Browsing category

ରାଜନୀତି

ଦୂତୀ ଚାନ୍ଦଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୩/୭(ଏସଏସନିୟୁଜ) ଟୋକିଓରେ ହେବାକୁ ଥିବା ଅଲିମ୍ପିକରେ ଦେଶର ପ୍ରତିନିଧିତ୍ୱ କରୁଥିବା ଭାରତୀୟ କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏହିଅବସରରେ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ସହ ମଧ୍ୟ କଥା ହୋଇଥିଲେ ।ଦୂତିଙ୍କ ପ୍ରସ୍ତୁତି ନେଇ ପଚାରି ବୁଝିବାସହ ଦୂତିଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ ।

ଫିଟିଲାନିମୂର୍ତ୍ତି ଚୋରି ରହସ୍ୟ

୧. କଳାହାଣ୍ଡିରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୧୩ଟି ମାମଲାର ଫଇସଲା ୨. ଚଣ୍ଡିଖୋଲ:୬ ମାସ ବିତିଲା, ମା’ କୋଟ୍ରାକ୍ଷୀ ମୂର୍ତ୍ତି ଚୋରି ରହସ୍ୟ ଫିଟିଲାନି । ୩. ଭାରତର ଅଗ୍ରଣୀ ଅଟୋମୋବାଇଲ୍ କଂପାନି ତଥା ଦୁନିଆର ସର୍ବବୃହତ୍ ଟ୍ରାକ୍ଟର୍ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକର ନୂଆ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ୪. ରବିବାର ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଛି । ବଜ୍ରପାତ […]

ପର୍ଯ୍ୟଟକଙ୍କ ମନ ଜିଣିବେ

୧-ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ ମହାବାହୁ, ରଥ-ପଥ ସବୁ ପ୍ରସ୍ତୁତ । ୨-ଉତ୍ତରପ୍ରଦେଶ ଏଟିଏସ୍‌କୁ ମିଳିଲା ବଡ଼ ସଫଳତା, ଲକ୍ଷ୍ନୌରୁ ୨ ସନ୍ଦିଗ୍ଧ ଆତଙ୍କୀ ଗିରଫ, ରାଜ୍ୟରେ ହାଇଆଲର୍ଟ ଜାରି । ୩-ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ପଞ୍ଜିକରଣ । ୪-କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ […]

ସଂସଦ ଘେରିବେ ଅନ୍ନଦାତା

୧. କେନ୍ଦ୍ର ଗୃହ ସଚିବଙ୍କ ସମୀକ୍ଷା: ହିଲ ଷ୍ଟେସନ ଓ ପର୍ଯ୍ୟଟନସ୍ଥଳୀରେ କୋଭିଡ ସଂକ୍ରମଣ ଚିନ୍ତା । ୮ଟି ରାଜ୍ୟ ସହ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ସମୀକ୍ଷା ବୈଠକ । ୨. ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସମୀକ୍ଷା। ଗୋଆ, ହିମାଚଳ ପ୍ରଦେଶ, କେରଳ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ। ୩. ୮ ରାଜ୍ୟର ମୁଖ୍ୟଶାସନ ସଚିବ, ଡିଜିପି ଓ ସ୍ବାସ୍ଥ୍ୟ ସଚିବଙ୍କ ସହ ସମୀକ୍ଷା, ମାସ୍କ […]

ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ

୧-ଟୋକନ୍‌ ପାଇ ଧାନ ବିକି ପାରିଲେନି ୨୦ ହଜାର ଚାଷୀ । ୨–ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ଟାଉନରେ ଲାଗିବ କର୍ଫ୍ୟୁ । ୧୧ ତାରିଖ ରାତି ୮ଟାରୁ ୧୩ ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ । ୩-ଦାୟିତ୍ୱ ନେଉ ନେଉ ନୂଆ ଫର୍ମୁଲା ଆଣି ଚର୍ଚ୍ଚାରେ ଅଶ୍ୱିନୀ ବୈଷ୍ଣବ । ଏଣିକି ରେଳମନ୍ତ୍ରାଳୟରେ ଦୁଇ ସିଫ୍ଟରେ ହେବ କାର୍ଯ୍ୟ । ୪-୧୩ରେ ଭାରତୀୟ ଆଥଲେଟଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି। ୫-ମନରେଗା ଶ୍ରମିକମାନଙ୍କୁ […]

ବୁଧବାର ଶପଥ ଗ୍ରହଣ କରିଥିବା କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗଗ ବଣ୍ଟନ କରାଯାଇଛି ।ତେବେ ଓଡିଶାରୁ ଦୁଇଜଣଙ୍କୁ ନୂଆ କରି ସାମିଲ କରାଯାଇଛି ।କେନ୍ଦ୍ର କ୍ୟାବିନେଟ ସଂପ୍ରସାରଣରେ ମୟୁରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ମିଳିଛି ଆଦିବାସୀ ବ୍ୟାପାର ଓ ଜଳଶକ୍ତି ବିଭାଗ । ପ୍ରଥମ ଥର ସାଂସଦ ହୋଇଥିବା ଟୁଡୁଙ୍କୁ ଏହି ଦୁଇ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଛି । କ୍ୟାବିନେଟ ମନ୍ତ୍ରୀ ଭାବରେ ସ୍ଥାନ ପାଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ ରେଳବାଇ ଓ ଆଇଟି […]

