Browsing category

ରାଜନୀତି

ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୧(ଏସଏସନିଉଜ)ପୁରୀ ବାଲିସାହି ଶ୍ୱେତଗଙ୍ଗାଠାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି ବୋଲିସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ।ଫେବ୍ରୁଆରୀ ୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ପିଣ୍ଡଦାନ କରିବେ।ପିଣ୍ଡଦାନ ପରେ ୭ଟା ୪୦ରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ। ସିଂହଦ୍ୱାରଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ସ୍ବାଗତ କରିବେ।ଗର୍ଭଗୃହ ଭିତରକୁ ଯାଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବେ।ସେଦିନ ସକାଳ ୪ଟା ସୁଦ୍ଧା ଜୟବିଜୟ ଦ୍ୱାରଫିଟା ନୀତି କରାଯିବ।ସୁରକ୍ଷା ଦୃଷ୍ଟି କୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀମନ୍ଦିର ଶୋଧ କରାଯିବ।କୌଣସି ଭକ୍ତ […]

ଆରମ୍ଭ ହେଲା ଖଣ୍ଡଗିରି ଯାତ୍ରା ମହାକୁମ୍ଭ,

ଭୁବନେଶ୍ୱର,୨୭।୧(ଏସଏସନିଉଜ)ଆଜିଠାରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ ଆରମ୍ଭ ହୋଇଛି।ଖଣ୍ଡଗିରିରିରେ ନାଚିବେ ମୋଟ ୧୫ଟିପାର୍ଟି। ୭ଟି ପେଣ୍ଡାଲରେ ୧୨ଦିନ ଧରି ଚାଲିବ ଯାତ୍ରା ମହୋତ୍ସବ। ଆଜିଠାରୁ ପ୍ରଥମ ପର୍ଯ୍ୟାୟରେ ଯାତ୍ରା ମୈଦାନକୁ ଓହ୍ଲାଇଛନ୍ତି ୪ଟିପାର୍ଟି।ଅଶ୍ଳୀଳନୃତ୍ୟ କଲେ ସରକାରୀ ଠେଙ୍ଗା ବାଜିବା ନେଇ ଚେତାବନୀ ଦିଆଯାଇଛି।ଅମାନିଆ ହୋଇ ଅଶ୍ଳୀଳନୃତ୍ୟ କଲେ ବାଜିବ ସରକାରୀଠେଙ୍ଗା ବୋଲି ଆଗୁଆ ଚେତାଇ ଦେଲେ ବିଧାୟକ ବାବୁ ସିଂ।ଏନେଇ ପୂର୍ବରୁ ସବୁ ଯାତ୍ରାକମିଟି ସହ ଆଲୋଚନା ହୋଇଛି।ଅଶ୍ଳୀଳନୃତ୍ୟକୁ ଆଦୌ ପ୍ରଶୟ ନଦେବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।ଅନ୍ୟପଟେ ପୋଲିସପକ୍ଷରୁ […]

ଏଣିକି PUCC ନଥିଲେ ବି ମିଳିବ ପେଟ୍ରୋଲ

ଭୁବନେଶ୍ୱର,୨୭।୧(ଏସଏସନିଉଜ) ଏଣିକି PUCC ନ ଥିଲେ ବି ମିଳିବ ପେଟ୍ରୋଲ। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର। ଓକିଲ ରଞ୍ଜନ ରାଉତଙ୍କ ଯୁକ୍ତି ପରେ ହାଇକୋର୍ଟ ସରକାରଙ୍କୁ ଏ ନିୟମ ପ୍ରତ୍ୟାହୃତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। PUCC ନଥିଲେ ପେଟ୍ରୋଲ୍‌ ମିଳିବନି ନିର୍ଦ୍ଦେଶ ପ୍ରତ୍ୟାହୃତ ହୋଇଛି।ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲେ ସରକାର।ପେଟ୍ରୋଲ ପମ୍ପ୍‌ଗୁଡ଼ିକ କେବଳ PUCC ପାଇଁ କହିପାରିବେ କିନ୍ତୁ ସମସ୍ତ ଚାଲାଣ ଭରିବାକୁ ବାଧ୍ୟ କରିପାରିବେନାହିଁ ସରକାର।ଏନେଇ ବାହାନ ପୋର୍ଟାଲରେ ସଂଶୋଧନ […]

