ବଢୁଛି ଆମେରିକା-ଚୀନ ବିବାଦ

ଭୁବନେଶ୍ୱର,୬/୮(ଏସ ଏସ ନିଉଜ)ଆମେରିକା ସହ କଥାବାର୍ତ୍ତା ବନ୍ଦ କଲା ଚୀନ।ମିଲିଟାରୀ କମାଣ୍ଡର ବୈଠକ ବାତିଲ କଲା ଚୀନ।ଜଳବାୟୁ ପରିବର୍ତ୍ତନ ସଂପର୍କିତ କଥାବାର୍ତ୍ତା ବି ବାତିଲ କରିଛି।କ୍ରସ୍ ବର୍ଡର କ୍ରାଇମ, ଡ୍ରଗ୍ସ କାରବାର ସଂପର୍କିତ ଆଲୋଚନା ମଧ୍ୟ ବନ୍ଦ କରିଥିବାର ଜଣାପଡିଛିବେଜିଂର ନିଷ୍ପତ୍ତିକୁ ଦାୟିତ୍ବହୀନ କହିଛି ୱାଶିଂଟନ।

Comments (0)
Add Comment