ଇସ୍ତଫା ଦେଲେ ନବୀନ ନନ୍ଦ

ଭୁବନେଶ୍ୱର, ୧୪/୧୦(ଏସଏସନିୟୁଜ) ପୂର୍ବତନଚ ବିଧାୟକ ତଥା ଢ଼େଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ନିଜ ଇଚ୍ଛାରେ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବାସହ ତାଙ୍କ ଇସ୍ତଫା ପତ୍ର ମେଲ ଯୋଗେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇଛନ୍ତି ।ଏନେଇ ନବୀନ ନନ୍ଦ ଟ୍ୱିଟରରେ ସୂଚନା ଦେଇଛନ୍ତି ।

Comments (0)
Add Comment