ବର୍ଷିଲେ ସିଦ୍ଧୁ

୧-ନୂଆ ରୂପରେ ମୋଦୀ ଟିମ୍‌; ଶପଥ ନେଲେ ୪୩ ମନ୍ତ୍ରୀ, ୩୬ ନୂଆ ମୁହଁ । ୨-ଓଡ଼ିଶାକୁ ୨ କ୍ୟାବିନେଟ୍‌, ଗୋଟିଏ ରାଷ୍ଟ୍ରମନ୍ତ୍ରୀ । ୩ -ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ସିଦ୍ଧୁ, କହିଲେ- ପଞ୍ଜାବକୁ ଦିଲ୍ଲୀ ମଡେଲ୍‌ର ଆବଶ୍ୟକତା ନାହିଁ । ୪-୬୪,୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ପ୍ରତ୍ୟେକ ପରିବାର ଆକାଉଣ୍ଟରେ ଜମା ହେଲା ୫୦୦୦ ଟଙ୍କା ୫-ପେଟିଏମ୍‌ର ଆଇପିଓ ପୂର୍ବରୁ କମ୍ପାନୀର ବୋର୍ଡରୁ ଇସ୍ତଫା ଦେଲେ […]

ଫୋନ ପାଇ ପହଁଚୁଛନ୍ତି ନେତା ।

୧ -ଆଜିହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ସନ୍ଧ୍ୟା ୬ଟାରେ ଶପଥ ନେଇପାରନ୍ତି ନୂଆ ମୁହଁ । ଫୋନ ପାଇ ଦିଲ୍ଲୀରେ ପହଁଚୁଛନ୍ତି ନେତା । ୨-କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ବଦଳିଲେ ୮ଟି ରାଜ୍ୟର ରାଜ୍ୟପାଳ ।ମଙ୍ଗୁଭାଇ ଛଗନ ଭାଇ ପଟେଲ-ମଧ୍ୟପ୍ରଦେଶ ରାଜ୍ୟପାଳ ।ଥାବର ଚନ୍ଦ ଗେହଲଟ – କର୍ଣ୍ଣାଟକ ରାଜ୍ୟପାଳ।ରମେଶ ବୈଶ – ଝାଡଖଣ୍ଡ ରାଜ୍ୟପାଳ।ବନ୍ଦାରୁ ଦତାତ୍ରେୟ – ହରିଆଣା ରାଜ୍ୟପାଳ।ସତ୍ୟଦେବ ନାରାୟଣ ଆର୍ଯ୍ୟ – ତ୍ରିପୁରା ରାଜ୍ୟପାଳ।ରାଜେନ୍ଦ୍ର […]

କୋଭିଡ୍ ମୃତ୍ୟୁ ପଛର ସତ କଣ ?

୧–ରାଜଧାନୀରେ ଚାଞ୍ଚଲ୍ୟ, ଭୀମଟାଙ୍ଗିରେ ମହିଳାଙ୍କୁ ବିଭତ୍ସ ହତ୍ୟା। ହତ୍ୟା ପରେ ଆତ୍ମହତ୍ୟା କରି ଅଭିଯୁକ୍ତ ଗୁରୁତର, କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି।ଡିସିପି ଉମାଶଙ୍କର ମିଶ୍ର କହିଲେ ମାଆ ଓ ପୁଅଙ୍କୁ ମାରି ଆତ୍ମହତ୍ୟା କରିବାକୁ ଆସିଥିଲା ଅଭିଯୁକ୍ତ। ସୌଭାଗ୍ୟ ବଶତଃ ବଞ୍ଚିଗଲା ୩ ବର୍ଷର ପୁଅ ୨-କୋଭିଡ୍ ମୃତ୍ୟୁ ପଛର ସତ କଣ ? କେମିତି ପ୍ରକାଶ ପାଉଛି ଦୈନିକ ମୃତ୍ୟୁ ସଂଖ୍ୟା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଜିଲ୍ଲାସ୍ତରରେ ଅଡିଟ୍ ହେବାପରେ ଦିଆଯାଉଛି ହିସାବ ୩-ଦ୍ୱିତୀୟ ଲହର […]

ଟିଏମସିରେ ସାମିଲ ହେଲେ ଅଭିଜିତ୍

ଭୁବନେଶ୍ୱର ୫/୭(ଏସଏସନିୟୁଜ) ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଙ୍ଗତ ପ୍ରଣବ ମୁଖାର୍ଜୀଙ୍କ ବଡପୁଅ ଅଭିଜିତ୍ ମୁଖାର୍ଜୀ ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କଂଗ୍ରେସ ଛାଡି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି । ଅଭିଜିତ୍ କଂଗ୍ରେସ ଛାଡିବା ପରେ ଦଳକୁ ବଡ ଝଟକା ଲାଗିଛି ।ସେ ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି। ଟିଏମସିରେ ମିଶିଥିବାରୁ ଦଳ ତାଙ୍କୁ ଜଙ୍ଗିପୁର […]