Browsing category

ରାଜନୀତି

ଚାଞ୍ଚଲ୍ୟକର ତଥ୍ୟ

୧-ଆସନ୍ତା ୨୧ରେ ଏକାଦଶ ଓ ୨୫ ତାରିଖରେ ଅଷ୍ଟମ ଶ୍ରେଣୀ ଖୋଲିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ଓପି ଜାରି କରୀ କରାଯାଇଛି। ଏକାଦଶ କ୍ଲାସ୍‌ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧ଟା ଯାଏ ଚାଲିବ। ସେହିପରି ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଅଷ୍ଟମ କ୍ଲାସ ହେବ। ଅଷ୍ଟମ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ। ୨-ଆସନ୍ତା ୨୦ରୁ ନଭେମ୍ବର ୬ ପର୍ଯ୍ୟନ୍ତ ଓଡ଼ିଶା ପରିକ୍ରମା କରିବ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ ’ […]

ଆରମ୍ଭରୁ ବିଭ୍ରାଟ

୧-ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌, ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କଲା SOP। ୨-କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଚଳିତ ବର୍ଷ ପାଳିବେନି ଜନ୍ମଦିନ। ଆଜି ୭୬ ବର୍ଷରେ ପଦାର୍ପଣ କରିବେ ନବୀନ। ୩-ଆରମ୍ଭରୁ ବିଭ୍ରାଟ, ନନ୍ଦନକାନନ ଟୟ ଟ୍ରେନରେ ଲାଗିଲା ନିଆଁ।ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ। ୪-ଓଡ଼ିଶାରେ ଏବେ ବାତ୍ୟା ନାହିଁ; ଲଘୁଚାପ ପ୍ରଭାବରେ ୧୭ଯାଏଁ ବର୍ଷା ସମ୍ଭାବନା। ୫-ଯାଜପୁର ବାଲିଚନ୍ଦ୍ରପୁର ବଜାରରୁ ମା’ […]

ଅନଲାଇନ୍ ଖେଳ ଏବେ ପାଲଟିଛି କାଳ

୧-ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ । ୨-ଅନଲାଇନ୍ ଖେଳ ଏବେ କାଳ ପାଲଟିଛି। ଅକାଳରେ ଯାଉଛି ପିଲାଙ୍କ ଜୀବନ। ଅନଲାଇନ୍ ପାଠ ପଢା ନାଁରେ ଘଣ୍ଟା ଘଣ୍ଟା ଧରି ଅନ୍ ଲାଇନ୍ ଗେମରେ ମାତୁଛନ୍ତି ଛାତ୍ର। ଆଉ ପରିବାର ଲୋକ ଆକଟ କଲେ ଆତ୍ମହତ୍ୟା କରିବାକୁ ପଛାଉନାହାଁନ୍ତି। ଗତ ୧୫ଦିନ ଭିତରେ ରାଜ୍ୟରେ ଅନଲାଇନ୍ ଗେମ୍ ଯୋଗୁ ଦୁଇ କଅଁଳ ଜୀବନ ଗଲାଣି। ସେପ୍ଟେମ୍ବର […]

ଇସ୍ତଫା ଦେଲେ ନବୀନ ନନ୍ଦ

ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ) ପୂର୍ବତନଚ ବିଧାୟକ ତଥା ଢ଼େଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ନିଜ ଇଚ୍ଛାରେ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବାସହ ତାଙ୍କ ଇସ୍ତଫା ପତ୍ର ମେଲ ଯୋଗେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇଛନ୍ତି ।ଏନେଇ ନବୀନ ନନ୍ଦ ଟ୍ୱିଟରରେ ସୂଚନା ଦେଇଛନ୍ତି ।

ଅସୁସ୍ଥ ହେଲେ ପୂବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ଭୁବନେଶ୍ୱର,୧୩/୧୦(ଏସ ଏସ ନିୟୁଜ)ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ ହେବା ପରେ ତାଙ୍କୁ ବୁଧବାର ସନ୍ଧ୍ୟାରେଏମ୍ସରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ଧରି ସେ ହାଲୁକା ଜ୍ୱରରେ ପୀଡିତ ଥିବାବେଳେ ହଠାତ୍ ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

କଂଗ୍ରେସ ଭବନରେ ଦୁଇ ଥର ଭଙ୍ଗାରୁଜା

ଭୁବନେଶ୍ୱର,୧୩/୧୦(ଏସ ଏସ ନିଉଜ)ଆଜି ସକାଳେ ରାଜ୍ୟ କଂଗ୍ରେସ ଭବନରେ କିଛି ଯୁବକ ଅଫିସ ତାଲାଭାଙ୍ଗି କଂଗ୍ରେସ ସଭାପତିଙ୍କ ଚ୍ୟାମ୍ବରରେ ବ୍ୟାପକ ଭଙ୍ଗାରୁଜା କରି ପଳାଇଯାଇଛନ୍ତି । ଅଫିସ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ଭଙ୍ଗାରୁଜା ହୋଇ ପଡିଛି ।ସମସ୍ତ ଜିନିଷ ଭାଙ୍ଗି ଏଣେ ତେଣେ ବିଛାଡି ହୋଇ ପଡିଛି । ଯୁବ କଂଗ୍ରେରେ ଗୋଷ୍ଠୀ ବିବାଦସହ କର୍ମୀ ଅସନ୍ତୁଷ୍ଟ କାରଣରୁ ଏପରି ହୋଇଥାଇପାରେ ବୋିଲି ଅନୁମାନ କରାଯାଉଛି। ତେବେକାହିଁକି ଭଙ୍ଗାରୁଜା ହେଲା,କିଏ ଓ କାହାର […]

