Browsing category

ସତ୍ୟ ସନ୍ଧାନ

ନନ୍ଦନକାନନରେ ପାର୍କିଂ ଅବ୍ୟବସ୍ଥା

ବାରଙ୍ଗ,୨୭ା୬(ଏସଏସନିଉଜ)ପୁଣି ନନ୍ଦନକାନନରେ ଅବ୍ୟବସ୍ଥା ଦେଖାଦେଇଛି ।ପରିଚାଳନାଗତ ତୃଟି ଯୋଗୁ ନନ୍ଦନକାନନ ନିଜେ ଏବେ ପାର୍କିଂବ୍ୟବସ୍ତାକୁ ସମ୍ଭାଳିବାକୁ ଆରମ୍ଭ କରିଛି ।ଅଧିକ ଲାଭପାଇଁ ଟେଣ୍ଡରକୁ ଦେଇଥିବା ବହୁତଳପାର୍କିଂ ବ୍ୟବସ୍ଥାକୁ ନେଇଥିବା ଠିକାଦାର ଫେରାଇଦେବାପରେ ମଙ୍ଗଳବାରଠାରୁ ନନ୍ଦନକାନନ ନିଜ ଆୟତକୁ ନେଇ ନିଜେ ଚଳାଇବା ଆରମ୍ଭ କରିଛି ।ଘରୋଇକରଣରେ ଦିଆଯାଇଥିବା ବହୁତଳପାର୍କିଂ ବ୍ୟବସ୍ଥା ପୁଣିଥରେ ନନ୍ଦନକାନନ ହାତକୁ ଫେରିଆସିଛି । ବ୍ୟବସାୟିକ କ୍ଷତି ସହ ନନ୍ଦନକାନନ ପକ୍ଷରୁ ଅସହଯୋଗ କରାଯାଇଥିବାର ଦର୍ଶାଇ ନେଇଥିବା ଠିକାଦାର ମୁହଁ ଫେରାଇନେଇଛନ୍ତି ।ଯାହାଫଳରେ ନନ୍ଦନକାନନ […]

କଣକଲେ ତ୍ବଚା ଚମକିବ

ପ୍ରତିଦିନ ଖିରକୁ ନିଜତ୍ବଚା ଯତ୍ନପାଇଁ ବ୍ୟବହାରକଲେ, ଚମକ ଆସିବାସହ ଅନ୍ୟସମସ୍ୟା ବି ଦୂରେଇଯାଏ।ଜାଣନ୍ତୁ କଣ କରିବାକୁ ପଡିବ । ମହୁ ଓ ଖିର:-ଖିରରେ ମହୁ ମିଶାଇ ମୁହଁ, ହାତ ଓ ବେକରେ ଲଗାନ୍ତୁ। ମହୁ ତ୍ୱଚାପାଇଁ ଔଷଧ ଭଳି କାମକରେ। ଏହାକୁ ଲଗାଇଲେ ତ୍ବଚାରେ ଚମକଆସେ। ତ୍ବଚାକୁ ସଫାକରିବାକୁ ଏକଛୋଟ ଚାମଚ ମହୁରେ ଖିରମିଶାଇ ମୁହଁରେଲଗାଇବେ।୧୦ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ମୁହଁକୁ ଥଣ୍ଡାପାଣିରେ ଭଲଭାବେ ଧୋଇଦିଅନ୍ତୁ। ଦେଖିବେ ଆପଣଙ୍କ ମୁହଁରେ କେମିତି ଚମକ ଆସୁଛି। ତ୍ବଚାଭାଙ୍ଗ:-ଦୁଇଚାମଚ ମହୁରେ ଅଧଚାମଚ […]

ଆଜି ବନ୍ଦେଭାରତ ଏକ୍ସପ୍ରେସର ଟ୍ରାଏଲରନ୍

ଭୁବନେଶ୍ୱର,୨୮।୪(ଏସଏସ ନିଉଜ)ଆଜି ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍। ହାଓଡା ଓ ପୁରୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ହେବ ଟ୍ରାଏଲ ରନ୍‌। ହାଓଡ଼ାରୁ ସକାଳ ୬ଟା ୧୦ରୁ ବାହାରି ଦିନ ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ। ପୁଣି ପୁରୀରୁ ଦିନ ୧ଟା ୫୦ରେ ଛାଡ଼ି ହାଓଡାରେ ୮.୩୦ରେ ପହଞ୍ଚିବ ।ଖଡ଼ଗପୁର , ଭଦ୍ରକ , ଯାଜପୁର , କଟକରେ ୨ ମିନିଟ ଲେଖାଏ ରହିବ। କଟକ ପରେ ଭୁବନେଶ୍ୱର , ଖୋର୍ଦ୍ଧାରେ […]

ନିଦରେ ଶୋଇଛନ୍ତି ବାବୁ !

