ଏକାଠିହେବେ ଶାସକ-ବିରୋଧୀ
୧-ଜୁନ ୧୫ ଯାଏଁ ଶ୍ରୀମନ୍ଦିର ବନ୍ଦ, ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନର ବଡ ନିଷ୍ପତ୍ତି । ୨-ଗୋଆରେ ବାତ୍ୟା ତାଣ୍ଡବ: ଭାଙ୍ଗିଲା ୧୦୦ଘର, ୫୦୦ଗଛ ଉପୁଡ଼ିବା ସହ ୨ଜଣଙ୍କ ମୃତ୍ୟୁ । ୩-କରୋନା ମୁକାବିଲା ପାଇଁ ଏକାଠି ହେବେ ଶାସକ-ବିରୋଧୀ: ବସିବ ସର୍ବଦଳୀୟ ବୈଠକ, ବିଧାୟକଙ୍କ ପ୍ରସ୍ତାବ ଲୋଡିବେ ସରକାର । ୪-କରୋନା ବିରୋଧରେ ଲଢ଼େଇ ଜୋରଦାର, ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍ର ୫୧ ଲକ୍ଷ ଡୋଜ୍ । ୫-ଟ୍ୱିଟରରେ ମୋଦୀଙ୍କୁ ଟାର୍ଗେଟ କଲେ […]