Browsing category

ରାଜନୀତି

ଦଶହରା ପରେ ବଳ ଗୋଟାଇ ଆସିବ ବାତ୍ୟା

୧-ବ୍ରହ୍ମଗିରିରେ ମୁଖ୍ୟମନ୍ତ୍ରୀ, ୫ଶହ କୋଟି ଟଙ୍କାର ଉନ୍ନତି ମୂଳକ କାର୍ଯ୍ୟର କଲେ ଉଦଘାଟନ। ୨-ଭୁବନେଶ୍ୱର:ପଳାଶୁଣି ଠାରେ ପାଇପ୍‌ ମରାମତି କାର୍ଯ୍ୟ ଲାଗି ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରହିବ ୩-ଚାନ୍ଦିପୁରରୁ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ। ୪-ପୁରୀ: ଲାଇଟ ହାଉସ ବେଳାଭୂମିରେ ଭାସିଗଲେ ୩ ପର୍ଯ୍ୟଟକ, ୨ ଉଦ୍ଧାର ୫-ପୁରୀ:ବନ୍ଧା ହେଲେ ଠକ LIC ଏଜେଣ୍ଟ କବିରାଜ ବେହେରା ; ମୃତ ଲୋକଙ୍କ ନାମରେ ଲୁଟିଛନ୍ତି କୋଟି କୋଟି […]

ପ୍ରିୟଙ୍କାଙ୍କ ବିରୋଧରେ କେସ

୧-୯ ଓଭରରେ ମ୍ୟାଚ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ରାଜସ୍ଥାନକୁ ହରାଇ ପ୍ଲେ ଅଫ ଆଶା ବଜାୟ ରଖିଲା ୨-ୟୁକେକୁ ହକି ଇଣ୍ଡିଆର କଡ଼ା ଜବାବ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବନି ଭାରତୀୟ ହକି ଟିମ୍ । ୩-କଂସାରିଗୁଡ଼ାରେ ହେବ ଦ୍ଵିତୀୟ ରିଫାଇନାରୀ କାରଖାନା; ଖର୍ଚ୍ଚ ହେବ ୧୧ ହଜାର କୋଟି, ନିଯୁକ୍ତି ପାଇବେ ୪୭୫୦ । ୪-ନଦୀମ ଅଞ୍ଜୁମ ହେଲେ ପାକ୍ ଗୁଇନ୍ଦା ISIର ନୂଆ ମୁଖ୍ୟ, ସେନାମୁଖ୍ୟ ଦାବିଦାର ହୋଇପାରନ୍ତି ବିଦାୟୀ ଡିଜି .। ୫-ଲଖିମପୁର […]

ଶପଥ ନେଲେ ରୁଦ୍ର ମହାରଥୀ

ଭୁବନେଶ୍ୱର, ୫/୧୦(ଏସ ଏସ ନିୟୁଜ) ଶପଥ ନେଲେ ରୁଦ୍ର ମହାରଥୀ ।ପିପିଲି ଉପ-ନିର୍ବାଚନରେ ବିପୁଳ ମାତ୍ରାରେ ବିଜୟୀ ହେବା ପରେ ଆଜି ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି । ବାଚସ୍ପତି ସୂର‌୍ୟ୍ୟ ନାରାୟଣ ପାତ୍ର ବିଧାନସଭାରେ ରୁଦ୍ରଙ୍କୁ ଶପଥପାଠ କରାଇଛନ୍ତି ।ପିପିଲି ଉପନିର୍ବାଚନରେ ବିଜୟୀ ହେବା ପରେ ଆଦି ବିଧିବଦ୍ଧ ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ପ୍ରାୟ ୨୦ ହଜାର ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ପିପିଲିରେ ରୁଦ୍ର ବିଜୟୀ ହୋଇଛନ୍ତି ।

