Browsing category

ରାଜନୀତି

ଆଇନଜୀବୀ ପୀତବାସ ହତ୍ୟାମାମଲା – ୧୨ ଗିରଫ

ଭୁବନେଶ୍ଵର,୨୨।୧୦(ଏସଏସନିଉଜ)ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି।ପଣ୍ଡାଙ୍କ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁଟର୍ ଚିଣ୍ଟୁ ପ୍ରଧାନ, କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର୍ ଶିବଶଙ୍କର ଦାଶ ଓରଫ ପିଣ୍ଟୁ ,ମଦନ ଦଳାଇ ,ଛାତ୍ରନେତା ଯୋଗୀ ରାଉତ, ରାଜେନ୍ଦ୍ରସାହୁ ଓ କାଳିଆ ଭୂୟାଁ ,ବିପିନ […]

CEOଙ୍କୁ ବିଜେଡି ଫେରାଦ…

ନୂଆପଡା,,୨୧ା୧୦(ଏସଏସନିଉ) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡିାଶିକ୍ଷାନୁଷ୍ଠାନରେ ବିଜେପି ନେତା ଓ କର୍ମୀଙ୍କ ବୈଠକକୁ ନେଇ ଫେରାଦ ହୋଇଛି ବିଜେଡି ।ବିଜେପି ନିର୍ବାଚନ ଆଚରଣବିଧିକୁ ଉଲ୍ଲଂଘନ କରିବା ଅଭିଯୋଗ ହୋଇଛି ।

ଫାଣ୍ଡି ସାମ୍ନାରେ ପୂର୍ବତନ ମନ୍ତ୍ରୀଙ୍କ ଧାରଣା…

ଦିଗପହଣ୍ଡି,୨୧ା୧୦(ଏସଏସନିଉଜ)ଫାଣ୍ଡି ସାମ୍ନାରେ ଧାରଣାରେ ବସିଲେ ପୂର୍ବତନ ମନ୍ତ୍ରୀ ଉଷା ଦେବୀାନିଜ ସମର୍ଥକଙ୍କ ସହ ଚିକିଟି ଫାଣ୍ଡିରେ ଧାରଣାରେ ବସିଲେ ଉଷା ଦେବୀାରାମଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧିଙ୍କୁ ଫାଣ୍ଡିରେ ଅଟକ ପ୍ରତିବାଦରେ ଧାରଣାାଉତ୍ତେଜନା ସୃଷ୍ଟି ହେବାରୁ ଏସ୍‌ଡିପିଓ ପହଞ୍ଚି ଆଲୋଚନା କଲୋ

ଭୁବନେଶ୍ବର ଉତ୍ତର ମହୋତ୍ସବ

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ପୂର୍ବ ବର୍ଷର ଅପାର ସଫଳତା ପରେ ଚଳିତ ବର୍ଷ ଭୁବନେଶ୍ବର ଉତ୍ତର ମହୋତ୍ସବ ୨୦୨୫ ମହାଆଡମ୍ବର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ନଭେମ୍ବର ୫ ତାରିଖରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୬ଦିନ ଧରି ଚନ୍ଦ୍ରଶେଖରପୁର କ୍ଲବଟାଉନ ପଡିଆରେ ଅନୁଷ୍ଠିତ ହେବ। ଯାହାକୁ ନେଇ ମହୋତ୍ସବ କମିଟି ପକ୍ଷରୁ ଏକ ଖବର ଦାତାସମ୍ମିଳନୀ ନନ୍ଦନକାନନ ନିକଟ ଏକ ଘରୋଇ ମଣ୍ଡପରେ ରବିବାର ଦିନ ଆୟୋଜିତ ହୋଇଛି।ଭୁବନେଶ୍ବର ଉତ୍ତର ମହୋତ୍ସବର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ […]

ଏଥର ୫ଦିନ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ

  କଟକ,୧୯।୧୦(ଏସଏସନିଉଜ) ଚୁଡଙ୍ଗଗଡର ପୂର୍ବ ଐତିହ୍ୟ ଓ ପରମ୍ପରାର କଥାକୁ ଲୋକଲୋଚନକୁ ଆଣିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଏଥର ୫ଦିନ ଧରି ଚାଲିବ । ପୁରାତନ ଲୋକକଳା , ପାଇକ ଆଖଡ଼ା ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରୁ ନାମୀଦାମୀ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ରବିବାର ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି।ରବିବାରଦିନ ବାରଙ୍ଗ ମେଡିକାଲ ଛକଠାରେ ଥିବା ଏକ ଘରୋଇ […]

