Browsing category

ରାଜନୀତି

ଫ୍ରାନ୍ସରେ ବିକ୍ଷୋଭ,୨୦୦ ଗିରଫ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଫ୍ରାନ୍ସରେ ରାସ୍ତାକୁ ଓହ୍ଲାଇଛନ୍ତି ଆନ୍ଦୋଳନକାରୀା ପ୍ରଧାନମନ୍ତ୍ରୀ ବଦଳିବାକୁ ବିରୋଧ କରି ରାଜରାସ୍ତାରେ ପ୍ରତିବାଦ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀାରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଟ୍ରାଫିକ୍‌ ପୋଷ୍ଟ ଭାଙ୍ଗିବା ସହ କିଛି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀା ଏହି ଘଟଣାରେ ୨୦୦ଜଣ ଗିରଫ ମଧ୍ୟ ହୋଇଥିବାର ଜଣାପଡିଛି ।

ଏନଓସି ନନେଲେ କଟକରେ ପୂଜାମଣ୍ଡପ ମନା

କଟକ,୧୦ା୯(ଏସଏସନିଉଜ)ଏନଓସି ନନେଲେ ଏଥର ପୂଜା ମଣ୍ଡପକୁ ମିଳିବନି ଆୟୋଜନର ଅନୁମତିାପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏହିଭଳି ସୂଚନା ଦେଇଛନ୍ତି ।କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛିାକେବଳ ୧୧୭ଟି ପୂଜାମଣ୍ଡପ ଏନଓସି ପାଇଁ ଆବେଦନ କରିଛନ୍ତିା୪୦ଟି ମଣ୍ଡପ ଏନଓସି ପାଇଁ ଆବେଦନ କରି ନାହାନ୍ତିାଏଥିପାଇଁ ସେମାନଙ୍କୁ ଶେଷ ସୁଯୋଗ ଦିଆଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।

ସିପି ରାଧାକ୍ରିଷ୍ଣନ ଭାରତର ଉପରାଷ୍ଟ୍ରପତି

ଭୁବନେଶ୍ୱର,୯ା୯(ଏସଏସନିଉଜ)ଏନଡିଏପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ ।

ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ

ଭୁବନେଶ୍ବର,୯।୯(ଏସଏସନିଉଜ)ଆସନ୍ତାକାଲି ସୁଭଦ୍ରା ସମୀକ୍ଷା ବୈଠକ ହେବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା।ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ଆଲୋଚନା ହେବ।ପରିବହନ,ଖାଦ୍ୟ ଯୋଗାଣ ଓ ସ୍ୱାସ୍ଥ୍ୟ ଆଦି ୩ ବିଭାଗକୁ ତଥ୍ୟ ମାଗିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।ବାଣିଜ୍ୟ ଓ ପରିବହନ ବିଭାଗକୁ ୪ ଚକିଆ ତଥ୍ୟ ମଗାଯାଇ ଥିଲା।ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ ପାଇଁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।ଧାନ ବିକ୍ରି ତଥ୍ୟ ଖାଦ୍ୟ ଓ ଯୋଗାଣ ବିଭାଗକୁ ମଗାଯାଇଥିଲା।୩ ବିଭାଗ ରିପୋର୍ଟ ଆଧାରରେ ଆସନ୍ତାକାଲି ସୁଭଦ୍ରା […]

ଉପରାଷ୍ଟ୍ରପତି ନିର୍ବାଚନ

ଭୁବନେଶ୍ୱର,୯।୯(ଏସଏସନିଉଜ)ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ଓ ଇଣ୍ଡିମେଣ୍ଟ ମଧ୍ୟରେ ସିଧାସଳଖ ଟକ୍କର ହେବାକୁ ଯାଉଛି।ଏନଡିଏ ପ୍ରାର୍ଥୀ ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିମେଣ୍ଟର ବି. ସୁଦର୍ଶନ ରେଡ୍ଡୀ।ଏନଡିଏର ପୋଲିଂ ଏଜେଣ୍ଟ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଓ ରାମମୋହନ ନାଇଡୁ ହୋଇଥିବା ବେଳେ ଇଣ୍ଡିମେଣ୍ଟର ପୋଲିଂ ଏଜେଣ୍ଟେ ନାସିର୍ ହୁସେନ୍, ମାଣିକମ୍ ‌ଟାଗୋର ଓ ଶକ୍ତିସିଂହ ଗୋହିଲ୍ ହୋଇଛନ୍ତି।ଉଭୟ ଲୋକସଭା ଓ ରାଜ୍ୟସଭା ସଦସ୍ୟମାନେ ଦେବେ ଭୋଟ୍। ଉପରାଷ୍ଟ୍ରପତିନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟିଂ।ମତଦାନ କଲେ […]

