ରାଜଧାନୀ ଉପକଣ୍ଠରେ ବିଧାୟକ ,ସାଂସଦଙ୍କ ଦ୍ଵାରା ଅଖିମୁଠୀ ଅନୁକୂଳ
ଭୁବନେଶ୍ୱର,୨୯।୪(ଏସଏସନିଉଜ)ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀ ମାନେ କ୍ଷେତରେ ପୂଜାର୍ଚନା କରି ଅଖି ମୁଠି ଅନୁକୂଳ କରିଥାନ୍ତି। ଏହାସହ ଆଜିର ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଇଁ ରଥକାଠ ମଧ୍ୟ ଅନୁକୂଳ ହୋଇଥାଏ। ଏହି ପବିତ୍ର ଦିନରେ ଭୁବନେଶ୍ୱର ଉତ୍ତର ବିଜୁ ଜନତା ଦଳ ପକ୍ଷରୁ କଲ୍ୟାଣପୁର ସୋମନାଥମଠ ଠାରେ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିଲେ। ପ୍ରଥମେ ମା […]