାନେ ଯେକୌଣସି ସ୍ଥାନରୁ, […]