Browsing category

ରାଜନୀତି

ନିଶା ମୁକ୍ତ ସମାଜ ଗଠନ ପାଇଁ ଆଲୋଚନା କଲେ

କଟକ,୨୦।୮(ଏସଏସନିଉଜ)ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ଶୀର୍ଷକ ଆଲୋଚନା ଚକ୍ର ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଶ୍ରୀ ଆୟୁର୍ବେଦମହାବିଦ୍ୟାଳୟ ଏବଂ ବାରଙ୍ଗ ମଧୁବନସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ଅନୁଷ୍ଠାନ ମୁଖ୍ୟ ବ୍ରହ୍ମାକୁମାରୀ ସ୍ନେହଲତା, କାଜଲଭଉଣୀ, ସ୍ମୃତି ଭଉଣୀ ଏବଂ ମହେନ୍ଦ୍ରଭାଇ, ମହାଦେବଭାଇ ପ୍ରମୁଖ ଯୋଗଦେଇ ନିଶା ବିରୋଧୀ ଜନ ସଚେତନତା ସୃଷ୍ଟିପାଇଁ ଛାତ୍ରଛାତ୍ରୀମାନଙ୍କୁ […]

ନନ୍ଦନକାନନରେ ନକଲି ଫିନାଇଲ ଘୋଟାଲା

ଭୁବନେଶ୍ୱର,୧୯।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ବେପାର ଓ ଗୁଣ୍ଡାଗିରି ! ସଫେଇ ସାମଗ୍ରୀ ନାଁରେ ନକଲି ସାମଗ୍ରୀ ଯୋଗାଣ ହେଉଥିବାର ଘଟଣା ଆଜି ଧରାପଡିଛି। ଆର ଆର ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ବୁଧବାର ଆସିଥିବା ୧୩୦ ବୋତଲ ଫିନାଇଲ ମଧ୍ୟରୁ ଅଧିକାଂଶ ମାଟିଆ ରଙ୍ଗର ଓ ବିନା ସିଲର ନକଲି ଥିଲା। ଡ୍ୟୁଟିରେ ଥିବା ଫରେଷ୍ଟ ଗାର୍ଡ ସନ୍ତୋଷ ତରାଇ ଏହାକୁ ରିସିଭ କରିବାକୁ ମନା କରିବା ପରେ କିପରି ବର୍ଷ ବର୍ଷ ଧରି ଏହି କାରବାର […]

୮୦ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର,୧୫।୮(ଏସଏସନିଉଜ)ବାରଙ୍ଗ ପ୍ରେସକ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏଥିରେ କ୍ଲବ୍ ସଭାପତି ଲିଙ୍ଗରାଜ ରାଉତ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିଲୋଚନ ଦାସ, କୋଷାଧ୍ୟକ୍ଷ ପ୍ରକାଶ ସାହୁ,କୃଷ୍ନଚ ନ୍ଦ୍ର ସ୍ୱାଇ,ଦେବରାଜ ସାହୁ,ଅଜୟ ରାଉତ, କମଳା କାନ୍ତ ନାୟକ,ସେଖ ମୁନାବ,ଲୋଚନ ମୁଦୁଲି,,ସନ୍ତୋଷ ମଲ୍ଲିକ,ଗୌତମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାବେ ମୁଣ୍ଡଳୀ ସ୍ତିତ ଏନଡିଆରଏଫ, ମୁଣ୍ଡଳୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ଦେଶଭକ୍ତିର ଭାବନା ସହିତ ପାଳିତ ହୋଇଯାଇଛି। […]

