୬୬ ବର୍ଷରେ ପାଦ ଥାପିଲା ନନ୍ଦନକାନନ
ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ବହୁ ଘାତପ୍ରତିଘାତକୁ ପାଥେୟକରି ନନ୍ଦନକାନନ ୬୬ ବର୍ଷରେ ପାଦଥାପିଛି ।ସୋମବାରଦିନ ନନ୍ଦନକାନନ ପାଳିଛି ତାର ୬୬ତମ ପ୍ରତିଷ୍ଠଦିବସ ।ନନ୍ଦନକାନନ ପରିସରରେ ଆୟୋଜିତ ଏହିଉସ୍ବରେ ଜଙ୍ଗଲ ଓ ପରିବେଶମନ୍ତ୍ରୀ ଗଣେଶରାମ ସିଂ ଖୁଂଟିଆ ମୁଖ୍ୟଅତିଥିଭାବେ ଯୋଗଦେଇ ଆଗାମିଦିନରେ ନନ୍ଦନକାନନ ବିଶ୍ୱସ୍ତରିୟ ଚିଡିଆଖାନା ହେବାକୁ ଯାଉଛି ।ଏଥିନିମନ୍ତେ ଯାହାଯାହା ଆବଶ୍ୟକ ସେହି ବିଧିବ୍ୟବସ୍ଥାକୁ ଅନୁସରଣକରି ଏହାର ରୁପରେଖ ବଦଳିବାକୁ ଯିବାର ପ୍ରକିୟା ଆରମ୍ଭ ହୋଇଯାଇଛି ବୋଲି ମନ୍ତ୍ରୀ କହିଥିଲେ ।ଜଙ୍ଗଲବିଭାଗ ପକ୍ଷରୁ ପ୍ରଦତ ଏକକାଳିନ ୧୨୦କୋଟି ଟଙ୍କା ବ୍ୟୟବରାଦରେ […]