Browsing category

ରାଜନୀତି

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଭୁବନେଶ୍ୱର,୨୦।୧(ଏସଏସନିଉଜ)ଚନ୍ଦକା ଗ୍ରାମ ପଂଚାୟତର ସରପଞ୍ଚ ଅଜୟ ବେହେରାଙ୍କ ବିରୋଧରେ ୮ଜଣ ୱାର୍ଡ ସଭ୍ୟସଭ୍ୟାମାନେ ମଙ୍ଗଳବାର ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି।ଚନ୍ଦକା ପଂଚାୟତରେ କୌଣସି ଉର୍ନତିମୂଳକ କାର୍ଯ୍ୟ ନହେବା ସହ ବିଭିନ୍ନ ଦୁର୍ନତି ଉପରେ ଅଭିଯୋଗ ଆଣିବା ସହ ଅନାସ୍ତା ପ୍ରସ୍ତାବ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।ସରର୍ମ୍ପଚ ଦୀର୍ଘ ମାସ ହେବ ପଂଚାୟତର କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ଉଠାଇଛନ୍ତି । ଏପରିକି ନିର୍ଦ୍ଧାରିତ କୌଣସି ବୈଠକରେ ମଧ୍ୟ ଯୋଗ ଦେଉନାହାନ୍ତି […]

୨୦୨୭ରେ ପଞ୍ଚାୟତ ଓ ପୌରନିର୍ବାଚନ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ଆସନ୍ତା ବର୍ଷ ୨୦୨୭ ଜାନୁଆରୀ – ଫେବୃଆରୀରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ । ରାଜ୍ୟ ନିର୍ବାଚନକମିଶନର ପ୍ରସ୍ତୁତିବୈଠକ ଅବସରରେ ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ,କାର୍ଯ୍ୟକାଳ ସରୁଥିବାରୁ ନୂଆନିର୍ବାଚନ ହେବ । ସେହି ନିର୍ବାଚନପାଇଁ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଘରକୁ ଘର ବୁଲି ଭୋଟର ସର୍ଭେ କରାଯିବ। ଆସନ୍ତା ମାର୍ଚ୍ଚସୁଦ୍ଧା ସରିବ ଭୋଟର ସର୍ଭେ ।ଜନଗଣନା ପାଇଁ ମାସେ ବିଳମ୍ବିତ ହୋଇପାରେ ଭୋଟର୍ ସର୍ଭେ । ଏସଆଇଆର ସହ ଏହି ସର୍ଭେର […]

ବଢ଼ିଲା ଅଡୁଆ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ବଢ଼ିଲା ଭଣ୍ଡାରିପୋଖରୀ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ।ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଭଦ୍ରକ SPଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲା ଅର୍ଥନୈତିକ ଅପରାଧ ଶାଖା।୬ ବର୍ଷରେ ଏତେ ସମ୍ପତିର ଅଧିକାରୀ କିପରି ହେଲେ ସେନେଇ ହେବ ତଦନ୍ତ।ନିର୍ବାଚନୀ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ହୋଇଥିଲା।

ନବୀନଙ୍କୁ ଭେଟିଲେ ଅଖିଳେଶ

ଭୁବନେଶ୍ୱର,୧୭।୧(ଏସଏସନିଉଜ)ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓଡ଼ିଶା ଗସ୍ତରେ ଆସିଛନ୍ତି। ନବୀନ ନିବାସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଅଖିଳେଶ।

ବିଜେଡିରୁ ବିଦାହେଲେ ଦୁଇ ବିଧାୟକ

ଭୁବନେଶ୍ୱର,୧୫।୧(ଏସଏସନିଉଜ)ବିଜେଡିରୁ ବିଦାହେଲେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର।ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ସେମାନେ ହେଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର।ନବୀନ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । କେନ୍ଦୁଝରର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ପାଇଁ ବିକାଶ କରିବେ ବୋଲି ଗତକଲି ସନାତନ କେନ୍ଦୁଝରର ଏକ ସଭାରେ କହିଥିଲେ।ତେବେ ଅରବିନ୍ଦଙ୍କୁ ନିଲମ୍ବନ […]

ସାମ୍ୱାଦିକଙ୍କ ପିତୃ ବିୟୋଗ

କଟକ,୧୪।୧ (ଏସଏସନିଉଜ) ବାରଙ୍ଗ ଅଞ୍ଚଳର ବେଶ୍ ଜଣାଶୁଣା ତଥା ବରିଷ୍ଠ ସାମ୍ବାଦିକ ଶେଖ୍ ଅବଦୁଲ ମୁନାବଙ୍କ ପିତୃ ବିୟୋଗ ବୁଧବାର ଅପରାହ୍ନରେ ହୋଇଛି। ସାରା ରାଜ୍ୟରେ ପବିତ୍ର ମକର ସଂକ୍ରାନ୍ତି ପାଳନ କରାଯାଉଥିବା ବେଳେ ତାଙ୍କ ପିତା ଶେଖ ଅବଦୁଲ ୱହାବ ୯୦ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ବାରଙ୍ଗ ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ତାଙ୍କର ଖ୍ୟାତି ରହିଥିଲା। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ବୁଧବାର ଅପରାହ୍ନରେ ତାଙ୍କ […]