ବାରଙ୍ଗ,୧୬/୧୦(ଏସଏସନିଉଜ)ପୁରୀମେନକେନାଲ ରାସ୍ତାରେ ବିରାଟଗାତ, ତାହା ପୁଣି ୫ଫୁଟର । ବାରଙ୍ଗବ୍ଲକ୍ ଗଡାଛକରୁ ଗୋଡିସାହିକୁ ସଂଯୋଗ କରୁଥିବା କେନାଲବନ୍ଧ ରାସ୍ତାର ଷଣ୍ଢପୁର ଗାଁମୁଣ୍ଡରେ ରହିଛି ଏହି ଗାତ।ଏହିଗାତ ଏବେ ପଥଚାରୀଙ୍କପାଇଁ ମରଣଜନ୍ତା ପାଲଟିଛି।ସ୍ଥାନୀୟ ଲୋକମାନେ ଏବିଷୟରେ କଟକ ରାସ୍ତା ଓ କୋଠା ବିଭାଜନର ମୁଖିଆମାନଙ୍କୁ ପର୍ଯ୍ୟାୟକ୍ରମେ ଖବର ଦେଉଥିଲେ ମଧ୍ୟ ବାବୁମାନଙ୍କର ନିଦ ଭାଙ୍ଗିନାହିଁ।କହିକି ବା ଭାଙ୍ଗିବ, ଦଶହରା ପୂର୍ବରୁ ବାରଙ୍ଗ ମୁଖ୍ୟ ରାସ୍ତାରେ ବାଲିଉଠାଇ ଓ ଘାସ ସଫା କରି ବେଶ ଦିପଇସା ଠିକାଦାର ରୋଜଗାର କରିଥିବାବେଳେ […]

ଆଜିର ଅନୁଚିନ୍ତା

‼️ସୁପ୍ରଭାତମ୍ ‼️ ୨୦୨୨ ମସିହା ଏପ୍ରିଲ ମାସ ୧୧ ତାରିଖ (ସୋମବାର) ସତର ପଥ ବହୁତ କଠିନ….ଧର୍ମକୁ ରକ୍ଷା କରୁଥିବା ମନୁଷ୍ୟ ବହୁତ ସମସ୍ୟାର ସମୁଖୀନ ହୁଏ….ତଥାପି ସେଇ ବ୍ୟକ୍ତି ଭଗବାନଙ୍କର ବହୁତ ପ୍ରିୟ ଏବଂ ଭଗବାନ ତାଙ୍କରି ହୃଦୟରେ ଥାନ୍ତି. 🪔 ଅତୀତ କୁ କେବେବି ଫେରେଇ ହୁଏ ନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏ ନାହିଁ ତଥାପି ଏ ମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୂର୍ତ୍ତରେ ଖୁସି ଚାହିଁଥାଏ,ବୋଧହୁଏ ଏହା ହିଁ ଜୀବନ […]

ଆଜିର ଅନୁଚିନ୍ତା

ଯିଏ ବୋକା ସେ ଧୋକା ଖାଇଥାଏ କଷ୍ଟ ବି ପାଇଥାଏ , ଯିଏ ସରଳ ସେ ଆଘାତ ପାଇଥାଏ , ଆଉ ଯିଏ ସ୍ବାର୍ଥପର ସେ ହିଁ ଖୁସିରେ ଜୀବନ କାଟିଥାଏ ,କିନ୍ତୁ ମନେରଖନ୍ତୁ ଏ ସବୁ କ୍ଷଣସ୍ଥାୟୀ ହୋଇଥାଏ । 🦋ଆପଣ ଯେ କୌଣସି କାର୍ଯ୍ୟ କରନ୍ତୁ ନା କାହିଁକି କୌଣସି ପରିସ୍ଥିତିର ମୁକାବିଲା କରିଲାବେଳେ ସବୁବେଳେ ସତ୍ ପଥରେ ହିଁ ଆଗକୁ ବଢ଼ିବା ଉଚିତ୍ । 🦋ସୂର୍ଯ୍ୟ ହେଉ ବା ମଣିଷ ସମସ୍ତଙ୍କୁ ତ […]

