ଅମିତସାହାଙ୍କ କଟକ ଗସ୍ତ ପାଇଁ ବାରଙ୍ଗ ବିଜେପିର ବୈଠକ
ବାରଙ୍ଗ,୬/୮(ଏସଏସନିଉଜ)ରାଷ୍ଟ୍ରୀୟ ଗୃହମନ୍ତ୍ରୀ ଅମିତ ସାହାଙ୍କ ଆସନ୍ତା ସୋମବାର ଦିନ କଟକ ଗସ୍ତକୁ ନେଇ ବାରଙ୍ଗ ବିଜେପି ପକ୍ଷରୁ ତ୍ରିଶୁଳିଆ ସ୍ଥିତ ବିସ୍ମୟ ମଣ୍ଡପ ଠାରେ ଶନିବାର ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀଙ୍କ ଆହ୍ବାନ କ୍ରମେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ବାରଙ୍ଗ ୩୨ ନଂ ଜୋନର ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।ରାଷ୍ଟ୍ରୀୟ ଗୃହମନ୍ତ୍ରୀଙ୍କ କଟକ ଗସ୍ତ ସମୟରେ କିପରି ବହୁ ସଂଖ୍ୟାରେ କାର୍ୟ୍ୟକର୍ତ୍ତା […]