ସବୁଠି ଉଡ଼ିଲା ତ୍ରିରଙ୍ଗା

ଭୁବନେଶ୍ୱର, ୨୬।୧ (ଏସଏସନିଉଜ) ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉଡିଛି ତ୍ରିରଙ୍ଗ।ବହୁ ଉସାହ ଓ ଉଦ୍ଦୀପନାର ସହ ରାଜ୍ୟବାସୀ ପାଳିଛନ୍ତି ୭୭ତମ ସାଧାରଣତନ୍ତ୍ର ଦିବସ। ବାରଙ୍ଗ ପ୍ରେସକ୍ଳବ୍ – ବାରଙ୍ଗ ପ୍ରେସକ୍ଳବରେ ବରିଷ୍ଠ ସାମ୍ବାଦିକ ତଥା କ୍ଳବରସଭାପତି ଲିଙ୍ଗରାଜରାଉତ ପତାକା ଉତୋଳନ କରିଥିଲେ।ଏହି ଅବସରରେ କ୍ଳବର ସମ୍ପାଦକ ତ୍ରିଲୋଚନଦାସ, ପ୍ରକାଶଚନ୍ଦ୍ରସାହୁ,କୃଷ୍ଣଚନ୍ଦ୍ରସାଇଁ, ଅଜୟ ରାଉତ,ଦେବେନ୍ଦ୍ରସାହୁ, ଗୌତମରାଉତ,ଶେଖ ଅବଦୁଲ ମୁନାବ, ସଚିଦାନନ୍ଦପଢିହାରୀ,ଜିତେନ୍ଦ୍ରସାସମଲ, ଲୋଚନ ମୁଦୁଲି,ଶୁଶାନ୍ତରାଉତ ପ୍ରମୁଖ ଯୋଗଦାନ କରିଥିଲେ। ମୁକ୍ତାକାଶ କାରାଶ୍ରମ-ଜାମୁଝରିସ୍ଥିତ ମୁକ୍ତାକାଶ କାରାଶ୍ରମ ପରିସରରେକାରାଗାରର ଅଧ୍ୟକ୍ଷୀକା […]

ଆଉ ନାହାନ୍ତି…

ଭୁବନେଶ୍ୱର,୨୫।୧(ଏସଏସନିଉଜ)ଓଲିଉଡର ବିଶିଷ୍ଠ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାରଙ୍କ ପରଲୋକ ଘଟିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଗଭୀର ଶୋକ ଏକ୍ସରେ ପୋଷ୍ଟ କରି କହିଛନ୍ତି ମଜୁମଦାରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ଚନ୍ଦ୍ରଭାଗାରେ ବୁଡ ପକାଇଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର,୨୫।୧(ଏସଏସନିଉଜ) ଶନିବାର ଷଷ୍ଠୀ ରାତି ୯ଟାରେ ତିନିଠାକୁର ନିଜନିଜ ଆସ୍ଥାନରୁ ବାହାରି ବିମାନବିଜେ କରିଥିଲେ।ମନ୍ଦିରରୁ ପାଟପଟୁଆରେ ଶ୍ରୀଶ୍ରୀ ତ୍ରୀବେଣୀଶ୍ବର, ଇଶାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାକୁଅର୍କକ୍ଷେତ୍ରର ତୀର୍ଥ ପୁଷ୍କରିଣୀକୁ ଅଣା ଯାଇଥିଲା।ରାତି ୩ଟାରେ ତିନିଠାକୁରଚନ୍ଦ୍ରଭାଗା ତୀର୍ଥମଣ୍ଡପରେ ପହଁଚିଥିଲେ । ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ଶେଷ ପରେ ସପ୍ତମୀତୀଥିରେ ପବିତ୍ର ତୀର୍ଥଜଳରେ ତିନିଠାକୁର ମହାସ୍ନାନ ହୋଇଥିଲା ।ଏହାପରେ ଅପେକ୍ଷାରତ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନେ ତୀର୍ଥ ଜଳରେ ବୁଡ ପକାଇଥିଲେ।ହଜାରହଜାର ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ପବିତ୍ର […]

ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ଵର,୨୪।୧(ଏସଏସନିଉଜ)ରାଜ୍ୟରେ ଆଗୁଆ ପଞ୍ଚାୟତ ନିର୍ବାଚନ ହେବା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।ଜନଗଣନା ପାଇଁ ଆଗୁଆ ପଞ୍ଚାୟତନିର୍ବାଚନ ହେବାର ସମ୍ଭାବନା ରହିଛି।ନିର୍ଦ୍ଧାରିତ ସମୟର ୨ରୁ ୩ମାସ ପୂର୍ବରୁ ହୋଇପାରେ ପଞ୍ଚାୟତ ନିର୍ବାଚନ।ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଟାସ୍କଦେଲେ ରାଜ୍ୟସଭାପତି ସାମଲ।୬ ମାସ ଭିତରେ ଅଧୁରାକାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୨।୧(ଏସଏସନିଉଜ)ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ।ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ରିଟର୍ଣ୍ଣିଂଅଫିସର ନିଯୁକ୍ତିଲାଗି ପ୍ରସ୍ତାବ ମାଗିଛନ୍ତି ନିର୍ବାଚନ କମିଶନ।ଓଡ଼ିଶାସମେତ ୧୦ରାଜ୍ୟରେ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନକମିଶନଙ୍କ ପକ୍ଷରୁ ଚିଠି ଆସିଛି।ମହାରାଷ୍ଟ୍ରର ୭,ତାମିଲନାଡୁ,ବିହାରର୬,ପଶ୍ଚିମବଙ୍ଗର ୫,ଆସାମର୩, ତେଲଙ୍ଗାନା, ଛତିଶଗଡ଼ , ହରିୟାଣାର ୨ଟି,ଓଡ଼ିଶାର ୪ଟି ଓ ହିମାଚଳପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି।ଆସନ୍ତା ଏପ୍ରିଲ ୨ତାରିଖରେ ସରୁଛି ଓଡ଼ିଶାର ୪ସାଂସଦଙ୍କ କାର୍ଯ୍ୟକାଳ ।ସେମାନେ ହେଲେ ମୁନ୍ନାଖାଁ, ନିରଞ୍ଜନ ବିଶି, ମମତାମହନ୍ତ ଓ ସୁଜିତ୍ […]

ଦିନିକିଆ ସେମିନାର

କଟକ, ୨୦।୧(ଏସଏସନିଉଜ) ବାରଙ୍ଗସ୍ଥିତ କୁଞ୍ଜବିହାରୀ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଦ୍ବାରା ମଙ୍ଗଳବାର ଦିନ ଏକ ରାଜ୍ୟସ୍ତରୀୟ ଦିନିକିଆ ସେମିନାର ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପିକା ଡକ୍ଟର ପ୍ରଣମିତା ପତିଙ୍କ ପରିଚାଳନାରେ ଆୟୋଜିତ ସଭାରେ ଇଂରାଜୀ ଭାଷା ଓ ସାହିତ୍ୟର ପ୍ରାଧ୍ୟାପକ ପ୍ରଫେସର ବସନ୍ତ କୁମାର ମିଶ୍ର,ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ମାନସରଂଜନ ଦାଶମିଶ୍ର, ରାଜନୀତି ବିଭାଗର ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୀତା, ଦ୍ରୌପଦୀ ଏବଂ ଶକୁନ୍ତଳାଙ୍କ ବିଷୟରେ ସବିଶେଷ […]

ଭାରତୀୟ ଜ୍ଞାନ ପରମ୍ପରା ଉପରେ କର୍ମଶାଳା

ଚନ୍ଦ୍ରଶେଖରପୁର,୨୦।୧(ଏସଏସନିଉଜ)ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ ଆଧାରିତ ଭାରତୀୟ ଜ୍ଞାନ ପରମ୍ପରା ବିଷୟରେ ଏକ-ଦିବସୀୟ କାର୍ଯ୍ୟଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଗବେଷଣା କେନ୍ଦ୍ର, ଭୁବନେଶ୍ବରର ସହଯୋଗ ଓ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର, ସମ୍ବଲପୁର ଏବ‍ଂ ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ, ଓଡ଼ିଶାର ଶୈକ୍ଷିକ ଅଂଶୀଦାରରେ ଅନୁଷ୍ଠିତ ଏହି କାର୍ଯ୍ୟଶାଳାକୁ ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର ଉଦଘାଟନ କରିଥିବା ବେଳେ ସଂସ୍କୃତ ବିଶେଷଜ୍ଞ, ଡ଼ଃ ଗୋପାଳ […]