ଓକିଲସଂଘର ବାର୍ଷିକ ବଣଭୋଜି

କଟକ, ୧୨।୧(ଏସଏସନିଉଜ) ରବିବାର ଦିନ ଚୂଡଙ୍ଗ ନିକଟସ୍ଥ ମାସାରଙ୍ଗେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ବାରଙ୍ଗ ଓକିଲସଂଘର ବାର୍ଷିକ ବଣଭୋଜି ଓ ବନ୍ଧୁମିଳନ ଅନୁଷ୍ଟିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ହାଇକୋର୍ଟ ବାରଆସୋସିଏସନର ସଭାପତି ମନୋଜ କୁମାର ମିଶ୍ର, ସଂଘ ସଭାପତି ପ୍ରଭାତ କୁମାର ଲେଙ୍କା, ଉପ-ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବ୍ରତ ମହାପାତ୍ର, କୋଷାଧ୍ୟକ୍ଷ ବିଜୟ କୁମାର ବସ୍ତିଆ, ପ୍ରମୋଦ କୁମାର ଦାସ ସୁଶ୍ରୀ ପିଙ୍କି ଜେନା, ରୋହନ ଜେନା, ଅକ୍ଷୟ କୁମାର ପତି, ସୁବର୍ଣ୍ଣ କେଶରୀ […]

ଗାଡି ଚାଳକଙ୍କ ପାଇଁ ବଡଖବର

ଭୁବନେଶ୍ୱର,୧୨।୧(ଏସଏସନିଉଜ)ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ‎ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ଓ ମୋଟର ଯାନ ଆଇନ ଅନୁଯାୟୀ ‎ପ୍ରଦୂଷଣ ଯାଞ୍ଚ ବାଧ୍ୟତାମୂଳକ ଓ ଏଥିପାଇ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହଭିତରେ ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଙ୍ଘନ ‎କରୁଛନ୍ତି।ଏ ଦିଗରେ ସଚେତନତା […]

ରାଉରକେଲାରେ ବିମାନ ଦୁର୍ଘଟଣା

ରାଉରକେଲା, ୧୦।୧(ଏସଏସନିଉଜ)ରାଉରକେଲାର ରଘୁନାଥପାଲିରେ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣବେଳେ କଂସର ଅଚଂଳରେ ବିମାନ କ୍ରାସ୍ ହୋଇଛି । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ପ୍ରକାସଯେ,ଶନିବାର ଦକ୍ଷିଣ ରାଉରକେଲାର କଂସର ଅଚଂଳରେ ଏକ ଛୋଟ ବିମାନ ଦୁର୍ଘଟଣା ଘଟିଛି । ଜରୁରୀ ଅବତରଣ ବେଳେ ପ୍ଲେନ୍ ଟି କ୍ରାସ୍ ହୋଇ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି । ଦୁର୍ଘଟଣା […]

ଆଜିର ରାଶିଫଳ

ଜାନୁଆରୀମାସ ୧୦ତାରିଖ ୨୦୨୬ମସିହା (ଶନିବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ସପ୍ତମୀ ଦିବା ଘ ୦୮/୦୬ଗେତେ ଅଷ୍ଟମୀ ,ନକ୍ଷତ୍ର-ହସ୍ତା ଦିବା ଘ୦୪/୦୯ ଗତେ ଚିତ୍ରା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୫୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୦୨ ,ଯୋଗିନୀ ବାୟବ୍ୟେ ଦିବା ଘ ୦୮/୦୬ ଗେତେ ଐଶାନ୍ୟେଞ୍ଚ ,ବୃଷରାଶିର ଘାତଚନ୍ଦ୍ର ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଆଦ୍ୟ ମୃତେ ଦ୍ଵୀପାଦ ଦିବା ଘ୦୮/୦୬ ଗତେ ଏକପାଦ ପୁସ୍କରଦୋଷ ,କାଳବେଳା-ଦିବାଘ୦୭/୫୦ ମଧ୍ୟେ ଓ ଘ୦୩/୫୭ ଗତେ ଘ୦୫/୨୦ମଧ୍ୟେ ,ବାରବେଳା- ଦିବା ଘ୦୧/୧୭ଗତେ ଘ୦୨/୪୦ମଧ୍ୟେ […]