ଭୋଗ ଖାଇବାକୁ ବାହାରିଲେ ବାବାସୋମନାଥ

ବାରଙ୍ଗ,୧୭/୩(ଏସ୍‌ଏସ୍‌ନିଉଜ)ପଟିଆ ତଥା ବାରଙ୍ଗ ଅଂଚଳର ସର୍ବପୁରାତନ ଶେବପୀଠରାଜଧାନୀ ଉପକଣ୍ଠ ଢାୱାଗ୍ରାମରେ ଅବସ୍ଥାପିତ ସୋମନାଥମନ୍ଦିର । ଏହି ପୀଠର ଅଧିଷ୍ଠିତ ଠାକୁର ହେଉଛନ୍ତି ଶ୍ରୀଶ୍ରୀ ସୋମନାଥଦେବ । ପରମ୍ପରା ଅନୁଯାୟୀ ବାବା ସୋମନାଥ ମନ୍ଦିରରୁ ଏକାଦଶୀ ଦିନ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବାହାରିଛନ୍ତି ।ଗ୍ରାମଗ୍ରାମ ବୁଲିବେ ,ଭକ୍ତମାନଙ୍କୁ ଦର୍ଶନ ଦେବେ ,ଆଉ ପରମ୍ପରା ଅନୁଯାୟୀ ଭୋଗ ଖାଇବେ । ସୋମନାଥ ପ୍ରତ୍ୟେହ ସନ୍ଧ୍ୟା ଆଲତି ଓ ଭୋଗ ଲାଗିସାରିବାପରେ ମାଆ ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରରୁ ବିଭିର୍ଣ ଗ୍ରାମଅଭିମୁଖେ […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା 🦋କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ , ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ !! 🦋ବେଳେ ବେଳେ ଲାଗେ ଯାହା ବିତିଯାଇଛି ତାକୁ ଭାବିବା ବୃଥା , କିନ୍ତୁ ସତ ଏହା ଯେ ବିତିଯାଇଥିବା କଥା ହିଁ ମଣିଷକୁ ଠିକ୍ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ !! 🦋ନିଜର ଶକ୍ତି ସହିତ ଲଢ଼ନ୍ତୁ , ଅନ୍ୟ କାହାର ଦୁର୍ବଳତା ସହିତ ନୁହେଁ କାରଣ ପ୍ରକୃତ […]

ଆଜିର ଅନୁଚିନ୍ତା

🦋 “ସମୟ ” ର ହାତ ନଥାଏ କିନ୍ତୁ,ସେ ବେଳେ ବେଳେ ଏମିତି ଚାପୁଡା ମାରେ ଯେ,ସାରା ଜୀବନ ମନେ ରହେ । 🦋ସ୍ବପ୍ନ ଭାଙ୍ଗିଗଲେ ମଧ୍ୟ ନୂଆ ସ୍ବପ୍ନ ଦେଖି ଆଗକୁ ବଢିବାର ସାହସକୁ ହିଁ ଜୀବନ କୁହାଯାଏ । 🦋ଯେଉଁମାନଙ୍କ ପାଇଁ ସମାଜିକ ସମ୍ପର୍କ ନାମକୁ ମାତ୍ର ହୋଇଥାଏ, ସେମାନେ କେବେ ହେଲେ କାହାର ସମ୍ମାନ ବା ସହାୟତା କରି ନଥାନ୍ତି ବରଂ ଦୂରରେ ରହି ଉପହାସ କରିଥାନ୍ତି 🦋ଦୁନିଆର ସର୍ବୋତ୍ତମ ଔଷଧ ହେଉଛି […]

ଆଜିର ଅନୁଚିନ୍ତା

🦋”ସମୟ ତ ଏମିତି ଗଡି ଚାଲିଯିବ , ହେଲେ ସମୟ ସହ ନିଜ ଜୀବନ କୁ ବିତିଯିବାକୁ ଦିଅନ୍ତୁ ନାହିଁ , ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରନ୍ତୁ , କିଏ ଜାଣେ ଏ ମୁହୂର୍ତ୍ତ କାଲିକି ଥିବ କି ନାହିଁ ! 🦋”ସବୁବେଳେ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତିର ବାତାବରଣ ମଧ୍ୟକୁ ଟାଣିନେଇଥାଏ , ତେଣୁ ଈଶ୍ବର ଯାହା ଦେଇଛନ୍ତି ସେଥିରେ ଖୁସି ରହିଲେ ଏ ସଂସାରରେ ଶାନ୍ତିରେ ବଞ୍ଚି ପାରିବା […]