Browsing category

ରାଜନୀତି

ମହିମାପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର

ଭୁବନେଶ୍ୱର,୧୫।୬(ଏସଏସନିଉଜ)ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦି ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। କାୟାକଳ୍ପ ରେ ଆସିବ ପୁରା ପରିବର୍ତ୍ତନ। ଗତ ମେ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ 5Tସଚିବ ଭି କେ ପାଣ୍ଡିଆନ୍ ମହିମା ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତମାନଙ୍କ ସହିତ ପୀଠର ସମ୍ପୂର୍ଣ୍ଣ ରୁପାନ୍ତର ବିଷୟରେ ଆଲୋଚନା କରିଥିଲେ ଏବଂ ୧୫ ଦିନ ଭିତରେ ପ୍ରକଳ୍ପ ରିପୋର୍ଟ ଦେବା ପାଇଁ ପରାମର୍ଶ ଦେଇଥିଲେ ।ଏହି ପରାମର୍ଶ ଅନୁସାରେ ଜିଲ୍ଲାପାଳ ଆଜି ୧୧୨ କୋଟି […]

ବାଲିଘାଟରେ ହଟହଟାହେଲେ ଭୁବନେଶ୍ୱର ତହସିଲଦାର

ବାରଙ୍ଗ,୧୩ା୬(ଏସଏସନିଉଜ)ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗାଁମୁଣ୍ଡରେ ବେଆଇନ ଭାବେନଦୀରୁ ବାଲିଉଠା ଚାଲିଛି ।ଯାହାଫଳରେ ସରକାରଙ୍କର ରାଜସ୍ୱ କ୍ଷତି ହେବାସହ ଅନ୍ୟପଟେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି ।ଏବିଷୟରେ ଅଂଚଳବାସୀ ନୁଆକରି ହୋଇଥିବା କଲ୍ୟାଣପୁରଆରଆଇଙ୍କ ଦୃଷ୍ଟିକୁଆଣିଥିଲେ ।ପୁର୍ବପ୍ରସ୍ତୁତିଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରତହସିଲଦାର ମାନସସ୍ୱାଇଁଙ୍କ ନେତୃତ୍ୱରେ ସୁପରଭାଇଜର ଜଗନ୍ନାଥମହାରଣା,ରାଜସ୍ୱଅଧିକାରୀ ସୁର୍ଯ୍ୟକାନ୍ତମାର୍ଥା,ସୈାଭାଗ୍ୟଶତପଥିଙ୍କୁ ନେଇ ଗଠିତ ଟିମ ଅଚାନକଭାବେ ବେଆଇନଭାବେ ଚାଲିଥିବାବାଲିଘାଟ ଉପରେଏ ଚଢଉକରିଥିଲେ ।ଚଢଉ ସମୟରେ ବାଲିଘାଟରେ ବାଲିଉଠାଉଥିବା ଏକ ଜେସିବି ୩ ଟ୍ରାକ୍ଟରକୁ ଏହି ଜବତ କରିଥିଲା ।କିନ୍ତୁ କିଛି ସମୟପରେ […]

ମୃତଦେହ ରଖି ରାସ୍ତାରୋକକଲେ ଗ୍ରାମବାସୀ

ବାରଙ୍ଗ,୧୩ା୬(ଏସଏସନିଉଜ) ଷ୍ଟୋନ ଅପରେସନ ପାଇଁ ଆସି ଶେଷରେ ଆଖିବୁଜିଲା ଯୁବକ । ଏଭଳି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଡାକ୍ତର ମାନଙ୍କର ଚିକିତ୍ସା ରେ ଅବହେଲା ଓ ପରିବାରକୁ କୈାଣସି ସୁଚନା ମଧ୍ୟ ଦେଇନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ମିଛ ସତ କହି ଭୁଆଁ ବୁଲାଉ ଥିଲେ ବୋଲି କହିଛନ୍ତି ମୃତ ଯୁବକ ଙ୍କ ଭାଇ । ଏଭଳି ଘଟଣା ଚନ୍ଦକା ଅଞ୍ଚଳରେ ଦେଖିବାକୁ ମିଳିଛି । ଯାହାକୁ ନେଇ ମଙ୍ଗଳବାର ଦିନ ଚନ୍ଦକା ପିତାପଲ୍ଲି […]