ସଜେଇ ହେଉଛି ନନ୍ଦନକାନନନ

ଭୁବନେଶ୍ୱର,୧୩।୮(ଏସଏସନିଉଜ)ସଜେଇ ହେଉଛି ନନ୍ଦନକାନନ।ଆଉ ଦିନ କେଇଟା ପରେ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଛି।ପ୍ରତିଷ୍ଠା ଦିବସ ପୂର୍ବରୁ ନୂଆ ଜୀବଜନ୍ତୁ ଆଣି ପର୍ଯ୍ୟଟକଙ୍କୁ ନୂଆବର୍ଷର ଭେଟି ଦେବାକୁ ଯୋଜନା କରିଛି ନନ୍ଦନକାନନ।ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି।ନୂତନ ଜ୍ଞାନକୌଶଳ ସାଙ୍ଗକୁ ପାକୃତିକ ପରିବେଶର ଛାପ ଦିଆଯାଇ ନୂଆରୂପ ରେଖରେ ଶୋଭାପାଇବାକୁ ଯାଉଛି ବିଭିନ୍ନ ଜନ୍ତୁ ଖୁଆଡ । ପ୍ରକାଶଯେ, ନନ୍ଦନକାନନକୁ ବିଶ୍ଵପ୍ରସିଦ୍ଧ କରିବାପାଇ ଯୋଜନା ଆରମ୍ଭ ହୋଇଯାଇଛି।ଲକ୍ଷଲକ୍ଷ ଟଙ୍କା ବ୍ୟୟ ବରାଦରେ ପରିସରର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯାଇଛି।ଆଗକୁ […]

ଏକାଠି ହେଲେ ସହିଦଙ୍କ ବଳିଦାନ ଗାଥା ମନେପକାଇଲେ

ମେଣ୍ଢାଶାଳ,୯।୮(ଏସଏସନିଉଜ) ପାଇକ ବୀର ସଂଗ୍ରାମୀ ସହିଦି ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ୨୦୫ତମ ବଳିଦାନ ଦିବସ ସହ କ୍ଲାନ୍ତି ଦିବସ ଦାରୁଠେଙ୍ଗ ପିଣ୍ଡିକି ପଡିଆରେ ରବିବାର ଦିନ ପାଳିତ ହୋଇଯାଇଛି l ଏହି ଦିନଟିକୁ ସହୀଦଙ୍କ ପାଈଁ ଉତ୍ସାଗ୍ରୀକୃତ କରିବା ଉଦ୍ଦେଶ୍ୟରେ କଳିଙ୍ଗ ପାଇକ ସଂଘଠନ, ପିଣ୍ଡିକି ୟୁଥ କ୍ଲବ, ଶ୍ରୀ ରାଧା ଟ୍ରଷ୍ଟ ଓ ସହିଦି ପିଣ୍ଡିକି ସ୍ମୃତି କମିଟି ଏକତ୍ରିତ ମିଶି ବଳିଦାନ ଦିବସ ପାଳନ କରିଥିଲେ l ପ୍ରଥମେ ପଡିଆରେ ଥିବା ପିଣ୍ଡିକିଙ୍କ ପ୍ରତି୍ମୃତିରେ ମାଲ୍ୟ […]

ଆଇନ ମନ୍ତ୍ରୀଙ୍କ ବାସଭବନରେ ନାଗ ଓ ଢମଣା

ଭୁବନେଶ୍ୱର,୭।୮(ଏସଏସନିଉଜ)ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରୁ ଆଜି ଗୋଟିଏ ଦିନରେ ୪ଫୁଟର ନାଗସାପ ଓ ୬ଫୁଟର ଢମଣା ସାପ ଉଦ୍ଧାର ହୋଇଛି।ସାପ ଦୁଇଟିକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନର ସାଧାରଣସମ୍ପାଦକ ଶୁଭେନ୍ଦୁ ମଲ୍ଲିକ।ଉଦ୍ଧାର ପରେ ପ୍ରାକୁତିକ ଆବାସିକ ସ୍ଥଳୀରେ ଛାଡ଼ି ଦିଆଯାଇଛି।

ଛାତ୍ରୋଂ କି ଗୁଞ୍ଜ ସ୍ଥାନ ବୁକିଂ ବାତିଲ୍

ଭୁବନେଶ୍ୱର,୭।୮(ଏସଏସନିଉଜ)ପ୍ରୟାଗରାଜରେ ହେବାକୁ ଥିବା ‘ଛାତ୍ରୋଂ କି ଗୁଞ୍ଜ’ ସ୍ଥାନ ବୁକିଂ ବାତିଲ୍‌ ହୋଇଛି।ରାହୁଲଗାନ୍ଧୀଙ୍କ ନେତୃତ୍ୱରେ ଦେଶବ୍ୟାପୀ ଚାଲିଛି ‘ଛାତ୍ରୋଂ କି ଗୁଞ୍ଜ’ ଅଭିଯାନ।ଛାତ୍ରସମାବେଶ ପାଇଁ ଅନୁମତି ଦେବାକୁ ମନା କଲେ ଉତ୍ତର ପ୍ରଦେଶ ସରକାର।