ପୂରା ଦୁନିଆରେ ହ୍ଵାଟ୍ସଆପ୍, ଫେସବୁକ ଓ ଇନଷ୍ଟାଗ୍ରାମ ସେବା ଠପ୍

  ୧. ଶ୍ରୀମନ୍ଦିରର ୭ଟି ଦ୍ୱାରରେ ଚାଲିଥିବା ରୁପା ଛାଉଣୀ କାମ ଶେଷ ହୋଇଛି । ବେହେରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗ ମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦି ନୃସିଂହ ମନ୍ଦିର ଓ ବିମଳା ମନ୍ଦିର ଦ୍ୱାର ସବୁକୁ ରୁପା ଛାଉଣୀ କରାଯାଇଛି । ୨. ଅଭୟାରଣ୍ୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ବନ ବିଭାଗ ପକ୍ଷରୁ ଟିକାକରଣ । ୩. ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜ୍‌ରେ ସୋମବାର ଏଠାରେ ଖେଳାଯାଇଥିବା ଡ୍ରାମାରେ […]

ଡାକ୍ତରଖାନାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର,୩/୧୦(ଏସଏସନିୟୁଜ) ଡାକ୍ତରଖାନାରେ ଭର୍ତିହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିବାର ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରବିନ୍ଦୁ ଦାସ ଟ୍ୱିଟ କରି ସୂଚନା ଦେଇଛନ୍ତି । ରବିବାର ସାଂସଦଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା ।ସ୍ୱାସ୍ଥ୍ୟ ଭଲଥିବାସହ କରୋନାର ଲକ୍ଷଣ ନଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ପିପିଲିରେ ପୁଣି ମହାରଥି

ଭୁବନେଶ୍ୱର,୩/୧୦(ଏସଏସନିୟୁଜ) ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ହରାଇ ପିପିଲିରେ ନିଜର ପୁର୍ବସ୍ଥିତିକୁଜାହିର କରିଛି ବିଜେଡି । ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିପୁଳ ଜନସମର୍ଥନ ମିଳିଥିବାରୁ ପିପିଲିବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ୯୬,୯୭୨ ଖଣ୍ଡ ଭୋଟ ମିଳିଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ଆଶ୍ରିତ ପଟ୍ଟନାୟକଙ୍କୁ ୭୬,୦୫୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ୩ୟ ସ୍ଥାନରେ […]

ବିଜୟ ଅଭିମୁଖେ ଦିଦି

ଭୁବନେଶ୍ୱର, ୩/୧୦(ଏସଏସନିୟୁଜ) ପଶ୍ଚିମବଙ୍ଗର ହାଇପ୍ରୋଫାଇଲ୍ ସିଟ୍ ଭବାନୀପୁରରେ ଭୋଟ ଗଣତି ଚାଲିଛି । ୪୨ହଜାର ଭୋଟରେ ଆଗୁଆ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୧୬ ରାଉଣ୍ଡ ଭୋଟଗଣତି ସୁଦ୍ଧା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି୨୦୪୬୮ ଭୋଟ ପାଇଥିବାବେଳେ ୬୨୭୬୦ ଭୋଟ୍ ପାଇଛନ୍ତି ମମତା ବାନାର୍ଜୀ । ତେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱାଲଙ୍କ ସହ ମମତା ବାନାର୍ଜୀଙ୍କ ମଧ୍ୟରେ କଡ଼ା ଫାଇଟ୍ ଚାଲିଛି ।  