ୟୁଟର୍ଣ୍ଣ ମାରିଲେ ନେତା

୧-ରାଜ୍ୟ କ୍ୟାବିନେଟ୍‍ ବୈଠକ ; ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା ।ଚିକିତ୍ସା ସୁବିଧା ବି ମିଳିବ । ୨-ଆରସିବି ବିରୋଧରେ କେକେଆର ବିଜୟୀ । ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଟିକେଟ୍ ପକ୍କା । ବୁଧବାର ଦିଲ୍ଲୀ ସହ ହେବ ମୁକାବିଲା । ୩-ପିଲାଏ ପଢ଼ୁଛନ୍ତି ଅନ୍ଧବିଶ୍ୱାସର ପାଠ, ୪ର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭ୍ରମାତ୍ମକ ତଥ୍ୟ । ୪-ମନୀଷ ହତ୍ୟା ଘଟଣାର ଶୀଘ୍ର ରହସ୍ୟ ଉନ୍ମୋଚନ […]

ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼

କେଉଁଝର,୧୦/୧୦(ଏସ ଏସ ନିୟୁଜ) କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ମିଟିଂ ସାରି ଫେରୁଥିବା ବେଳେ ବିଧାୟକଙ୍କ ଗାଡ଼ିକୁ କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟରେ ବୋମାମାଡ଼ ହୋଇଥିବା ନେଇ ଜଣାପଡ଼ିଛି। ବାଇକରେ ୨ ଦୁର୍ବୃତ୍ତ ଆସି ୨ଟି ବୋମାମାଡ଼ କରିଥିବା ସୂଚନା ମିଳିଛି।ବୋମାମାଡ଼ରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଅଛନ୍ତି। ତେବେ ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଛି।

ପ୍ରବାସୀ ଓଡ଼ିଆ ଛାନିଆଁ

୧. ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡ ଘଟଣା । କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ୨. ହିନ୍ଦୁମାନଙ୍କୁ ହେଉଥିବା ନୃଶଂସ ହତ୍ୟା ବିରୋଧରେ ବଜରଙ୍ଗଦଳ ବିଶ୍ବହିନ୍ଦୁ ପରିଷଦ କର୍ମିଙ୍କ ବିକ୍ଷୋଭ । ୩. ବିଜୁଳି ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସେ ଥର୍ମାଲ ପ୍ଲାଣ୍ଟରେ କୋଇଲାର ଅଭାବ ଏବଂ କୋଇଲା ଉପସ୍ଥିତ ଷ୍ଟକ ବିଷୟରେ ସୂଚନା ଦେଇଛନ୍ତି । ୪. ଜୟଦେବ ଭବନରେ ରାଜ୍ୟସ୍ତରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ […]

ମନରେ ରହିଗଲା ମାଆଙ୍କ ଜନ୍ମଦିନ ସେଲିବ୍ରେସନ୍

୧-ଫର୍ମକୁ ଫେରିଲେ ମୁମ୍ବାଇ ଇଣ୍ଡିଆନ୍ସର ଇଶାନ କିଶନ। ହାଇଦ୍ରାବାଦ ବିପକ୍ଷ ଶେଷ ମ୍ୟାଚ୍‌ରେ ଇଶାନ କିଶନ ବିସ୍ଫୋରଣ ବ୍ୟାଟିଂ କରି ମାତ୍ର ୧୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨-ବିଜୟ ସହ ନିଜର ଅଭିଯାନ ଶେଷ କଲା ମୁମ୍ବାଇ ଇଣ୍ଡିଆନ୍ସ, ମନୀଷ ପାଣ୍ଡେଙ୍କ ଅଧିନାୟକତ୍ଵ ଇନିଂସ ବେକାର . ୩-ଶେଷ ବଲ୍‌ରେ ଛକା ମାରି ଆରସିବିକୁ ଜିତାଇଲେ ଭରତ, ଚମକିଲେ ମ୍ୟାକ୍ସଓ୍ଵେଲ .। ୪-ହାଇଦ୍ରାବାଦ ଛାଡିଲେ ଡେଭିଡ୍ ଓ୍ଵାର୍ଣ୍ଣର, ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରୁ ବାଦ୍ ପଡିବା ପରେ […]