ଶକ୍ତିମନ୍ତ୍ରୀଙ୍କ ଘରକୁ ଟମାଟୋମାଡ଼

ଭୁବନେଶ୍ୱର,୧୨।୬(ଏସଏସନିଉଜ)ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଲଣ୍ଠନ ଓ ବିଞ୍ଚଣା ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ଟମାଟୋ ମାଡ଼ କରିଛନ୍ତି ଛାତ୍ର କଂଗ୍ରେସକର୍ମୀ । ମନ୍ତ୍ରୀଙ୍କ ବାସ ଭବନକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମବେଳେ ପୋଲିସ- କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି ।ଦଳପକ୍ଷରୁ ଅଭିଯୋଗ କରାଯାଇଛିଯେ, ବିଦ୍ୟୁତ୍‌ କାଟ ପ୍ରସଙ୍ଗକୁ ନେଇ ଶକ୍ତିମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଛନ୍ତି ।ଏହି […]

ଭଙ୍ଗିଦେଲେ ଫଳକ!

ଭୁବନେଶ୍ୱର,୧୨।୬(ଏସଏସନିଉଜ)ପୁଣି ପଦାରେ ପଡ଼ିଲା ଜୟଦେବ ନିର୍ବାଚନ ମଣ୍ଡଳୀର ବିଜେଡି କନ୍ଦଳ।ଭାର୍ଗବୀ ନଦୀରେ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ ଫଳକକୁ ଭଙ୍ଗାଯାଇଛି।ଝିଣ୍ଟିଶାସନ ତେରବାଟିଆରେ ଶିଳାନ୍ୟାସ ପାଇଁ ଲାଗିଥିବା ଫଳକକୁ ଭଙ୍ଗାଯାଇଛି।ବିଧାୟକଙ୍କ ନାଁ ଥିବାରୁ ବିରୋଧୀ ଗୋଷ୍ଠୀ ଭାଙ୍ଗିଥିବା ଅଭିଯୋଗ ହେଉଛି। ବିଜେଡିର ୨ଗୋଷ୍ଠୀ ବିବାଦ ଯୋଗୁଁ ଶିଳାନ୍ୟାସ ପୂର୍ବରୁ ଭାଙ୍ଗିଛି ଫଳକ।

ସିବିଆଇ କବ୍‌ଜାରେ ୫କର୍ମଚାରୀ

ଭୁବନେଶ୍ୱର,୧୨।୬(ଏସଏସନିଉଜ)ବାହାନଗା ରେଳ ଦୁର୍ଘଟଣା ମାମଲାର ସିବିଆଇ ତଦନ୍ତ ଆରମ୍ଭ କରିଛି।ସିବିଆଇ କବ୍‌ଜାରେ ରେଳବିଭାଗର ୫ କର୍ମଚାରୀ ଅଛନ୍ତି।ଷ୍ଟେସନ ମାଷ୍ଟର, ବାହାନଗା ଓ ସୋରର ୨ ଟେକ୍ନିସିଆନ,ସିଗ୍ନାଲ ଜେଇ ଓ ସିଗ୍ନାଲ ଇନ୍‌ଚାର୍ଜଙ୍କୁ ପଚରା ଉଚରା କରୁଛି ସିବିଆଇ।

ନୟାପାଟଣା-ଆମ୍ବବରେଇ ବିଜୁସେତୁ

ବାରଙ୍ଗ, ୧୧ା୬ (ଏସଏସନିଉଜ) ବେଲଗଛିଆ ପଞ୍ଚାୟତର ନୟାପାଟଣା ଓ ଆମ୍ବବରେଇରୁ ଦାଢ଼ାପାଟଣା ପଞ୍ଚାୟତର ମଧୁସୂଦନପୁରକୁ ସଂଯୋଗ କରୁଥିବା ପୁରୀମେନକେନାଲ ଉପରେ ବିଜୁସେତୁ ନିର୍ମାଣ ପାଇଁ ରବିବାରଦିନ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଉପସ୍ଥିତ ରହି ଶିଳାନ୍ୟାସ କରିଥିଲେ।ପୂର୍ବରୁ ଥିବା ଲୁହା ସେତୁଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା।ଫଳରେ ଯାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା।ଉଭୟ ଗ୍ରାମ ଚାଷ ଜମି ସବୁ ପୁରୀ ମୁଖ୍ୟ କେନାଲ ଅପର ପାର୍ଶ୍ଵରେ […]