୯ମ ରାଉଣ୍ଡ ସୁଦ୍ଧା ବିଜେଡି ୯୩୮୨ଭୋଟରେ ଆଗରେ

ସାକ୍ଷୀଗୋପାଳ,୩/୧୦(ଏସଏସନିୟୁଜ)ପିପିଲି ଉପନିର୍ବାଚନ ଫଳାଫଳ ପାଇ ଭୋଟଗଣତି ସକାଳୁ ଆରମ୍ଭ ହୋଇଯାଇଛି । ୯ମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ୯୩୮୨ଭୋଟରେ ଆଗରେ ରହିଥିବାର ଜଣାପଡିଛି । ୯ମରାଉଣ୍ଡ ସୁଦ୍ଧା ବିଜେଡି – ୩୪,୯୧୩ଖଣ୍ଡ , ବିଜେପି-୨୫,୫୩୧ ଖଣ୍ଡ ଓ କଂଗ୍ରେସ-୨୨୮୧ଖଣ୍ଡ ପାଇଥିବା ଜଣାପଡିଛି । ତେବେ ୧୪ ଗୋଟି ଟେବୁଲ ରେ ଗଣତି ହେଉଥିବାବେଳେ ୨୫ ରାଉଣ୍ଡ ଗଣତି ହେବ ।

ଲୋକଙ୍କ ପାଖରେ ପହଁଚିଲେ ଉତର ବିଧାୟକ

ଭୁବନେଶ୍ୱର,୨/୧୦(ଏସଏସନିୟୁଜ)ବିଏମସିର ୪ନଂୱାର୍ଡ ଅର୍ନ୍ତଗତ ଜୟପୁର ଭୋଇସାହିରେ ନିଆଁଲାଗି ୬ବଖରା ଘର ପୋଡିଯାଇଛି ।ନିଆଁଲାଗିବାର ପକୃତ କାରଣ ଜଣାପଡିନଥିବାବେଳେ ୬ଟି ପରିବାର ସର୍ବସ୍ୱାନ୍ତ ହୋଇପଡିଛନ୍ତି ।ନିଆଁଲାଗି ଘର ସମ୍ପୁର୍ଣ ପୋଡିଯିବା ସହ ଘରମଧ୍ୟରେ ଥିବା ଆସବାସପତ୍ର ଓ ଧାନଚାଉଳ ସବୁ ପୋଡି ନଷ୍ଟ ହୋଇଯାଇଛି ।ଖବରପାଇ ଦମକଳବାହିନୀ ପହଁଚି ନିଆଁକୁ ଆୟତ କରିଥିଲେ ।ତେବେ ଏହି ଖବର ଜାଣିବାପରେ ଭୁବନେଶ୍ୱରଉତର ବିଧାୟକ ସୁଶାନ୍ତରାଉତ ଘଟଣାସ୍ଥଳରେଶିଘ୍ର ପହଁଚି କ୍ଷତିଗ୍ରସ୍ଥ ପରିବାରଙ୍କୁ ସମବେଦନା ଜଣାଇବାସହ ପ୍ରଶାସନିକ ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଡାକି ତୁରନ୍ତ […]

କିଏ ହେବ ପିପିଲି ବିଧାୟକ ଜଣାପଡିବ କାଲି

ଭୁବନେଶ୍ବର,୨/୧୦(ଏସଏସନିୟୁଜ) ପୁରୀ ପିପିଲି ବିଧାନସଭା ଆସନ ପାଇଁ ମତଦାନ ସରିଛି । ପିପିଲି ଉପନିର୍ବାଚନ ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। ଆସନ୍ତାକାଲି ସକାଳ ୮ ଟା ରୁ ଗଣତି ହେବ ।ଦୁଇଟି କାଉଣ୍ଟରରେ ୩ ହଲରେ ଗଣତି ହେବ। ପ୍ରଥମେ ୮ ଟାରୁ ପୋଷ୍ଟାଲ ବ୍ୟାଲଟ କାଉଣ୍ଟିଙ୍ଗ ଆରମ୍ଭ ହେବ । ସାଢେ ୮ଟାରେ ଇଭିଏମ କାଉଣ୍ଟ ହେବ। ମୋଟ ୧୪ ଟି ଟେବୁଲରେ ୬୨ ଜଣ ସରକାରୀ ଅଧିକାରୀଙ୍କୁ ନିୟୋଜିତ ହୋଇ ଗଣତି ହେବେ । […]