ଶ୍ରାବଣୀ ଯାତ୍ରା ପାଇଁ କଟକଣା

କଟକ,୦୬।୦୮(ଏସଏସନିଉଜ)ପବିତ୍ର ସିଂହନାଥପୀଠରେ ହେଉଥିବା ଶ୍ରାବଣୀ ଯାତ୍ରା ତଥା ବୋଲବମ୍ ଯାତ୍ରାଅବସରରେ ବିପୁଳ ସଂଖ୍ୟାରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି,ଜିଲ୍ଲାପାଳ ଓ ଜିଲ୍ଲାମାଜିଷ୍ଟ୍ରେଟ ତଥା ଆଞ୍ଚଳିକ ସଡକ ପରିବହନକର୍ତ୍ତୃପକ୍ଷ,ଅଧ୍ୟକ୍ଷ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରାବଣମାସର ପ୍ରତ୍ୟେକସୋମବାର ଅର୍ଥାତ ୧୦.୦୮.୨୦୨୬ ପାଇଁ ୦୯ଅଗଷ୍ଟ ମଧ୍ୟାହ୍ନ ୧୨ଟାଠାରୁ ୧୦ଅଗଷ୍ଟ ସନ୍ଧ୍ୟା୬ଟା,୧୭.୦୮.୨୦୨୬ ପାଇଁ ୧୬ଅଗଷ୍ଟ ମଧ୍ୟାହ୍ନ ୧୨ଟାଠାରୁ ୧୭ଅଗଷ୍ଟ ସନ୍ଧ୍ୟା୬ଟା ଏବଂ ୨୪.୦୮. […]

ଆସୁଛି ବୋଲ୍‌-ବମ୍

କଟକ,୩୦ା୭(ଏସଏସନିଉଜ) ବଡ଼ ଧରଣର ଧାର୍ମିକ ସମାବେଶ ସମୟରେ ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ଏନ୍‌ଡିଆର୍‌ଏଫ୍ ସଦାସର୍ବଦା ସଙ୍କଳ୍ପବଦ୍ଧ ଥିବାବେଳେ ଆଗାମୀ ବୋଲ୍‌-ବମ୍ ଯାତ୍ରାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ କଟକ ଗଡ଼ଗଡ଼ିଆ ଘାଟରେ ଏକ ସ୍ୱତନ୍ତ୍ର ବନ୍ୟା ଜଳ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ମୁଣ୍ଡଳୀସ୍ଥିତ ୦୩ ବାଟାଲିୟନ ଏନ୍‌ଡିଆର୍‌ଏଫ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।ଏହି ଉଦ୍ଧାରକାରୀ ଦଳ ସମ୍ପୂର୍ଣ୍ଣ ସ୍ୱୟଂଶାସିତ ଏବଂ ଆଧୁନିକ ଜଳ ଉଦ୍ଧାର ଉପକରଣ, […]

ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ପରିସର

କଟକ,୨୯।୦୭(ଏସଏସନିଉଜ)ମହାମହିମ ରାଷ୍ଟ୍ରପତିଙ୍କ ଆସନ୍ତା ୦୩ ଅଗଷ୍ଟ ୨୦୨୬ ତାରିଖରେ ବାଙ୍କୀସ୍ଥିତ ଜଗଦ୍‌ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଗସ୍ତ ଏବଂ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବିଏନଏସଏସ (BNSS) ଆଇନ, ୨୦୨୩ର ଧାରା ୧୪(୧) ଓ ଧାରା ୧୬୩ ଅନୁଯାୟୀ ଆଦେଶ ଜାରି କରିଛନ୍ତି । ୦୧ ଅଗଷ୍ଟ ୨୦୨୬ ତାରିଖଠାରୁ ରାଷ୍ଟ୍ରପତିଙ୍କ […]