ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଡ୍ରାଇଭରସଂଘ
ଭୁବନେଶ୍ୱର,୪ା୧(ଏସଏସନିଉଜ)କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ କୁନେଇ ଆଜିଠାରୁ ଡ୍ରାଇଭର ସଂଘର ସମଗ୍ର ଭାରତରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି ।ଏଥିରେ ରାଜ୍ୟଡ୍ରାଇଭର ମହାସଂଘ ସାମିଲ ହେବାକୁ ଯାଉଛି । ନୂଆଆଇନ୍ ଅନୁସାରେ ହିଟ୍ ଏଣ୍ଡ ରନ୍ ପାଇଁ ୧୦ ବର୍ଷ ପର୍ୟ୍ୟନ୍ତ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ ଓ ଦୀର୍ଘଦିନ ଧରି ରାଜ୍ୟସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡିଶାର ସମସ୍ତ ଡ୍ରାଇଭରମାନେ […]