ଉଦଯାପିତ ହେଲା ପୋଲିସ ବୃତ୍ତିଗତ ପ୍ରତିଯୋଗିତା

ଭୁବନେଶ୍ଵର,୧୯।୧୦(ଏସଏସନିଉଜ)ଗତ ତିନିଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ରବିବାର ଅପରାହ୍ନରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେଯେ, ଏକ […]

୮୦ବର୍ଷରେ ପଦାର୍ପଣ କଲେ ନବୀନ

ଭୁବନେଶ୍ଵର,୧୬।୧୦(ଏସଏସନିଉଜ)ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ।ଜନ୍ମଦିନରେ ପଦଯାତ୍ରା କରିବେ BJD ସଭାପତି।ଭୁବନେଶ୍ବର ଗଙ୍ଗନଗର ପଲ୍ଲୀରୁ ହେବ ଜନସମ୍ପର୍କ ପଦଯାତ୍ରା।୮୦ ବର୍ଷରେ ପଦାର୍ପଣ କଲେ ନବୀନ।

eKYC କରିନଥିଲେ ମିଳିବନି ଚାଉଳ-ମନ୍ତ୍ରୀ

ଭୁବନେଶ୍ଵର,୧୬।୧୦(ଏସଏସନିଉଜ)KYC କରିନଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ ହେବ ବୋଲି ସୂଚନା ଦେଲେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏବେବି ରାଜ୍ୟର ୧୫ଲକ୍ଷ ୬୭ ହଜାର e-KYC କରିନାହାନ୍ତି।e-KYC କରିନଥିବା ଲୋକ ଚାଉଳପାଉଛନ୍ତି, ତାକୁ ବନ୍ଦ କରିଦିଆଯିବ।ଯେଉଁମାନେ e-KYC କରିବେ ନାହିଁ, ସେମାନଙ୍କ ପାଇଁ ଚାଉଳ ଯିବନାହିଁ।କେନ୍ଦ୍ର ସରକାର e-KYC ବନ୍ଦ କରିଛନ୍ତି, ସମୟ ବଢ଼େଇଲେ ଆମେ ବଢ଼େଇବୁ।ବାଦ୍‌ ପଡ଼ିଥିବା ହିତାଧିକାରୀ ଲିଖିତଭାବେ ଦେଲେ ବିଚାର କରାଯିବ।

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ୨CM

  ଭୁବନେଶ୍ଵର,୧୬।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି।ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ ରହିଛନ୍ତି।ଏହାସହ ସଭାପତି ମନମୋହନ ସାମଲ, ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଜୁଏଲ, ଅଶ୍ବିନୀ ବୈଷ୍ଣବ।ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୨ ପ୍ରଭାରି ,ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଷ୍ଟାର ପ୍ରଚାରକ,ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା ମଧ୍ୟ ସାମିଲ ହୋଇଛନ୍ତି।ଅନ୍ୟପଟେ […]

ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ବର,୧୫।୧୦(ଏସଏସନିଉଜ)ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମ ଘୋଷଣା ହୋଇଛି।ଛୁରିଆଙ୍କ ପାର୍ଥିପତ୍ର ଦାଖଲ ତାରିଖ ଘୋଷଣା ହୋଇନଥିବା ବେଳେ ବିଜେିଡି ଆସନ୍ତାକାଲି ନୂଆପଡ଼ାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିବାକୁ ଯାଉଛି। ସେହିପରିକଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଆଜି ନିଜର ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି।ବିଜେପିର ପ୍ରାର୍ଥୀ ଜୟ ‌ଢୋଲକିଆ ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ କରିବେ।ଆସନ୍ତା ନଭେମ୍ବର ୧୧ ତାରିଖ ଦିନ ଭୋଟଗ୍ରହଣ ଥିବାବେଳେ ରାଜନୈତିକ ତତ୍ପରତା ତୀବ୍ର ଦେଖାଯାଇଛି। ରାଜ୍ୟର ପ୍ରମୁଖ […]