ଆଜିର ରାଶିଫଳ
ଜାନୁଆରୀ ମାସ ୦୯ ତାରିଖ ୨୦୨୬ ମସିହା (ଶୁକ୍ରବାର)ମାଘମାସ- କୃର୍ଷ୍ଣପକ୍ଷ,ତିଥି- ଷଷ୍ଠୀ,ନକ୍ଷତ୍ର-ଉତ୍ତର ଫା ଦିବା ଘ୦୨/୧୦ ଗତେ ହସ୍ତା,ସୁର୍ୟୋଦୟ- ପ୍ରାତଃ ଘ୦୬/୨୭/୪୪,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୨୦/୧୨,ଯୋଗିନୀ ବାୟବ୍ୟେ, ବୃଷ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଆଦ୍ୟ ମୃତେ ଦିବା ଘ୦୨/୧୦ ଗତେ ଏକପାଦ ପୁସ୍କର ଦୋଷ,କାଳବେଳା ଓ ବାରବେଳା- ଦିବା ଘ୦୯/୦୭ ଗତେ ଘ୧୦/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୭/୧୫ ମଧ୍ୟେ ଓ ଘ୦୮/୦୨ ଗତେ ଘ୦୯/୦୬ ମଧ୍ୟେ ଓ ଘ୧୨/୫୦ଗତେ ଘ୦୪/୦୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]