ରଘୂନାଥପୁରରେ ଏଥର ଜମିବ ରଜ

ବାରଙ୍ଗ,୧୧ା୬(ଏସଏସନିଉଜ)ପାଖେଇ ଆସିଲାଣି ରଜ । ଆଉ ଦୁଇ ଦିନ ପରେ ପହିଲି ରଜ । ଯାହାକୁ ନେଇ ଏବେ ଚଳ ଚଞ୍ଚଳ ଗାଁ ଠୁ ସହର । ଗାଁ ରେ କୁଆଁରୀ ଝିଅମାନେ ନୂଆ ପୋଷାକ ସାଙ୍ଗକୁ ସୁସ୍ୱାଦୁ ପିଠା ପଣା କରିବାକୁ ଲାଗିପଡିଲେଣି । ପୋଡପିଠା , ଆରିସା , ମଣ୍ଡା,ଚକୁଳି, ଛେନାପିଠା ଆଦି ବିଭିନ୍ନ ସୁସ୍ୱାଦୁ ପିଠା ର ବାସ୍ନା ରେ ମହକି ଉଠେ ଗାଁ । ତାସାଙ୍ଗକୁ ଝିଅ ମାନେ ହାତରେ ମେହେନ୍ଦି […]

ବଟାନିକାର୍ଲଗାର୍ଡେନରେ ଏକାଠିହେଲେ ବିଜେଡିକର୍ମୀ

ବାରଙ୍ଗ,୧୧।୬(ଏସଏସନିଉଜ)ରବିବାରଦିନ ବିଜୁଜନତାଦଳର ୫ପଂଚାୟତ ତରଫରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବଟାନିକାର୍ଲଗାର୍ଡେନରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରଘୁନାଥପୁର ,ଦାଢା, କଲ୍ୟାଣପୁର, ବରିମୁଣ୍ଡ ଓ ଇଞଣା ଆଦି୫ପଂଚାୟତର ବହୁ ବିଜେଡିକର୍ମୀ ଓ ମୁରବୀମାନେ ଯୋଗଦେଇଥିଲେ । ଯେଉଁଭଳିଭାବେ ଦଳୀୟକର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହଯୋଗ ମିଳିଛି ଏହିଭଳି ସହଯୋଗ ରହିଲେ ଆଗାମିଦିନରେ ୫ପଂଚାୟତ ବିକାଶକ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ ବୋଲି ମୁଖ୍ୟଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ଉତରବିଧାୟକ ଶୁସାନ୍ତକୁମାରରାଉତ କହିଥିଲୋ ଦଳୀୟକର୍ମୀମାନେ ବିଧାୟକଙ୍କୁ ପାଛୋଟି ସଭାମଂଚ ପର୍ଯ୍ୟନ୍ତ ନେଇଯାଇଥିଲେ […]

ବିଜେପିର ଜନସମ୍ପର୍କ ଅଭିଯାନ

ବାରଙ୍ଗ,୧୧।୬(ଏସଏସନିଉଜ) ମୋଦି ସରକାରଙ୍କ ନଅବର୍ଷ ପୂର୍ତ୍ତି ଅବସରରେ କଲ୍ୟାଣପୁର ପଞ୍ଚାୟତର ଗଣ୍ଡରପୁର ବ୍ରାହ୍ମଣୀସାହି ସ୍ଥିତ ମା ମଙ୍ଗଳ ମନ୍ଦିର ପ୍ରାଙ୍ଗଣରେ ରବିବାର ପୂର୍ବାହ୍ନରେ ଜନସମ୍ପର୍କ ଅଭିଯାନ ଉଡଲକ୍ଷେ ସାଧାରଣସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ମହିଳା ଶିଶୁ ଉନ୍ନତିକରଣ ମନ୍ତ୍ରୀ ମହେନ୍ଦ୍ର ମୁଞ୍ଜପରା ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ନଅବର୍ଷର ଶାସନକାଳରେ ବିଭିନ୍ନ ଉନ୍ନତିମୂଳକକାର୍ଯ୍ୟ ସହ ଅଞ୍ଚଳର ବିକାଶ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥିଭାବେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ଯୁଗାଂଶୁ […]