ଆରପାରିରେ ନୂଆପଡ଼ା ବିଧାୟକ

ଭୁବନେଶ୍ୱର,୮ା୯(ଏସଏସନିଉଜ) ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଥିବା ଜଣାଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ନୂଆପଡ଼ା ବିଧାନସଭା ଆସନରୁ ରାଜେନ୍ଦ୍ର ୨୦୦୪ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଓ ୨୦୦୯ ମସିହାରେ ବିଜେଡି ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିଲେ। ୨୦୧୯ରେ ପୁଣି ବିଜେଡି ଟିକେଟରେ ନିର୍ବାଚିତ ହୋଇ ରାଜ୍ୟ ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। […]

ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, ୭।୯(ଏସଏସନିଉଜ) ରବିବାର ଦିନ ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ଭୁବନେଶ୍ୱର ସତ୍ୟନଗରସ୍ଥିତ ପୂର୍ତବିଭାଗ ଡ଼ାକ ବଙ୍ଗଳାଠାରେ ଅନୁଷ୍ଟିତ ହୋଇଯାଇଛି ।ଓଡ଼ିଶା ମିଡିଆ କଲ୍ୟାଣ ସଂଘର ଚେୟାରମ୍ୟାନ ସତ୍ୟ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୧ବର୍ଷ ପାଇଁ ସଂଘର ଏକ ଯୋଜନା ଚୂଡ଼ାନ୍ତ ହୋଇଥିଲା।ଏଥିରେ ସୁବୁ ଜିଲାରେ ସାଂଗଠାନିକ ସ୍ଥିତି ସୁଦୃଢ଼ କରିବା ,ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ଜିଲ୍ଲା କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ଓ ସାମ୍ବାଦିକମାନେ ଖବର […]

ସରକାରୀ ଅଫିସରେ ବିଏସନାଲ ବାଧ୍ୟତାମୂଳକ

ଭୁବନେଶ୍ବର,୫।୯(ଏସଏସନିଉଜ)ରାଜ୍ୟ ସରକାର ନିର୍ଦ୍ଦେଶ ମୁତାବକ ଏଥର ସରକାରୀ ଅଫିସରେ ବିଏସନାଲ ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସବୁ ବିଭାଗକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗର ଚିଠି ପଠାଇଛନ୍ତି।ଏହାକୁ କଡ଼ା କଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି।ଯାହାଫଳରେ ସମସ୍ତ ସରକାରୀ ପ୍ରତିଷ୍ଠାନରେ ଏଣିକି ବିଏସନାଲ ଇଣ୍ଟରନେଟ ବ୍ୟବହାର ବିଏସନାଲ ବ୍ରଡ଼ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଓ ଲିଜ ଲାଇନ ରହିବ।ରାଜ୍ୟସରକାରଙ୍କ ନିର୍ଦ୍ଦେଶପରେ ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆସନ୍ତା ୩୦ […]

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୁବନେଶ୍ବର,୩୧।୮(ଏସଏସନିଉଜ) ରାଜ୍ୟସରକାର ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ ୧୬ଟି ଏଏନଏସି ଗଠନ କରିଛନ୍ତି।ସେଗୁଡିକ ହେଲା ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଏବଂ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାରୁ ଟାଙ୍ଗୀ, କୋରାପଟୁ ଜିଲ୍ଲାର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର। ସେହିପରି ବର୍ତ୍ତମାନ ଏନଏସି […]

ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ୍

ଭୁବନେଶ୍ୱର,୨୬।୮(ଏସଏସନିଉଜ) ଆମଶାସନ ବ୍ୟବସ୍ଥା ରାଜ୍ୟରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଏହାର ଶୁଭାରମ୍ଭ କରିଛନ୍ତି।ସାଧାରଣ ଲୋକଙ୍କୁ ଫୋନ କରି ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଫିଡବ୍ୟାକ ନେବେ।ଶାସନକୁ ଲୋକାଭିମୂଖୀ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲଆପ ଫେସବୁକ, ଏକ୍ସ, ହ୍ବାଟ୍ସଆପ, ୱେବସାଇଟ ଚାର୍ଟବଟ ମାଧ୍ୟମରେ ଲୋକଙ୍କ ମତାମତ ନେବେ ଏବଂ ସିଧାସଳଖ ଟୋଲଫ୍ରି ନମ୍ବର- ୧୪୪୭୧କୁ ଫୋନକରି ମତାମତ ଦେଇପାରିବେ ସାଧାରଣ […]